
Browsing Category
ରାଜ୍ୟ
ଭୁବନେଶ୍ୱରରେ ପୁଣି ୮୦୯ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୨ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୮୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…
ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ଆଇସୋଲେସନ ବ୍ୟବସ୍ଥା
ବ୍ରହ୍ମପୁର , ୦୨/୦୫: ଗଣମାଧ୍ୟମ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ରବିବାର ବ୍ରହ୍ମପୁରଠାରେ ଏକ ସ୍ୱତନ୍ତ୍ର କୋଭିଡ ଆଇସୋଲେସନ କେନ୍ଦ୍ର ଖୋଲାଯାଇଛି ।
ବ୍ରହ୍ମପୁର ପ୍ରେସ କ୍ଲବ ଦ୍ୱାରା ଖୋଲାଯାଇଥିବା ଏହି…
ଏପ୍ରିଲରେ ୧,୪୧,୩୮୪ କୋଟିର ଜିଏସଟି ସଂଗ୍ରହ: ଲଗାତାର ୭ମ ମାସରେ ୧ ଲକ୍ଷ କୋଟିର ଜିଏସଟି ସଂଗ୍ରହ
ନୂଆ ଦିଲ୍ଳୀ, ୦୨/୦୫: ଏପ୍ରିଲରେ କରୋନାର ଦ୍ୱିତୀୟ ଲହର ଯୋଗୁଁ ଦେଶର ସ୍ଥିତି ସଂଙ୍ଗୀନ ରହିଥିଲା । ସେପଟେ ଅନେକ ରାଜ୍ୟରେ କରୋନାକୁ ନେଇ ଲକଡାଉନ ଲଗାଯାଇଛି । ତେବେ ଏହାପରେ ମଧ୍ୟ ଏପ୍ରିଲ ମାସରେ ଜିଏସଟି କଲେକ୍ସନ ର…
ମାଟ୍ରିକ ମାର୍କ ଦ୍ୱନ୍ଦ: ଏହି ଆଧାରରେ ପିଲାଙ୍କୁ ଦିଆଯିବ ମାର୍କ!
ଭୁବନେଶ୍ୱର, ୧/୦୫: ରାଜ୍ୟରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାକୁ ବାତିଲ କରିଛନ୍ତି । ସେପଟେ ପରୀକ୍ଷା ବାତିଲ ହେବାପରେ କେମିତି ସେମାନଙ୍କୁ ମାର୍କ ମିଳିବ…
ସାମ୍ବାଦିକ ମାନଙ୍କୁ ଆଗଧାଡିର କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ସାରା ରାଜ୍ୟରେ ଆଜି ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମେ ମାସ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି । ତେବେ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ…
ଓଡିଶାରେ ଲକଡାଉନ ସମୟରେ କ’ଣ ବନ୍ଦ ଓ କ’ଣ ଖୋଲା ରହିବ? ଜାଣନ୍ତୁ
ଭୁବନେଶ୍ୱର,୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଆଜି ବଡ ଘୋଷଣା କରିଛନ୍ତି ସରକାର । ଓଡିଶାରେ ମେ’୫ରୁ ୧୯ ତାରିଖ ଯାଏଁ ଲକଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ…
ବଡ ଘୋଷଣା: ଓଡିଶାରେ ମେ’ ୫ରୁ ଲକଡାଉନ୍
ଭୁବନେଶ୍ୱର,୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ସକ୍ରିୟ ହେବାରେ ଲାଗିଛି । ଏହାକୁ ନେଇ ଆଜି ବଡ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ମେ’ ୫ରୁ ସବୁ ଜିଲ୍ଲାରେ…
ପୁଣି ଆସୁଛି ଏକ ବାତ୍ୟା! ମେ ମଧ୍ୟଭାଗରେ ଛୁଇଁବ ଓଡ଼ିଶା ଉପକୂଳ
ଭୁବନେଶ୍ୱର, ୨ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢ଼ି ଚାଲିଥିବା ବେଳେ ଆଉ ଏକ ବିପଦ ମାଡ଼ିଆସୁଛି । ଆସନ୍ତା ମାସରେ ପୁଣି ଏକ ଭୟଙ୍କର ବାତ୍ୟା ଆସିବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଏକ…
ରାଜ୍ୟରେ ୧୪ ଜୀବନ ନେଲା କରୋନା
ଭୁବନେଶ୍ୱର,୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସହ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟରେ ୧୪ ଜୀବନ ନେଇଛି କରୋନା । ରାୟଗଡା ଜିଲ୍ଲାରୁ ସର୍ବାଧିକ ୪, କେନ୍ଦୁଝରରୁ ୨ କରୋନା…
୫ ରାଜ୍ୟରେ ଭୋଟ୍ ଗଣତି ଜାରି
ନୂଆଦିଲ୍ଲୀ,୨ ।୫: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ୨୯୨, ଆସାମର ୧୨୬ ଆସନ ପାଇଁ ଭୋଟ୍ ଗଣତି ଜାରି ହୋଇଥିବା କେରଳର ୧୪୦, ତାମିଲନାଡୁର ୨୩୪ ଓ କେନ୍ଦ୍ର ଶାସିତ…