Browsing Category

ରାଜ୍ୟ

ଔଷଧ ଖାଇବାକୁ ମିଳିବ ରିମାଇଣ୍ଡର: ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ଆପ୍ ‘ନିମାଇ’, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଧୁନିକ ଯୁଗରେ ଚିକିତ୍ସା କ୍ଷେତ୍ରରେ ଆଉ ଏକ ସଫଳତା। ଔଷଧ ଖାଇବା ପାଇଁ ମନେପକାଇ ଦେବ ଆପ। ଏନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଆପ 'ନିମାଇ'। ଯେକୌଣସି ରୋଗ ହେଉନା କାହିଁକି ସଠିକ ସମୟରେ…

ଆସିଲା ୨୩ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ: କେନ୍ଦୁଝରରୁ ସର୍ବାଧିକ ୭ ଜଣ ଚିହ୍ନଟ

ଭୁବନେଶ୍ୱର: ରବିବାର ରାଜ୍ୟରେ ଚିହ୍ନଟ ହୋଇଥିବା ୨୩ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୧୯ ଜଣ ପୁରୁଷ ଥିବାବେଳେ ୪ ଜଣ ମହିଳା ରହିଛନ୍ତି । ସର୍ବାଧିକ ୭ ଜଣ…

ଶୀତରେ ଥରିବ ଓଡ଼ିଶା: ପାଣିପାଗ ବିଭାଗର ସତର୍କ ସୂଚନା, ପଶ୍ଚିମ ଓଡ଼ିଶାରେ ଶୀତ ଲହରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକିଛି ଦିନ ହେବ ଲଘୁଚାପ ପ୍ରଭାବରେ ରାଜ୍ୟରେ ଶୀତ କମ୍ ଅନୁଭୂତ ହେଉଥିଲା । ରାଜ୍ୟର କିଛି ସ୍ଥାନରେ  ବର୍ଷା ମଧ୍ୟ ଜାରି ରହିଥିଲା ।  ତେବେ  ସୋମବାରରୁ ରାଜ୍ୟରେ ପୁଣି ଶୀତ ଲହରି ଆରମ୍ଭ…

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ; ରାଜୁକମାର ଶର୍ମା ହେଲେ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ରାଜକୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ । ସଞ୍ଜୀବ ଚୋପ୍ରା ହେଲେ କୃଷି ଉତ୍ପାଦ ବିଭାଗର କମିଶନର । ଶ୍ରୀ ମଧୁସୂଦନ ମହାନ୍ତି ପାଢ଼ୀ ହେଲେ ଓଡ଼ିଆ…

କଟକ ପାଇଁ ସନ୍ଧ୍ୟାରୁ ଆରମ୍ଭ ସ୍ଲଟ୍ ବୁକିଂ: ସୋମବାରଠାରୁ ଟିକାକରଣ

କଟକ ଜିଲ୍ଲାରେ ୧୫ରୁ ୧୮ ବର୍ଷ ବର୍ଗଙ୍କୁ ଟିକା ପାଇଁ ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲା କୋଭିଡ୍ ନୋଡାଲ ଅଫିସର ଉମେଶ ରାୟ । ସ୍ଲଟ୍ ବୁକିଂ କରିଥିବା ୧୫ରୁ ୧୮ ବର୍ଷ…

ବଡ଼ ଖବର: ଓଡ଼ିଶାରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହାରି ମଧ୍ୟରେ ରାଜ୍ୟରେ ଏକାସାଙ୍ଗରେ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୨୩ ଚିହ୍ନଟ ନେଇ ଆଇଏଲଏସ…

୮ ପରେ ମାଟ୍ରିକ ପିଲାଙ୍କୁ ଦିଆଯିବ ଟିକା, ପ୍ରଥମେ ଏକାଦଶ ଓ ଦ୍ୱାଦଶ ପିଲାଙ୍କ ହେବ ଟିକାକରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାନୁଆରୀ ମାସ ୮ ତାରିଖ ପରେ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ । ଆସନ୍ତା ୫ ତାରିଖରୁ ମାଟ୍ରିକ ସମେଟିଭ୍-୧ ପରୀକ୍ଷା ଆରମ୍ଭ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି…

ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କାଲିଠାରୁ ପ୍ରଥମରୁ ପଞ୍ଚମ ସ୍କୁଲ ଖୋଲିବାକୁ ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି । ସ୍କୁଲ ଖୋଲିବା ନିଷ୍ପତ୍ତି ସାମୟିକ ସ୍ଥଗିତ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ପିକନିକ୍ ହେଲା କାଳ: ଗଡ଼ିଆ ଭିତରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): ଗଡ଼ିଆ ଭିତରୂ ୨ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କେନ୍ଦ୍ରାପଡ଼ା ସଦର ଥାନା ଶ୍ୟାମସୁନ୍ଦରପୁର ନିକଟ ଏକ ଗଡ଼ିଆରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ଖବର ପାଇଁ ଉଭୟ ଅଗ୍ନିଶମ ବାହିନୀ ଓ…

ଦୁଇ ପୁଅ ପାଖ ମାଡ଼ିଲେନି, ଚାରି ଝିଅ ଚାରି କାନ୍ଧରେ ୪ କିମି ବୋହିଲେ ମାଆର ଶବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ପୁଅଟିରେ କୂଳରେ ଥିଲେ ମୁହଁରେ ନିଆଁ ଦେବ ଆଉ ସାତପୁରୁଷଙ୍କୁ ଉଦ୍ଧାର କରିବେ । ତେବେ ଯଦି ପୁଅମାନେ ବାପା-ମାଆଙ୍କୁ ବୃଦ୍ଧାବସ୍ଥାରେ ବା ମୃତ୍ୟୁ ପରେ ହତାଦର କରିବେ ସେ…