Browsing Category
ରାଜ୍ୟ
ଜାଡ଼ରେ ଥରୁଛି ଓଡ଼ିଶା: ଦାରିଙ୍ଗିବାଡ଼ିରେ ତୁଷାରପାତ
ବାଲିଗୁଡ଼ା(ଓଡ଼ିଶା ଭାସ୍କର): ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିରେ ଶୀତ ଲହରି ଜାରି ରହିଛି । ଆଜି ଦାରିଙ୍ଗିବାଡ଼ିର ବିଭିନ୍ନ ଅଞ୍ଚଳରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ୨ ଦିନ ଧରି ପ୍ରବଳ ଜାଡ଼ ସହ ଏଠାରେ…
ନିଆଁ ପୁଇଁବା ବେଳେ ଜଳିଗଲେ ବୃଦ୍ଧା, ହୋଇଗଲା ମୃତ୍ୟୁ
ଦେବଗଡ଼(ଓଡ଼ିଶା ଭାସ୍କର): ନିଆଁ ପୁଇଁବା ବେଳେ ପୋଡ଼ି ହୋଇ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଖବର ଶୁଣିବାକୁ ମିଳିଛି ଦେବଗଡ଼ ଜିଲ୍ଲାରୁ । କଂସର ଫାଣ୍ଡି ଲଇଣ୍ଡା ଗାଁରେ ନିଆଁ ପୁଇଁବା ବେଳେ ଏହି ଦୁଃଖଦ…
ଆଜି ବସିବ ରାଜ୍ୟ କ୍ୟାବିନେଟ୍: ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିବ ମୋହର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଭର୍ଚୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀ ଏଥିରେ ଅଂଶଗ୍ରହଣ କରିବା ସହ ଅନ୍ୟ…
ଗଞ୍ଜାଲଢ଼େଇ ଖେଳି ପାଇଁ ଯୋଜନା କରୁଥିବା ବେଳେ ଚଢ଼ଉ କଲା ପୋଲିସ: ୭ଟି ଗଞ୍ଜା, ନଗଦ ଟଙ୍କା ସହ ୫ ଗିରଫ
ଟାଙ୍ଗୀ-ଚୌଦ୍ୱାର (ଭାସ୍କର ନ୍ୟୁଜ୍) : ଚୌଦ୍ୱାର ଥାନା ଅନ୍ତର୍ଗତ ଦୁଧିଆନାଳିର ମୁଣ୍ଡାସାହି ସ୍ଥିତ ଫୁଟ୍ବଲ ପଡ଼ିଆ ନିକଟରେ ଗତକାଲି ସଂଧ୍ୟାରେ ଏସ୍ଆଇ ବିକ୍ରମ ବେହେରା ଓ ଅନ୍ୟ ପୁଲିସ୍ କର୍ମଚାରୀମାନେ ପାଟ୍ରୋଲିଂ…
ନର୍ସଙ୍କୁ ବ୍ଲାକ୍ମେଲ୍ କରି ଫଶିଲେ ପୂର୍ବତନ ପ୍ରେମିକ, ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେଇ ଗିରଫ ହେଲେ ‘ହାପି’
କୋରାପୁଟ, (ଭାସ୍କର ନ୍ୟୁଜ୍): କୋରାପୁଟ ଟାଉନ ଥାନା ଅଞ୍ଚଳରେ କାର୍ଯ୍ୟରତ ଜଣେ ନର୍ସଙ୍କ ଫଟୋ ଭାଇରାଲ କରିବା ସହ ବ୍ଲାକମେଲ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ଜଗତସିଂହପୁର…
ଯୋଡାରେ ଅଲୋଡ଼ା ଶିଶୁ କନ୍ୟା, ଗୋଲେଡନ କ୍ୟାମ୍ପର ଏକ ଡଷ୍ଟବିନ୍ରୁ ଉଦ୍ଧାର ହେଲା ନବଜାତ
ଯୋଡା, (ଭାସ୍କର ନ୍ୟୁଜ୍): ଖଣି ଅଂଚଳରେ ଗୋଟିଏ ପରେ ଗୋଟିଏ ଶିଶୁ କନ୍ୟା ଅଲୋଡା ଘଟଣା ସେଚତନ ବ୍ୟକ୍ତିଙ୍କୁ ଏବେ ମର୍ମାହତ କରିଛି । ସୋମବାର ଅପରାହ୍ନରେ ଟାଟା ଡାକ୍ତରଖାନା ନିକଟ ଗୋଲେଡନ କ୍ୟାମ୍ପର ଏକ ଡଷ୍ଟବିନ୍…
ଆସନ୍ତା୨ରୁ ୩ ଦିନ ଯାଏ ହାଡ଼ଭଙ୍ଗା ଶୀତ, ଆହୁରୀ ଜାଡ଼ରେ ଥରିବ ଓଡ଼ିଶା: ଥଣ୍ଡା ଲହରୀ ନେଇ ୧୪ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଅସମ୍ଭାଳ ଜାଡରେ ଥରିବ ଓଡିଶା । ଆସନ୍ତା୨ରୁ ୩ ଦିନ ପର୍ଯ୍ୟନ୍ତ ନିସ୍ତାର ନାହିଁ । ଏହି ସମୟରେ ସ୍ୱାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ ବୋଲି…
ମାର୍ଚ୍ଚରେ ହୋଇପାରେ ଦ୍ୱାଦଶ ବୋର୍ଡ ପରୀକ୍ଷା
ମାର୍ଚ୍ଚରେ ଦ୍ୱାଦଶ ବୋର୍ଡ ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ । ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି । ଉଚ୍ଚ…
ପ୍ରମୋଦ ସାହୁଙ୍କ ଘର ପୁଟିକରେ ବସିଲେ ତପସ୍ୱିନୀ: ପରସ୍ଥିତି ସାଧାରଣ ରହିଛି ବୋଲି କହିଲେ IIC (Video)
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହିଳା ମାନେ ଘରର ଗେଟ୍ ଭାଙ୍ଗିବା ପରେ ପ୍ରମୋଦ ସାହୁଙ୍କ ଘରର ପୁଟିକରେ ବସିଛନ୍ତି ତପସ୍ୱିନୀ ଦାସ । ଏହି ଘଟଣା ପରେ ପୋଲିସ ପ୍ରଶାସନ ଆସି ମହିଳା ମାନଙ୍କୁ ଘଟଣା ସ୍ଥଳରୁ ବୁଝେଇ ଶୁଝେଇ…