fbpx
BSKY
BJD MC SKY
BJD YOUTH SKY
Browsing Category

ରାଜ୍ୟ

ବ୍ରହ୍ମୋସ ମିସାଇଲର ଦ୍ୱିତୀୟ ପରୀକ୍ଷଣ

ସୁଖୋଇ,୧୭ ।୧୨(ଓଡିଶା ଭାସ୍କର): ଆଜି ଅପରାହ୍ନ ୩ଟା ୩୦ରେ ବ୍ରହ୍ମୋସ ମିସାଇଲର ଦ୍ୱିତୀୟ ପରୀକ୍ଷଣ କରାଯାଇଛି । ସୁଖୋଇ ୩୦ରୁ ବ୍ରହ୍ମୋସର ଦ୍ୱିତୀୟ ମିସାଇଲର ପରୀକ୍ଷଣ ହୋଇଛି । ଏହି ବ୍ରହ୍ମୋସର ୨୦୦ କେଜି ଯୁଦ୍ଧାସ୍ତ୍ର…

୯ ଜିଲ୍ଲା ପରିଷଦ ସଭ୍ୟଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ବିଜେପିର ଦାବି

ଭୁବନେଶ୍ୱର, ୧୭ା୧୨(ଓଡ଼ିଶା ଭାସ୍କର): ବରଗଡ଼ର ୯ ବିଜେପି ଜିଲ୍ଲା ପରିଷଦ ସଭ୍ୟ ବିଜେଡ଼ିରେ ମିଶିବା ଘଟଣା ଘଟିଥିଲା । ଏନେଇ ଆଜି ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ସଂପୃକ୍ତ ଜିଲ୍ଲା ପରିଷଦ…

ପରୀକ୍ଷାର୍ଥୀ ସାବଧାନ! ଏଥର ମାଟ୍ରିକ ଖାତାରେ ଡିଜିଟାଲ ଲକ୍

ଭୁବନେଶ୍ୱର, ୧୭ା୧୨(ଓଡ଼ିଶା ଭାସ୍କର): ଏଣିକି ମାଟ୍ରିକ ପରୀକ୍ଷାରେ କପି କରିବା ସହଜ ହେବ ନାହିଁ । କପି, ପ୍ରଶ୍ନପତ୍ର ଲିକ୍ ରୋକିବାକୁ ନୂଆ ପଦକ୍ଷେପ ନିଆଯାଇଛି । ଏନେଇ ମାଟ୍ରିକ ପରୀକ୍ଷା ଖାତାରେ ସିକ୍ୟୁରିଟି କୋଡ଼…

‘ମୋ ସରକାର’ରେ ମମତା ଯୋଜନା ସାମିଲ

ଭୁବନେଶ୍ୱର,୧୭ ।୧୨(ଓଡିଶା ଭାସ୍କର): ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେଲା ମମତା ଯୋଜନା । ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ସମ୍ପର୍କରେ…

ଆଜି କ୍ୟାବିନେଟ ବୈଠକ, ୩ଟି ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର,୧୭ା୧୨(ଓଡ଼ିଶା ଭାସ୍କର): ଆଜି ଅପରାହ୍ନ ୫ଟା ୪୫ରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ସେହି ବୈଠକରେ ୩ଟି ପ୍ରସ୍ତାବ ଉପରେ…

ଫେବୃୟାରୀ ତୃତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା !

ଭୁବନେଶ୍ୱର,୧୭ ।୧୨(ଓଡିଶା ଭାସ୍କର): ଆସନ୍ତା ଫେବୃୟାରୀ ତୃତୀୟ ସପ୍ତାହରେ ହୋଇପାରେ ମାଟ୍ରିକ୍ ପରୀକ୍ଷା । ଖୁବଶୀଘ୍ର ତାରିଖ ଘୋଷଣା କରିବ ମାଧ୍ୟମିକ ଶିକ୍ଷା ବୋର୍ଡ । ପରୀକ୍ଷା କେନ୍ଦ୍ରର ସ୍ୱଚ୍ଛତା ଦୃଷ୍ଟିରୁ ଏଭଳି…

‘ମୋ ସରକାର’ରେ ସାମିଲ ହେଲା ମିଶନ ଶକ୍ତି

ଭୁବନେଶ୍ୱର,୧୭ ।୧୨(ଓଡିଶା ଭାସ୍କର): ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେଲା ମିଶନ ଶକ୍ତି । ମହିଳା ଶିଶୁ କଲ୍ୟାଣ ବିଭାଗ ଅଧୀନରେ ଆସୁଛିି ମିଶନ ଶକ୍ତି । ଏନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ବାଲେଶ୍ୱରରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର,୧୭ ।୧୨(ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ସକାଳ ୮ଟା ୪୫ରେ ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡରୁ ଏହାକୁ ପରୀକ୍ଷଣ କରାଯାଇଛି । ତେବେ…