Browsing Category
ରାଜ୍ୟ
Breaking: ରାତିସାରା ଚାଲିଲା ବଜେଟ ଅଧିବେଶନ, ଶୋଇ ନାହାନ୍ତି ମନ୍ତ୍ରୀ-ବିଧାୟକ
ଭୁବନେଶ୍ୱର: ଶେଷ ହେଲା ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ତଥା ବଜେଟ ଅଧିବେଶନ । ତିନୋଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।
୨୮ ଟି କାର୍ଯ୍ୟ…
Breaking: ବିଶ୍ୱବିଦ୍ୟାଳୟ ସଂଶୋଧିକ ବିଲ୍ ପାରିତ, ଗୃହରେ ରାତିସାରା ହେଲା ଆଲୋଚନା
ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ । ଭୋର ୪ଟା ୨୯ ମିନିଟରେ ବିଲ୍ ବିଧାନସଭାରେ ପାରିତ ହୋଇଥିବା ସୂଚନା ।
ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ନେଇ ବିଧାନସଭାରେ ସରଗରମ ଆଲୋଚନା ହୋଇଥିଲା…
ଲାଞ୍ଜିଗଡ ପଞ୍ଚାୟତର ଗ୍ରାମୀଣ ହାଟର ଶୁଭ ଉଦଘାଟନ କଲେ କଳାହାଣ୍ଡି ଜିଲ୍ଲାପାଳ
ଲାଞ୍ଜିଗଡ: ଲାଞ୍ଜିଗଡ ପଞ୍ଚାୟତ ଗ୍ରାମୀଣ ହାଟର ଶୁଭ ଉଦଘାଟନ କଲେ କଳାହାଣ୍ଡି ଜିଲ୍ଲାପାଳ। ଏଥିପାଇଁ ବେଦାନ୍ତ ଆଲୁମିନିୟମ ଓ ନାବାଡ଼ର ମିଳିତ ସହଯୋଗରେ ୮୦ ଲକ୍ଷ ୯୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଛି।…
ନବବଧୂଙ୍କୁ ହତ୍ୟା କରି ଶାଶୂଘର ଲୋକେ ଫେରାର, ସକାଳୁ ପଡିରହିଛି ମୃତଦେହ
ଜଳେଶ୍ୱର: ପୁଣି ଏକ ନବବଧୂକୁ ହତ୍ୟା ଅଭିଯୋଗ। ହତ୍ୟା ପରେ ଶାଶୂଘର ଲୋକେ ଫେରାର ନେଇ ବାପଘର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ। ସକାଳୁ ମୃତ୍ୟୁ ହୋଇଥିଲେ ବି ଏବେ ସୁଦ୍ଧା ପଡି ରହିଛି ଶବ।
ନା ଶାଶୂଘର ଲୋକେ ନା ବାପଘର…
ଭଉଣୀକୁ ବିଧବା କଲା ଭାଇ, ବଜାର ଉପରେ ଭିଣୋଇକୁ ଗୋଡ଼େଇ ଗୋଡ଼େଇ ହାଣିଲା ଶଳା
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ବିଭତ୍ସ ହତ୍ୟାକାଣ୍ଡ । ଭିଣୋଇକୁ ବଜାର ଉପରେ ହାଣିଦେଲା ଶଳା ।
ବାଲିପାଟଣା ଥାନା ନର୍ଦା ବଜାର ଉପରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଧାରୁଆ ଛୁରୀରେ ଶଳା ଆକ୍ରମଣ…
ରାତାରାତି ବଦଳିଗଲା ବିଜୁବାବୁଙ୍କ ପ୍ରତିମୂର୍ତ୍ତିର ରଙ୍ଗ, ଥିଲା ସବୁଜ ହେଲା ଗେରୁଆ
କଟକ: ରାଜ୍ୟରେ ଏବେ ଚାଲିଛି ରଙ୍ଗ ବୋଳା ରାଜନୀତି। ଏକଥା ଆମେ କହୁନାହୁଁ, ବରଂ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏପରି କିଛି କାର୍ଯ୍ୟ କରୁଛି ଯାହାକ ବିରୋଧୀ କଟାକ୍ଷ କରି ଏପରି କହୁଛନ୍ତି। ହେଲେ ସାଧାରଣରେ ଏବେ…
Breaking: ଝିଅକୁ ପିଟି ଦରମାରା କରିବା ପରେ ନିଜକୁ ଶେଷ କରିଦେଲେ ବାପା, ଝିଅସୁସ୍ଥ ହେଲାବେଳକୁ ପାଖରେ ନଥିବେ…
ଚାନ୍ଦବାଲି: ବାଂଶଡ଼ା ଥାନା ତୋଟାପଡ଼ା ଜେନାସାହିରେ ଘଟଣା ସାମ୍ନାକୁ ଆସିଛି । ଅଷ୍ଟମ ଶ୍ରେଣୀରେ ପଡ଼ୁଥିବା ଝିଅକୁ ମାଡ଼ ମାରି ଜୀବନ ହାରିଛନ୍ତି ବାପା ।
ଝିଅର ଅବସ୍ଥା ଗୁରୁତର ଥିବା ଜଣାପଡିଛି ; ସ୍ଥାନୀୟ…
ପୁଣି ବାରବାଟୀରେ ମ୍ୟାଚ୍, ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା
କଟକ: ପୁଣି ବାରବାଟୀରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ମ୍ୟାଚ୍। ଆଉ କିଛି ଦିନ ପରେ ପୁଣିଥରେ କଟକ ବାରବାଟୀ ଷ୍ଟାଡିୟମରେ ଦେଖିବାକୁ ମିଳିବ ଟି-୨୦ ମ୍ୟାଚ୍। ପୂର୍ବରୁ ଏନେଇ ଆଶଙ୍କା ରହିଥିବା ବେଳେ, ଏବେ କିନ୍ତୁ ଏହା…
ଏଣିକି ଚାଉଳ ସାଙ୍ଗକୁ ଗହମ ଦେବେ ସରକାର, କିନ୍ତୁ ଗହମ ରଖିବା ପାଇଁ ନାହିଁ ଗୋଦାମ ବ୍ୟବସ୍ଥା
ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହ ମିଳିବ ଗହମ। ପୂର୍ବରୁ ଗହମ ଯୋଗାଣ ବନ୍ଦ ଥିବା ବେଳେ ହିତାଧିକାରୀଙ୍କୁ ଗହମ ଯୋଗାଇବାକୁ ନିଷ୍ପତି ନେଇଛନ୍ତି ସରକାର। କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ପରେ ପ୍ରଥମ…
Breaking: CAG ରିପୋର୍ଟ ଉପସ୍ଥାପନ କଲେ ଏଜି ଅତୁଲ ପ୍ରକାଶ, ୩୯୬୬ କୋଟି ଟଙ୍କା ସରକାରଙ୍କ ବାକି
ଭୁବନେଶ୍ୱର: ସିଏଜି ରିପୋର୍ଟ ଉପସ୍ଥାପନ କଲେ ଏଜି ଅତୁଲ ପ୍ରକାଶ । ବିଭିନ୍ନ କ୍ଷେତ୍ରକୁ ନେଇ ବିସ୍ତୃତ ତଥ୍ୟ ରଖିଲେ ଏଜି ।
ଲଘୁ ଖଣିଜ ପଦାର୍ଥ ଖନନରୁ ପ୍ରାପ୍ତ ରାଜସ୍ୱ ଅଣ ଟିକସ ରାଜସ୍ୱର ମୁଖ୍ୟ ଉତ୍ସ ବୋଲି…