Browsing Category

ରାଜ୍ୟ

ବିଜେଡି ସଂସଦୀୟ ଦଳ ବୈଠକ ଶେଷ, ଜାଣନ୍ତୁ କ’ଣ କହିଲେ ସସ୍ମିତ ପାତ୍ର?

ଭୁବନେଶ୍ୱର,୨୫ ।୧(ଓଡିଶା ଭାସ୍କର): ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକ ଶେଷ ହୋଇଛି । ବୈଠକ ପରେ ବିଜେଡି ସଂସଦୀୟ ଦଳ ନିଷ୍ପତ୍ତି ନେଇଛି ଯେ, ସଂସଦରେ ଏମଏସପି, ସ୍ୱତନ୍ତ୍ର…

ଅନୁଭବ-ବର୍ଷାଙ୍କର ତୁଟୁନି ବିବାଦ: ୨୮ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର,୨୫ ।୧(ଓଡିଶା ଭାସ୍କର): କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପିୟଦର୍ଶିନୀଙ୍କ ଘରୋଇ ହିଂସା ଦିନକୁ ଦିନ ବଢୁଛି, ବରଂ କମିବାର ନାଁ ନେଉନି । ଏହାରି ମଧ୍ୟରେ କଟକ…

ଦେବରାଜ ହତ୍ୟା ଘଟଣାରେ ୫ ଗିରଫ

ବ୍ରହ୍ମପୁର,୨୫ ।୧(ଓଡିଶା ଭାସ୍କର): ବେଗୁନିଆପଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ହତ୍ୟା ଘଟଣାରେ ସଂପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଧରିଛି ପୋଲିସ । ଏନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଗଞ୍ଜାମ…

+୩ରେ ଖାଲି ସିଟ୍ ପାଇଁ ପୁଣି ନାମଲେଖା

ଭୁବନେଶ୍ୱର,୨୫ ।୧(ଓଡିଶା ଭାସ୍କର): ଯୁକ୍ତ ୩ରେ ଖାଲି ପଡିଥିବା ସିଟ୍ ପାଇଁ ତୃତୀୟ ପର୍ଯ୍ୟାରେ ନାମଲେଖା ହେବ । ତୃତୀୟ ପର୍ଯ୍ୟାୟ ଆଡମିଶନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରୀ ୨୯ରୁ ଫେବ୍ରୁଆରୀ ୨ ତାରିଖ…

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଶାଖା

ଭୁବନେଶ୍ୱର,୨୫ ।୧(ଓଡିଶା ଭାସ୍କର): ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ରୋକିବାକୁ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଅପରାଧ ରୋକିବାକୁ ଖୋଲିବ ସ୍ୱତନ୍ତ୍ର ଶାଖା । ସ୍ୱତନ୍ତ୍ର ଶାଖା ପାଇଁ ୬୨ଟି ପଦବୀକୁ…

କୋଭିଡ୍ ଟିକାକରଣ: ଫେବୃଆରୀ ୧୪ରୁ ଆରମ୍ଭ ହେବ ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର, ୨୫ା୧ (ଓଡିଶା ଭାସ୍କର): ଆସନ୍ତା ଫେବୃଆରୀ ମାସ ୧୪ ତାରିଖ ଠାରୁ ଦ୍ୱିତୀୟ ଡୋଜ୍ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ତେବେ ଫେବୃଆରୀ ୧୦ ତାରିଖ ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଦିଆଯିବ ।…

ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

ପୁରୀ,୨୫ ।୧(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ସିଇଓଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ସୂଚନା ଦେଇ କହିଛନ୍ତି ଯେ, ‘ ଆସନ୍ତାକାଲିଠାରୁ ଉପନିର୍ବାଚନ…

ପୋଷ୍ୟ ସ୍କୁଲ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର,୨୫ ।୧(ଓଡିଶା ଭାସ୍କର): ରାଜ୍ୟର ସବୁ ସାଂସଦ ଓ ବିଧାୟକମାନଙ୍କୁ ପୋଷ୍ୟ ସ୍କୁଲ ପାଇଁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଲେଖାଏଁ ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ କରିବାକୁ ଚିଠି…