Browsing Category
ରାଜ୍ୟ
୧୧ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍
ନବରଙ୍ଗପୁର, ୨୨ା୧ (ଓଡିଶା ଭାସ୍କର): ପୁଣି ସୁନାଗହଣା ଲୁଟ୍ ହୋଇଛି । କିଛିଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଘରୁ ଡକାୟତମାନେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ କରିଥିଲେ । ଆଜି ନବରଙ୍ଗପୁରରୁ ୧୧ ଲକ୍ଷ ଟଙ୍କାର…
ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଚଳିତ ବର୍ଷ ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ୍ ପରୀକ୍ଷାର୍ଥୀ
ଭୁବନେଶ୍ୱର, ୨୨ା୧ (ଓଡିଶା ଭାସ୍କର): ସମସ୍ତ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀ ନିଜ ସ୍କୁଲରେ ପରୀକ୍ଷା ଦେବେ । ଅନ୍ୟ ସ୍କୁଲକୁ ଯାଇ ପରୀକ୍ଷା ଦେବାକୁ ଆଉ ପଡ଼ିବ ନାହିଁ…
ଅନ୍ତର୍ଜାତୀୟ ମାନର ହେବ କୋଣାର୍କ ଅଞ୍ଚଳ
କୋଣାର୍କ,୨୧ ।୧(ଓଡିଶା ଭାସ୍କର): କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ଚିଠା ଯୋଜନା ପ୍ରସ୍ତୁତ ହୋଇଛି । ଭିତ୍ତିଭୂମିକୁ ଅନ୍ତର୍ଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ଚିଠା…
SAAW ର ସଫଳ ପରୀକ୍ଷଣ
ଭୁବନେଶ୍ୱର,୨୧ ।୧: ଓଡିଶା ଉପକୂଳରେ ସ୍କାର୍ଟ ଆଣ୍ଟି ଏୟାରଫିଲ୍ଡ ଅସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । SAAW ର ପରୀକ୍ଷା କରିଛି ହିନ୍ଦୁସ୍ତାନ ଏରୋନାଟିକ୍ସ ଲିମିଟେଡ-HAL । Hawk-i ବିମାନରୁ ଛଡାଗଲା DRDOଓ ଦ୍ୱାରା…
ପୁଣି ରିମାଣ୍ଡରେ ଯିବ କିଡନୀ ଠକ
ଭୁବନେଶ୍ୱର,୨୧ ।୧(ଓଡିଶା ଭାସ୍କର): କିଡନୀ କେଳେଙ୍କାରୀ ଘଟଣାରେ ପୁଣି ୩ ଦିନିଆ ରିମାଣ୍ଡରେ ଯିବ ଅଭିଯୁକ୍ତ ହିମାଂଶୁ ଭୂଷଣ । ଅଭିଯୁକ୍ତ ହିମାଂଶୁ ନନ୍ଦଙ୍କୁ ଆଉ ୩ ଦିନିଆ ରିମାଣ୍ଡରେ ନେବାକୁ ମିଳିଛି ଅନୁମତି ।…
ଅର୍କ କୁମାର OSOUର କୁଳପତି
ସମ୍ବଲପୁର,୨୧ ।୧: ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ମିଳିଲା ନୂଆ ନିଯୁକ୍ତି । ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅର୍କ କୁମାର । ଅର୍କ କୁମାରଙ୍କୁ ୩ ବର୍ଷ ପାଇଁ…
ରାଜ୍ୟରେ ଆଜି ୧୪୩ ପଜିଟିଭ୍ ଚିହ୍ନଟ, ୧ ମୃତ
ଭୁବନେଶ୍ୱର,୨୧।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୧୪୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୪ଜଣ ଓ ସ୍ଥାନୀୟ ଅଞ୍ଚଳରୁ…
ମାଟ୍ରିକ ପିଲାଙ୍କୁ ମାଗଣାରେ ମିଳିବ ‘ପରୀକ୍ଷା ଦର୍ପଣ’
ଭୁବନେଶ୍ୱର,୨୧ ।୧(ଓଡିଶା ଭାସ୍କର): ମାଟ୍ରିିକ୍ ପରୀକ୍ଷା ଦେବାକୁ ଥିବା ପିଲାଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’ ବହି । ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ଏହି ‘ପରୀକ୍ଷା ଦର୍ପଣ’ ପ୍ରସ୍ତୁତ କରାଯାଇଛି । ମାଟ୍ରିକ୍…
କିନ୍ନର କାଟିବେ ପାର୍କିଂ ଚାଲାଣ
ଭୁବନେଶ୍ୱର,୨୧ ।୧(ଓଡିଶା ଭାସ୍କର): ଭୁବନେଶ୍ୱରରେ ଆଜିଠାରୁ କିନ୍ନର କାଟିବେ ପାର୍କିଂ ଚାଲାଣ । ଟିଜି ସ୍ୱୀକୃତିକୁ ସ୍ମାର୍ଟ ସିଟିର ୨ଟି ପ୍ରମୁଖ ପାର୍କିଂ ଲଟ୍ ହସ୍ତାନ୍ତର କରାଯାଇଛି । ପରୀକ୍ଷାମୂଳକଭାବେ ଆସନ୍ତା ୨…
ଆଜି ୩୭,୦୭୬ ଟିକାକରଣ କରାଯିବ
ଭୁବନେଶ୍ୱର,୨୧ ।୧(ଓଡିଶା ଭାସ୍କର): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣର ଆଜି ପଞ୍ଚମ ଦିନ । ଆଜି ୪୩୬ଟି ସେସନରେ ୩୭,୦୭୬ ଟିକାକରଣ କରାଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୮,୭୪୩ ଜଣଙ୍କୁ ଟିକାକରଣ…