Browsing Category

ରାଜ୍ୟ

୨୪ରୁ ହାଲକା ବର୍ଷା

ଭୁବନେଶ୍ୱର,୨୧ ।୨(ଓଡିଶା ଭାସ୍କର): ଆସନ୍ତା ୨୪ ତାରିଖରୁ ରାଜ୍ୟରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓ ଦକ୍ଷିଣ ଓଡିଶାରେ ଦୁଇ ଦିନ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ରାଜ୍ୟର ଗୋଟିଏ ଦୁଇଟି…

ସନ୍ନ୍ୟାସ ନେଲେ ପ୍ରଜ୍ଞାନ ଓଝା

ଭୁବନେଶ୍ୱର,୨୧ ।୨: କ୍ରିକେଟରୁ ସନ୍ନ୍ୟାସ ନେଲେ ପ୍ରଜ୍ଞାନ ଓଝା । ସମସ୍ତ ପ୍ରକାର ଫର୍ମାଟରୁ ସେ ଆଜି ଅବସର ଘୋଷଣା କରିଛନ୍ତି । ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ ପାଇଁ ସେ ୧୪ ବର୍ଷ ଖେଳିଥିଲେ । ଭିଭିଏସ ଲକ୍ଷ୍ମଣ,…

ଏକ୍ସପ୍ରେସରୁ ଅଲଗା ହେଲା ବଗି

ନୂଆଦିଲ୍ଲୀ,୨୧ ।୨: ଓଡିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରୁ ଅଲଗା ହେଲା ବଗି । ଦିଲ୍ଲୀ ଆନନ୍ଦ ବିହାର ଷ୍ଟେସନରେ ଦୁଇ ଭାଗ ହେଲା ଟ୍ରେନ୍ । ତ୍ରୁଟି ଜଣାପଡିବା ପରେ ପୁଣି ପଛକୁ ଫେରିଆସିଥିଲା ଟ୍ରେନ୍ । ଅଲଗା ବଗି…

ଜାଗର ପାଇଁ ଶିବମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି

ଭୁବନେଶ୍ୱର,୨୧ ।୨(ଓଡିଶା ଭାସ୍କର): ଆଜି ହେଉଛି ପବିତ୍ର ମହାଶିବରାତ୍ରୀ ବା ଜାଗରଯାତ୍ରା । ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ…

କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ

ରାଉରକେଲା, ୨୦ା୨(ଓଡ଼ିଶା ଭାସ୍କର): ରାଉରକେଲା ସ୍ଥିତ ପାନପୋଷ ମ୍ୟୁନିସିପାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ସେ କାର୍ଯ୍ୟରେ ଅବହେଳା କରିଥିବା ଯୋଗୁଁ ନିଲମ୍ବିତ ହୋଇଛନ୍ତି ।…

ପୁଣିଥରେ ୧୧କେଭି ତାର ନେଲା ଜୀବନ

କଟକ, ୨୦ା୨(ଓଡ଼ିଶା ଭାସ୍କର): ପୁଣିଥରେ ୧୧କେଭି ତାର ସଂସ୍ପର୍ଶରେ ଆସି ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଛି । ୧୧କେଭି ବିଦ୍ୟୁତ ତାର ଲାଗି କଟକ ଜଳ ସମ୍ପଦ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ମୃତ୍ୟୁ ଘୋଷଣା…

ବାଙ୍କୀ ଡ଼ବଲ ମର୍ଡ଼ର ମାମଲା, ୪ଗିରଫ

କଟକ, ୨୦ା୨(ଓଡ଼ିଶା ଭାସ୍କର): କଟକ ବାଙ୍କୀ ଖଜୁରୀପଦାରେ ଡବଲ ମର୍ଡ଼ର ହୋଇଥିଲା । ଏହି ମାମଲାରେ ଆଜି ୪ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ କୋର୍ଟ ଚାଲାଣ ହୋଇଥିବା ବେଳେ ୨ଜଣଙ୍କୁ ଜେରା କରାଯାଉଛି ।ଏହି…

ଗୋଲଡେନ୍ ବାବାଙ୍କ ସମ୍ପତ୍ତି ମାପିବ ଇଡି

ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): ଗୋଲଡେନ୍ ବାବା ଓରଫ୍ ଜ୍ୟୋତିରଞ୍ଜନ ବେଉରା ମାମଲାର ଏଣିକି ତଦନ୍ତ କରିବ ଇଡି । ଗୋଲଡେନ୍ ବାବାଙ୍କ ଅମାପ ସମ୍ପତ୍ତିର ଇଡି ଖୋଳତାଡ କରିବ । ବାବାଙ୍କ ଅମାପ ସମ୍ପତ୍ତି ଓ ଅପରାଧିକ…

ମାଟ୍ରିକ ପରୀକ୍ଷା, ଜାଣିଶୁଣି ଭଙ୍ଗାଯାଉଛି ସିସିଟିଭି

ଭୁବନେଶ୍ୱର, ୨୦ା୨(ଓଡ଼ିଶା ଭାସ୍କର): ଗତ କାଲିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭି ଜାଣିଶୁଣି ଭଙ୍ଗାଯାଉଛି ବୋଲି ସୂଚନା ରହିଛି । ଆଗକୁ ଏଭଳି ଘଟଣା ଅନ୍ୟ…