Browsing Category
ରାଜ୍ୟ
ବରିଷ୍ଠ ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କ ଦେହାନ୍ତ
ଭୁବନେଶ୍ୱର, ୧୨/୯(ଓଡ଼ିଶା ଭାସ୍କର): ବରିଷ୍ଠ ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କ ଦେହାନ୍ତ ହୋଇଛି।୮୦ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।ସରକାରଙ୍କ ପକ୍ଷରୁ ନକ୍ସଲମାନଙ୍କ ସହ…
ଓଡିଶାରୁ ଗୁଜୁରାଟକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ
ଭୁବନେଶ୍ୱର,୧୨/୯(ଓଡିଶା ଭାସ୍କର): ଭୁବନେଶ୍ୱରରୁ ଗୁଜୁରାଟକୁ ଆଜିଠାରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ଆଜି ସନ୍ଧ୍ୟା ୭ଟା ୫୫ରୁ ଭୁବନେଶ୍ୱରରୁ ଛାଡିବ ଏହି ଟ୍ରେନ୍ । ସେପ୍ଟେମ୍ବର ୧୩ ଅପରାହ୍ଣ…
କଂଗ୍ରେସରେ ବଡ ଧରଣର ପରିବର୍ତ୍ତନ, ବଦଳିଗଲେ ଓଡ଼ିଶା ପ୍ରଭାରୀ
ନୂଆଦିଲ୍ଲୀ,୧୧/୯: ଆଜି କଂଗ୍ରେସରେ ବଡ ଧରଣର ପରିବର୍ତ୍ତନ ହୋଇଛି। କଂଗ୍ରେସର ନୂଆ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି। ସାଧାରଣ ସମ୍ପାଦକ ପଦରୁ ବାଦ ପଡିଛନ୍ତି ଗୁଲାମନବୀ ଆଜାଦ, ମୋତିଲାଲ ଭୋରା, ଅମ୍ବିକା ସୋନି,…
ଭୁବନେଶ୍ୱରରୁ ଆଜି ୪୧୩ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଭୁବନେଶ୍ୱର, ୧୧ ।୯ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୪୧୩ କରୋନା ଆକ୍ରାନ୍ତ ଚିହ୍ନଟ…
ଖୁସି ଖବର: ରାଜ୍ୟରେ ଆଜି ୪୦୬୧ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୧୧ ।୯(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୦୬୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ କରୋନା
ଭୁବନେଶ୍ୱର,୧୧ ।୯(ଓଡିଶା ଭାସ୍କର): ସାରା ରାଜ୍ୟରେ ହୁ ହୁ ହୋଇ କରୋନା ମହାମାରୀ ମାଡିଚାଲିଛି । ମନ୍ତ୍ରୀଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ସମସ୍ତେ ଏହାର ଶିକାର ହେବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଖାଦ୍ୟ…
‘ଗରିମା’ ଯୋଜନାର ହେଲା ଶୁଭାରମ୍ଭ
ଭୁବନେଶ୍ୱର,୧୧ ।୯(ଓଡିଶା ଭାସ୍କର): କୋର ସାନିଟାରୀ କର୍ମଚାରୀଙ୍କ ପାଇଁ ଆଜି ‘ଗରିମା’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।…
ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ୟାକେଜ୍ ଘୋଷଣା, ଜାଣନ୍ତୁ କାହା ପାଇଁ କେତେ
ଭୁବନେଶ୍ୱର,୧୧ ।୯(ଓଡିଶା ଭାସ୍କର): ବନ୍ୟା ପ୍ରଭାବିତଙ୍କ ଚାଷୀଙ୍କ ସହାୟତା ପାଇଁ ଆଜି ୩୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତମାସ ବନ୍ୟାରେ ପ୍ରଭାବିତ ହୋଇଥିବା ଚାଷୀଙ୍କ…
ସେପ୍ଟେମ୍ବର ୧୪ରୁ ୨୪ ଯାଏ ଚାଲିବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
ଭୁବନେଶ୍ୱର, ୧୧ା୯(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ୧୪ରୁ ୨୪ ଯାଏଁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଚାଲିବ ବୋଲି ଜଣାପଡ଼ିଛି । ଏହାସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ । ଉଭୟ…
କାଳ ସାଜିଲା କୋଭିଡ଼ କଟକଣା, ଶ୍ରଦ୍ଧାଳୁଙ୍କୁ ଦେବୀଦର୍ଶନ ମନା
ସମ୍ବଲପୁର, ୧୧ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମହାଳୟା ଦିନ ମା ସମଲେଶ୍ୱରୀଙ୍କ ଦର୍ଶନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖାଯାଇଛି…