Browsing Category
ରାଜ୍ୟ
ରାସନ କାର୍ଡ କରାଇବାକୁ କହି ଦୁଷ୍କର୍ମ, ଥାନାରେ ବିଧବାଙ୍କ ଅଭିଯୋଗ
ବଲାଙ୍ଗିର: ରାସନ କାର୍ଡ କରାଇବାକୁ କହି ବିଧବାଙ୍କୁ ଦୁଷ୍କର୍ମ ହେବା ନେଇ ଅଭିଯୋଗ ହୋଇଛି । ଆଗଲପୁର ଥାନା ବୁଦୁଲା ଯୋଗାଣ ସହାୟକଙ୍କ ନାଁରେ ଅଭିଯୋଗ ହୋଇଛି । ରାସନକାର୍ଡ କରାଇବା ପାଇଁ ଯାଇଥିବା ବେଳେ ବିଧବାଙ୍କୁ…
ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ମିଳିବ ଜମି ପଟ୍ଟା : ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର : ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ମିଳିବ। ସବୁ ସ୍କୁଲ୍କୁ ଜମି ପଟ୍ଟା ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଡିସେମ୍ବର ୩୦ ସୁଦ୍ଧା ସବୁ ସ୍କୁଲ୍ ଓ କଲେଜକୁ…
ଇଡକୋ ଜୁନିୟର ମ୍ୟାନେଜରଙ୍କୁ ଗିରଫ କଲା ଭିିଜିଲାନ୍ସ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
ଭୁବନେଶ୍ୱର: ଇଡକୋ ଜୁନିୟର ମ୍ୟାନେଜରଙ୍କୁ ବାନ୍ଧିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କୁ ଭିଜିଲାନ୍ସ ଗିରଫ କରିଛି ।
ସୂଚନାରୁ ପ୍ରକାଶ…
ଟାଉନ ଥାନା ପାରିଜାତ ପାର୍କ ସାମ୍ନାରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଜଣଙ୍କର ଜୀବନ
ସୁନ୍ଦରଗଡ଼: ଟାଉନ ଥାନା ପାରିଜାତ ପାର୍କ ସାମ୍ନାରେ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ସ୍ତ୍ରୀ ଓ ଝିଅ ଆଗରେ ସ୍ୱାମୀର ଜୀବନ ଚାଲିଯାଇଛି । ଝିଅକୁ ସ୍କୁଲ ଛାଡିବାକୁ ଯାଉଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲା…
ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ASI ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ହେବେ ସାମିଲ
ଭୁବନେଶ୍ୱର: ଆଜି ଅପରାହ୍ନରେ ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶ୍ରୀମନ୍ଦିରରେ ଶ୍ରୀ ଜୀଉଙ୍କ ଦର୍ଶନ କରିବା ସହ ଏକ ଉଚ୍ଚସ୍ତରୀୟ ବୈଠକରେ ସାମିଲ ହେବେ ।
ଶ୍ରୀମନ୍ଦିର ମେଘନାଦ ପାଚୋରୀରେ ଫାଟ…
BIG BREAKING: ଭୁବନେଶ୍ୱର ହଷ୍ଟେଲ ରୁମରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ହଷ୍ଟେଲ ରୁମରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମେଡିକାଲ କୋଚିଂ ନେଉଥିବା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୂଚନାନୁଯାୟୀ, ପଟିଆ ସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲରୁ…
କଫ୍ ସିରପ୍ ଜବତ: ୨ ଗିରଫ
କଟକ: କଟକ ସଦର ଥାନା ସୁମାଣ୍ଡି ଗାଁର ଏକ ମେଡିସିନ୍ ଫାର୍ମରେ ଅବକାରୀ ବିଭାଗର ଚଢ଼ାଉ । ବିପୁଳ କଫ୍ ସିରପ୍ ସହ ଔଷଧ ଜବତ ଏବଂ ୨ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ବେଆଇନ ମେଡିସିନ ରଖିବା ସହ ବିକ୍ରି ଅଭିଯୋଗ ପରେ…
ଏହି ୭ ଜିଲ୍ଲା ସାବଧାନ ! ବର୍ଷା ପାଇଁ ସତର୍କବାଣୀ ଶୁଣାଇଲା ପାଣିପାଗ ବିଭାଗ
ଭୁବନେଶ୍ୱର : ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି ଓ ଆସନ୍ତାକାଲି ପୁରୀ, ଗଂଜାମ,ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଓ ନୟାଗଡରେ…
ଓଡ଼ିଶାରେ ଖୁବ୍ ଶୀଘ୍ର ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’: ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଁ ସରକାରଙ୍କ ଉଦ୍ୟମ
ଭୁବନେଶ୍ୱର : ଆମର ଅଧିକାଂଶ ଚାଷୀ କ୍ଷୁଦ୍ର, ମଧ୍ୟମ ଅଥବା ଭୂମିହୀନ ବର୍ଗର ଅଟନ୍ତି। କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇଁ ସେମାନଙ୍କ ଆର୍ଥିକ ସ୍ବଚ୍ଛଳତା ସକାଶେ ପଶୁ ପାଳନ ସବୁଠାରୁ ପ୍ରକୃଷ୍ଟ ମାଧ୍ୟମ। କୃଷି କାର୍ଯ୍ୟ…
Video: ଡାଲା ଅଟୋରେ ଆସି କଲେଜ ପିଲାଙ୍କୁ କିଏ ଉଠାଇ ନେଉଛି, ଖସି ଆସି ସବୁ କହିଲେ ଛାତ୍ର
କଟକ: ଅଭିନବ ଉପାୟରେ ଜଣେ ନାବାଳକକୁ କୌଶଳ କ୍ରମେ ବେହୋସ କରାଇ ଡାଲା ଅଟୋରେ ପକାଇ ନେଇଯାଉଥିଲେ ଦୁର୍ବୁତ୍ତ । ହେଲେ ସୌଭାଗ୍ୟ ବସତଃ ଦୀର୍ଘ ୫ ଘଂଟା ପରେ ଗାଡିରୁ ଡେଇଁ ଖସି ପକେଇ ଆସିଲା ବାଳକ ଜଣକ । ଏଭଳି ଘଟଣା ଘଟିଛି…