Browsing Category

ରାଜ୍ୟ

OAS ଅଧିକାରୀ ସ୍ତରରେ ଅଦଳବଦଳ, ମନୋରମା ଭୂୟାଁ ହେଲେ ରେଜିଷ୍ଟ୍ରାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟର ଦୁଇଜଣ ଓଏଏସ୍ ଅଧିକାରୀଙ୍କୁ ପରିବର୍ତ୍ତନ କରାଯାଇଛି । ବାଲେଶ୍ୱରର ଫକିର ମୋହନ ମେଡିକାଲ…

ବହୁ ଚର୍ଚ୍ଚିତ ଦାଦନ ଶ୍ରମିକଙ୍କ ପାପୁଲି କଟା ଘଟଣା: ଦୋଷୀକୁ ୧୦ ବର୍ଷ ଦଣ୍ଡାଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୩ ମସିହାର ବହୁଚର୍ଚ୍ଚିତ ଦାଦନ ଶ୍ରମିକଙ୍କ ହାତ ପାପୁଲି କଟା ଘଟଣାରେ ଆଜି ଶୁଣାଣି ହୋଇଛି । ଏହି ଘଟଣାରେ ଅଭିଯୁକ୍ତ ପର୍ଶୁରାମ ନାଏକଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶର ନିର୍ଦ୍ଦେଶ…

ରାଜଧାନୀରେ ଆଉ ଦୁଇଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍, ଆକ୍ସନ୍ ମୋଡରେ ବିଏମସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍-୧୯କୁ ରୋକିବା ପାଇଁ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଅପେକ୍ଷାକୃତ ଅଧିକ ରହୁଥିବାର ଭୁବନେଶ୍ୱର…

ବାହୁଡାଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ, ଜାଣନ୍ତୁ କ’ଣ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,(ଓଡ଼ିଶା ଭାସ୍କର): କରୋନା କଟକଣା ମଧ୍ୟରେ ବାହୁଡ଼ାଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଆୟୋଜିତ ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ସେ କହିଛନ୍ତି ଯେ, ‘ସବୁ…

ଶାଶୂ-ବୋହୂଙ୍କ ଝଗଡ଼ା, ମାଆର ପୁଅକୁ ଚାପୁଡ଼ା: ସନ୍ତାନର ମୃତ୍ୟୁ ସହ୍ୟ କରି ନପାରି ଆତ୍ମହତ୍ୟା କଲେ ମହିଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁଆଯାଏ ମାଆ ଦୁନିଆର ସବୁଠାରୁ ମୂଲ୍ୟବାନ ଶବ୍ଦ ଓ ଅନୁଭବ । ମାତ୍ର ଏହା ଆଜିକାଲିର ମିଛ ଦୁନିଆରେ ଭୁଲ୍ ସାବ୍ୟସ୍ତ ହୋଇଛି । ନିଜ ସନ୍ତାନକୁ ବିପଦରୁ ରକ୍ଷା କରିବା ପାଇଁ ଯେଉଁ ମାଆ ଦୁନିଆର…

କୋଦଳା ମେଡିକାଲରେ ‘ହାତଗୁଞ୍ଜା ଦିଅ ଡିଉଟି ନକରି ଦରମା ନିଅ’ ଫର୍ମୁଲା!

କୋଦଳା(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜଙ୍କ ବିରୋଧରେ ଉଠିଛି ସାଂଘାତିକ ଅଭିଯୋଗ । ହାତଗୁଞ୍ଜା ଦେଇ ଡିଉଟି ନ କରି ଦରମା ନିଅ କାରବାର ଚଳାଇଛନ୍ତି ବୋଲି ଅଭିଯୋଗ ହୋଇଛି…

ନୟାପଲ୍ଲୀ କାନ୍ଥରେ BMCର ଅଶ୍ଳୀଳ ଚିତ୍ର, ତାତିଲେ ଲୋକେ

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ସଂକ୍ରମଣକୁ ରୋକିବା ପାଇଁ ସାବଧାନ ଓ ସଚେତନ ରହିବାର ବାର୍ତ୍ତା ଦେଉଛି ପ୍ରଶାସନ । କାନ୍ଥବାଡରେ ଫଟୋ ମାଧ୍ୟମରେ ହେଉ ବା ଘର ଘର ବୁଲି ଲୋକଙ୍କମାନଙ୍କୁ ସଚେତନ କରାଯାଉଛି । କିନ୍ତୁ…

ସୋରରେ କାଉଡ଼ିଆଙ୍କ ବୋଲବମ୍ ଯାତ୍ରା, ଧର୍ମ ଆଉ ନିୟମ ଭିତରେ ଅଘୋଷିତ ଲଢ଼େଇ!

ବାଲେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବୋଲବମ୍ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିଲେ ସରକାର । ଲୋକଙ୍କ ଧାର୍ମିକ ଭାବ ଅପେକ୍ଷା ଜନଜୀବନ ସୁରକ୍ଷା ପାଇଁ ଦିଆଯାଇଥିଲା…

ସୌମ୍ୟଙ୍କୁ ପ୍ରଥମେ ଅଚେତ କରାଯାଇ ପରେ ହତ୍ୟା କରାଯାଇଛି! ବିଦ୍ୟାଭାରତୀଙ୍କୁ ଜେରା ପାଇଁ ଗଲା ୬ ଜଣିଆ ଟିମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ହଟୁନାହିଁ । ତେବେ ଆଜି ପୋଲିସର ଏକ ୬ ଜଣିଆ ଟିମ୍ ବାଲେଶ୍ୱର ଓ ମୟୂରଭଞ୍ଜ…

ପୁଣି ଓଡ଼ିଶାରୁ ୫୮ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…