Browsing Category
ରାଜ୍ୟ
ମକର ସଂକ୍ରାନ୍ତି/ପୋଙ୍ଗଲ ପାଇଁ ଲାଗିଲା କଟକଣା, ଜାଣନ୍ତୁ କ’ଣ କହିଲେ ଏସଆରସି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟି ରଖି ସରକାରଙ୍କ ପକ୍ଷରୁ ଅନେକ କଟକଣା ଲଗାଯାଉଛି । ଆଗକୁ ମକର ସଂକ୍ରାନ୍ତି ଆସୁଥିବା ବେଳେ…
ପୁଣି କାଳ ସାଜିଲା ମାଞ୍ଜା ସୂତା; ଭୁବନେଶ୍ୱରରେ କଟିଲା ୩ ବେକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ପରେ ରାଜଧାନୀ ଭୁବନେଶ୍ୱରରେ ମାଞ୍ଜା ସୂତା କାଳ ସାଜିଛି । ପୁଣିଥରେ ମାଞ୍ଜା ସୂତାରେ ବେକ କଟିଛି । ଡୁମୁଡୁମା ପାଲା ମଣ୍ଡପ ପାଖରେ ମାଞ୍ଜା ସୂତା ଲାଗି ୩ ଜଣ ଆହତ ହୋଇଛନ୍ତି ।…
ବନ୍ଦ ହେବ ସମସ୍ତ ପ୍ରାଇଭେଟ୍ ଅଫିସ; କରୋନାକୁ ନେଇ ଆସିଲା ନୂଆ ଗାଇଡଲାଇନ୍
ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି । ରାଜଧାନୀରେ ସଂକ୍ରମଣ ହାର ୨୫% ବୃଦ୍ଧି ପାଇଥିବାରୁ ଚିନ୍ତାରେ ଦିଲ୍ଲୀବାସୀ । ଏହାକୁ ନେଇ ଦିଲ୍ଲୀର ଏଲଜି ଅନିଲ ବୈଜଲ ଡିଡିଏମଏଙ୍କ ସହିତ ବୈଠକ…
କଂଗ୍ରେସ ଭବନ ବୋମାମାଡ଼ ଘଟଣା: ୨ ପୂର୍ବତନ ଛାତ୍ରନେତାଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୮ ତାରିଖ ବିଳମ୍ବିତ ରାତ୍ରିରେ ରାଜ୍ୟ କଂଗ୍ରେସ ଭବନ ଉପରେ ହୋଇଥିବା ବୋମାମାଡ଼ ଘଟଣାର ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ପୋଲିସ ଦୁଇଜଣ ପୂର୍ବତନ ଛାତ୍ରନେତାଙ୍କୁ ଗିରଫ କରିଛି । ଗିରଫ…
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ଜାଣନ୍ତୁ କେଉଁ ପର୍ଯ୍ୟାୟରେ କେତେ ଜିଲ୍ଲା?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଛି ବିଗୁଲ । ଏଥର ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ୨ କୋଟି ୭୯ ଲକ୍ଷ ୩୫ ହଜାର ୫୨୦ ଭୋଟର ମତଦାନ କରିବେ । ୯୧ ହଜାର ୯୧୩ ୱାର୍ଡ…
ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ୫ଟି ପର୍ଯ୍ୟାୟରେ ଭୋଟ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ…
(See Video)ଶିକ୍ଷକଙ୍କ ଅଶିକ୍ଷିତ କାଣ୍ଡ, ଗେଣ୍ଡୁ ବଗିଚାରେ ବିଛାଇଥିଲେ ବିଦ୍ୟୁତ ତାର; ଚାଲିଗଲା ନୀରିହର ଜୀବନ
ଯାଜପୁର(ଓଡ଼ିଶା ଭାସ୍କର): ଜଣେ ଶିକ୍ଷକଙ୍କ ଅଶିକ୍ଷିତ କାଣ୍ଡ ଦେଖିବାକୁ ମିଳିଛି । ବଗିଚାରୁ ଗେଣ୍ଡୁ ଫୁଲ କାଳେ କେହି ଚୋରି କରିଦେବ ସେଥିପାଇଁ ବଗିଚାରେ ବିଛାଇଥିଲେ ବିଦ୍ୟୁତ ତାର । ଆଉ ଏହାର ଶିକାର ହୋଇଛନ୍ତି ଜଣେ…
୧୭ ହଜାର ଟଙ୍କା ଦେଲେନି ସୁମିତ, ଆଜି କୋର୍ଟରେ ପିଟିସନ ଦାୟର କରିପାରନ୍ତି ତପସ୍ୱିନୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ପାରିବାରିକ ମାମଲାର ଶୁଣାଣି ତାରିଖ ଦିନକୁ ଦିନ ଘୁଞ୍ଚି ଘୁଞ୍ଚି ଚାଲିଥିବା ବେଳେ ନୂଆ ନୂଆ ଅଡ଼ୁଆ ସୁତାର ଖିଅ ବାହାରୁଛି । ତେବେ ଗତକାଲି ସୁମିତ ସାହୁ ଓ…
ଆସନ୍ତାକାଲିଠାରୁ ଭିତରକନିକାରେ ପକ୍ଷୀଗଣନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ରାଜ୍ୟର ଭିତରକନିକାରେ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହେବ । ଏହି ଗଣନା କାର୍ଯ୍ୟ ପାଇଁ ମୋଟ ୧୬ଟି ଟିମ୍ ନିୟୋଜିତ ହେବା ସହ ପ୍ରତ୍ୟେକ ଟିମରେ ୪ରୁ ୫ ଜଣ ସଦସ୍ୟ ରହିବେ ।…
ଭିଜିଲାନ୍ସ ଜାଲରେ କନଷ୍ଟେବଳ, ୬ଟି ଘରେ ଚାଲିଛି ରେଡ୍
ବାରିପଦା(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ କନଷ୍ଟେବଳ । କନଷ୍ଟେବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ ଘରେ ରେଡ୍ ହୋଇଛି । ମୟୂରଭଞ୍ଜ SP ଅଫିସରେ କାର୍ଯ୍ୟ କରନ୍ତି କନଷ୍ଟେବଳ ଦଣ୍ଡପାଟ । କନଷ୍ଟେବଳ ଦଣ୍ଡପାଟଙ୍କ ୬ଟି ଘରେ…