Browsing Category
ରାଜ୍ୟ
Video: ଉତ୍ତମ ମହାନ୍ତିଙ୍କ ଏକାଦଶାହରେ ପହଞ୍ଚିଲେ ନବୀନ; ପାଛୋଟି ନେଲେ ବାବୁଶାନ
ଭୁବନେଶ୍ୱର: ଲୋକପ୍ରିୟ, କିମ୍ବଦନ୍ତୀ ଅଭିନେତା ଉତ୍ତମ ମହାନ୍ତିଙ୍କ ଏକାଦଶାହରେ ସାମିଲ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରବିବାର ସନ୍ଧ୍ୟାରେ ନବୀନ ଆସି ଉତ୍ତମଙ୍କ ବାସଭବନରେ ପହଁଞ୍ଚିଥିଲେ।…
ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଲାଗିଥିଲା ଭିଡ଼: ଏପରି କରି ସମସ୍ତଙ୍କ ହୃଦୟ ଜିତିଲେ ମୋହନ
କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ସେଠାରେ ଆନନ୍ଦପୁର ମହାବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ,…
ଓଡ଼ିଶାରେ SSMB29 ସୁଟିଂ ଆରମ୍ଭ: ମହେଶ ବାବୁଙ୍କ ଦେଖିବାକୁ ପ୍ରଶଂସକଙ୍କ ଭିଡ଼, ବଢ଼ିଲା ସୁରକ୍ଷା ଚିନ୍ତା
କୋରାପୁଟ: ସାଉଥ୍ ଫିଲ୍ମ ନିର୍ମାତା ଏସଏସ ରାଜମୌଲି ମହେଶ ବାବୁ ଏବଂ ପୃଥ୍ବୀରାଜ ସୁକୁମାରନଙ୍କ ସହିତ ଓଡ଼ିଶାର କୋରାପୁଟରେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ SSMB29 ର ସୁଟିଂ ଆରମ୍ଭ କରିସାରିଛନ୍ତି। ବର୍ତ୍ତମାନ, ଟିମ୍…
ଜଙ୍ଗଲ ଛାଡ଼ି ଏବେ ଗାଁ ଆଡ଼େ ମାଡ଼ି ଆସିଲାଣି ବନାଗ୍ନି, ଆୟତ୍ତକୁ ଆସୁନି ଜଙ୍ଗଲ ନିଆଁ
ଭୁବନେଶ୍ୱର: ବୋଲ ମାନୁନି ବନାଗ୍ନି। ଚାହୁଁ ଚାହୁଁ ପବନ ବେଗରେ ମାଡ଼ି ଚାଲିଛି ଜଙ୍ଗଲ ନିଆଁ। ଯେଉଁ ଜଙ୍ଗଲ ଦେଖିବ ସେଇ ଜଙ୍ଗଲ ନିଆଁର ଆଁରେ ଜଳି ପୋଡି ନଷ୍ଟ ହୋଇଯାଉଛି। ଖରା ଦିନ ଆରମ୍ଭରୁ ଜଙ୍ଗଲ ଜଳିବା ମଧ୍ୟ ଆରମ୍ଭ…
ଆଜିଠୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ତାପମାତ୍ରା: ପାଣିପାଗ ବିଭାଗର ପୂର୍ବାନୁମାନ
ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ତାପମାତ୍ରା। କିଛି ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଭାଗ କହିବା ଅନୁଯାୟୀ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ,…
ଆରକ୍ଷୀ ମହାନିର୍ଦ୍ଦେଶକଙ୍କ କଡ଼ା ନିର୍ଦ୍ଦେଶ ପରେ ଦିନରାତି ଚାଲିଛି ଚଢ଼ାଉ
ଭୁବନେଶ୍ୱର,୯ା୩: ରାଜ୍ୟରେ ଚୋରା ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ତମାମ ପୋଲିସ ପକ୍ଷରୁ…
ଦିଗପହଣ୍ଡିରେ ଫୁଟିଲା ବୋମା, ପୋଲିସ ପକ୍ଷରୁ ତଦନ୍ତ ଜାରି
ଦିଗପହଣ୍ଡି: ଗଂଜାମ ଦିଗପହଣ୍ଡି ଗୋକର୍ଣ୍ଣପୁର ବସଷ୍ଟାଣ୍ଡ ନିକଟରେ ବିସ୍ଫୋରଣ । ଏକ ଔଷଧ ଦୋକାନ ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ବୋମାମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ…
Breaking: କଟକ ବାଦାମବଡ଼ିରେ ଚାଲିଛି ସେକ୍ସ ରାକେଟ, ପୋଲିସର ଛାନଭିନ ଜାରି
କଟକ: କଟକ ବାଦାମବାଡ଼ି ଅଞ୍ଚଳରେ ଚାଲିଥିଲା ସେକ୍ସ ରାକେଟ । ଡିସିପିଙ୍କ ନେତୃତ୍ୱରେ ଭଡ଼ା ଘରେ ଚଢ଼ାଉ ପରେ ପଦାକୁ ଆସିଛି ସତ ।
ଭଡ଼ା ଘରେ ଚାଲିଥିଲା ସେକ୍ସ ର୍ୟାକେଟ୍ । ଘଟଣାରେ କାହା ସମ୍ପୃକ୍ତି ରହିଛି ଓ କେତେ…
Breaking: ଭୁବନେଶ୍ୱର ରେଳ ଷ୍ଟେଶନରେ ବାଂଲାଦେଶୀ ଗିରଫ, ବିନା ଭିସାରେ କରୁଥିଲେ ଯାତ୍ରା
ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେଶନରୁ ୧୦ ବାଂଲାଦେଶୀଙ୍କୁ ଗିରଫ କରିଛି ପୋଲିସ । ଦିବ୍ରୁଗଡ଼-ଚେନ୍ନାଇ ଏକ୍ସପ୍ରେସ୍ରୁ ବାଂଲାଦେଶୀଙ୍କୁ ଗିରଫ କରିଛି ଏସଟିଏଫ୍ ।
ଏମାନଙ୍କ ନିକଟରେ କୌଣସି ଭିସା କିମ୍ବା…
ଟ୍ରକ୍ ଧକ୍କାରେ ଦମ୍ପତି ହରାଇଲେ ପ୍ରାଣ,ଏନଏଚ୍ ୧୪୯ ଅବରୋଧ କଲେ ଲୋକ
ତାଳଚେର: ପାଉଁଶ ବୋଝେଇ ଟ୍ରକ୍ ଧକ୍କାରେ ଦମ୍ପତି ମୃତ । ଏନଏଚ ୧୪୯ ଗୋଡ଼ିବନ୍ଧ ନିକଟରେ ବାଇକକୁ ଧକ୍କା ଦେଲା ଟ୍ରକ୍ ।
ତାଳରେଚରୁ ସମଲ ଫେରୁଥିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା । ଦୁର୍ଘଟଣାରେ ଉତ୍ତ୍ୟକ୍ତ ଲୋକ…