Browsing Category

ରାଜ୍ୟ

ଲଳିତ କଳା ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ୱର,୫ ।୧(ଓଡିଶା ଭାସ୍କର): ୨୦୨୦-୨୧ ବର୍ଷ ପାଇଁ ଲଳିତ କଳା ଏକାଡେମୀ ପୁରସ୍କାର ଘୋଷିତ ହୋଇଛି । ଶ୍ରେଷ୍ଠ କୃତି ପାଇଁ ୮ଜଣ ଶିଳ୍ପୀ ୨ ଲକ୍ଷ ଟଙ୍କାର ପୁରସ୍କାର ପାଇବେ । ଭାସ୍କର୍ଯ୍ୟ ପାଇଁ ବିଶ୍ୱରଞ୍ଜନ କର ଓ…

‘ପରୀ’ ମାମଲାରେ ଅଭିଯୁକ୍ତ ନାବାଳକ: ପୋକସୋ କୋର୍ଟ

ନୟାଗଡ,୫ ।୧(ଓଡିଶା ଭାସ୍କର): ବହୁଚର୍ଚ୍ଚିତ ନୟାଗଡ ଯଦୁପୁରର ‘ପରୀ’ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପୋକସୋ କୋର୍ଟ । କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଦାଖଲ କରିଥିଲେ ଓକିଲ । ଅଭିଯୁକ୍ତ…

ରାସ୍ତା କଡ଼ ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ।

ମାଲକାନଗିରି , ୫ା୧ (ଓଡିଶା ଭାସ୍କର)ପୁଣି ଅଲୋଡା ହେଲା ଶିଶୁ କନ୍ୟା । ମାଲକାନଗିରି ଜିଲ୍ଲା ତଣ୍ଡାପାଲି ଛକ ନିକଟ ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର । ଗାଈ ଚରାଉଥିବା ବେଳେ ଏକ ମହିଳା ଏହି ଶିଶୁଟିକୁ ଉଦ୍ଧାର କଲେ…

ମାହାଙ୍ଗା ଡବଲ ମର୍ଡରର ଡେମୋ ଦେଖାଉଛି ଅଭିଯୁକ୍ତ

ମାହାଙ୍ଗା, ୫ା୧ (ଓଡିଶା ଭାସ୍କର): ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ମାମଲାରେ ଡେମୋ ଦେଖାଉଛି ଅଭିଯୁକ୍ତ । କେମିତି ହତ୍ୟା କରିଥିଲେ ଜାଣିବା ପାଇଁ…

ଭୁବନେଶ୍ୱରରେ ଟିକାକରଣ ପାଇଁ ୪୪ଟି ସ୍ଥାନ ଚିହ୍ନଟ

ଭୁବନେଶ୍ୱର,୫ ।୧(ଓଡିଶା ଭାସ୍କର): ଭୁବନେଶ୍ୱରରେ ଟିକାକରଣ ନେଇ ଚାଲିଛି ପ୍ରସ୍ତୁତି । ଟିକାକରଣ ନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ, 'ଭୁବନେଶ୍ୱରରେ ଟିକାକରଣ ପାଇଁ ୪୪ଟି ସ୍ଥାନ…

ପିଲାଙ୍କ ସିଲାବସକୁ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର,୫ ।୧(ଓଡିଶା ଭାସ୍କର): ରାଜ୍ୟରେ ସ୍କୁଲ ଖୋଲିବା ନେଇ ଘୋଷଣା ପରେ ପାଠପଢାକୁ ନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି ଯେ, ‘ସିଲାବସ ୩୦ ପ୍ରତିଶତ କମିଛି, ଆଉ…

ପରୀ ମାମଲା: ପକସୋ କୋର୍ଟରେ ଅଭିଯୁକ୍ତ ହାଜର

ନୟାଗଡ,୫ ।୧(ଓଡିଶା ଭାସ୍କର): ନୟାଗଡ ଯଦୁପୁରର ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲାରେ ଆଜି ପକସୋ କୋର୍ଟରେ ହାଜର ହୋଇଛି ଅଭିଯୁକ୍ତ ସରୋଜ ସେଠୀ ହାଜର ହୋଇଛି । ଏହା ସହ କୋର୍ଟରେ ସରୋଜର ମା’ ଓ ଭଉଣୀ ମଧ୍ୟ ଉପସ୍ଥିତ…

ତାଳଚେରରୁ ଉଦ୍ଧାର ହେଲେ ନିଖୋଜ ବିରଜୁ

ସୁନ୍ଦରଗଡ଼, ୫ା୧ (ଓଡିଶା ଭାସ୍କର): ପାକିସ୍ତାନର ଲାହୋର ଜେଲରେ ଦୀର୍ଘ ୨୦ ବର୍ଷ ଜେଲ ସଜ୍ଜା କଟାଇବା ପରେ ସ୍ୱଦେଶକୁ କିଛିଦିନ ପୂର୍ବରୁ ଫେରିଥିଲେ ବିରଜୁ କୁଲୁ । ତେବେ ଘରକୁ ଫେରିବାର କିଛିଦିନ ପରେ ଗତ ୨ ତାରିଖରୁ ସେ…

ନୂଆ ସଂସଦ ଭବନ ନିର୍ମାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ, ୫ା୧: କେନ୍ଦ୍ର ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ନୂଆ ସଂସଦ ଭବନ ନିର୍ମାଣ ନିମନ୍ତେ ଗ୍ରୀନ ସିଗନାଲ ମିଳିଛି । ଆଜି ସୁପ୍ରିମକୋର୍ଟ ଏଥିପାଇଁ ଅନୁମତି ପ୍ରଦାନ କରିଥିବା ଜଣାପଡ଼ିଛି । ନୂଆ ସଂସଦ ଭବନ ନିର୍ମାଣ…

ରାଜ୍ୟରେ ଆଜି ୧୯୮ ପଜିଟିଭ୍ ଚିହ୍ନଟ, ୨ ମୃତ

ଭୁବନେଶ୍ୱର,୫।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୧୯୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ…