Browsing Category
ରାଜ୍ୟ
ପୂର୍ବତନ ଆରଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ପୁରୀ, ୨୯ା୧ (ଓଡିଶା ଭାସ୍କର): ପୁରୀର ଜଣେ ପୂର୍ବତନ ଆରଆଇଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ପୃକ୍ତ ଆରଆଇଙ୍କ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସହ ଏକକାଳୀନ ୬ଟି…
ଚୌଦ୍ୱାର ଚାରବାଟିଆ ARCରେ ଅଗ୍ନିକାଣ୍ଡ
କଟକ,୨୮ ।୧(ଓଡିଶା ଭାସ୍କର): ଚୌଦ୍ୱାର ଚାରବାଟିଆ ଏଆରସିରେ ଆଜି ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଏଆରସି ବା ଆଭିଏସନ ରିସର୍ଚ୍ଚ ସେଣ୍ଟର ପରିସରର ଏକ ସ୍ଥାନରେ ନିଆଁ ଲାଗିଛି । ନିଆଁଙ୍କୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ…
ମହାପ୍ରଭୁଙ୍କ ସୁନାବେଶରେ ବିଳମ୍ବ
ପୁରୀ,୨୮ ।୧(ଓଡିଶା ଭାସ୍କର): ଶ୍ରୀମନ୍ଦିରରେ ଦେବାଭିଷେକ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ନୀତିରେ ବିଳମ୍ବ ହୋଇଛି । ବିବାଦ ଯୋଗୁଁ ମହାପ୍ରଭୁଙ୍କ ସୁନାବେଶ ନୀତି ୫ ଘଣ୍ଟା ବିଳମ୍ବିତ ହୋଇଛି । ବର୍ତ୍ତମାନ ସୁଦ୍ଧା…
ଗଣଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ
ରାଉରକେଲା,୨୮ ।୧(ଓଡିଶା ଭାସ୍କର): ୨୦୧୭ ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ଆଜି ଶୁଣାଣି ହୋଇଛି । ୩ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡର ସଜା…
ବର୍ଷା-ଅନୁଭବ ବିବାଦ: ୫ରେ ପରବର୍ତ୍ତୀ ଶୁଣାଣି
କଟକ,୨୮ ।୧(ଓଡିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ବଢିବାରେ ଲାଗିଛି । ଏହାରି ମଧ୍ୟରେ କଟକ ଏସଡିଜେଏମ କୋର୍ଟରେ ବର୍ଷା- ଅନୁଭବ…
ପିପିଲି ଉପନିର୍ବାଚନକୁ ନେଇ କ’ଣ କହିଲେ ରୁଦ୍ର ମହାରଥୀ?
ପିପିଲି,୨୮ ।୧(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏହାରି ମଧ୍ୟରେ ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛି ବିଜେଡି । ପ୍ରତାପ ଦେବଙ୍କୁ…
କିଏ ହେଲେ ପିପିଲି ବିଜେଡି ପର୍ଯ୍ୟବେକ୍ଷକ? ଜାଣନ୍ତୁ
ପିପିଲି,୨୮ ।୧(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ଦଳମାନଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇସାରିଛି । ଏହାରି ମଧ୍ୟରେ ପିପିଲି ଉପନିର୍ବାଚନ ପାଇଁ ସଜବାଜ ହେବାରେ ଲାଗିଛି ବିଜେଡି । ବିଜେଡି ପକ୍ଷରୁ…
ରାଜ୍ୟରେ ଆଜି ୧୧୩ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୮।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୧୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୭ଜଣ ଓ ସ୍ଥାନୀୟ ଅଞ୍ଚଳରୁ…
ଆରଡି ଛାତ୍ରୀ ମୃତ୍ୟୁ ଘଟଣା: ରାକେଶ ନାଁରେ ଅଭିଯୋଗ
ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଉଦ୍ଧାର ଘଟଣାରେ ୨ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ସ୍କୁଟରରେ ଆଣି ଫିଙ୍ଗିଥିବା ୨ ଅଭିଯୁକ୍ତ ଚିହ୍ନଟ ନେଇ…
ମାଟିତଳୁ ବାହାରିଲା ମନ୍ଦିର ଭଳି ଢାଞ୍ଚା
ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): ଲିଙ୍ଗରାଜ ମନ୍ଦିର ନିକଟରେ ମାଟିତଳୁ ବାହାରିଛି ମନ୍ଦିର ଭଳି ଢାଞ୍ଚା । ସୁକଶାରୀ ମନ୍ଦିର ନିକଟରେ ଖୋଦେଇ ବେଳେ ମନ୍ଦିର ଭଳି ଢାଞ୍ଚା ବାହାରିଛି । ତେବେ ଏକାମ୍ରକ୍ଷେତ୍ର…