Browsing Category
ରାଜ୍ୟ
“ମୁଁ ଆମ ପ୍ରେମ କାହାଣୀ ଲେଖିବାକୁ ଆଉ ଅପେକ୍ଷା..”, ଜାଗ୍ରତି ସେୟାର କଲେ ଅନୁଭବଙ୍କ ସହ ନିର୍ବନ୍ଧର ପ୍ରଥମ ଫଟୋ
ଭୁବନେଶ୍ୱର: ଗତକାଲି ଅର୍ଥାତ ୭ ମାର୍ଚ୍ଚରେ ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି ଏବଂ ଜାଗ୍ରତି ଶୁକ୍ଳାଙ୍କ ନିର୍ବନ୍ଧ ସରିଛି। ଏହା ବର୍ତ୍ତମାନ ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଛି।
ତେବେ ଏହି ଦୁହିଁଙ୍କର ନିର୍ବନ୍ଧ…
ୟୁନିଫାଏଡ୍ ହ୍ବାଟ୍ସଆପ୍ ଚାଟବଟର ଶୁଭାରମ୍ଭ: Whatsapp ଜରିଆରେ ଜନ୍ମ ଓ ଆୟ ପ୍ରମାଣପତ୍ର ପାଇବା, ଡ୍ରାଇଭିଂ ଓ ସାର ଲାଇସେନ୍ସ ପାଇଁ…
ଭୁବନେଶ୍ବର: ଓଡ଼ିଶା ସରକାର ଓ ମେଟା ଇଣ୍ଡିଆ ମିଳିତ ଭାବେ ଏକ ୟୁନିଫାଏଡ୍ ହ୍ବାଟ୍ସଆପ୍ ଚାଟ୍ବଟ୍ର ଶୁଭାରମ୍ଭ କରିଛନ୍ତି। ଏଥିରେ ୪୨୯ରୁ ଅଧିକ ବିଭିନ୍ନ ସରକାରୀ ସେବା ଉପଲବ୍ଧ ହେବ। ରାଜ୍ୟର ୪୫ ନିୟୁତରୁ ଅଧିକ…
ଶଙ୍ଖ ଭବନରେ ମହିଳା ଦିବସ ପାଳିଲା BJD: ଏହି ଅବସରରେ ବିଜେପି ସରକାରଙ୍କୁ ଏପରି ଟାର୍ଗେଟ କଲେ ନବୀନ
ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସବୁବେଳେ ନାରୀ…
Breaking: ଆସିଲା ସୁଭଦ୍ରା ଦ୍ୱିତୀୟ କିସ୍ତି, ଆକାଉଣ୍ଟରେ ଚଢ଼ିଲା ୫୦୦୦ ଟଙ୍କା
ବ୍ରହ୍ମପୁର: ଆସିଲା ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା। ଶୀଘ୍ର ଶୀଘ୍ର ଫୋନ ଚେକ୍ କରନ୍ତୁ। ମେସେଜ ଆସିଥିବ। ଆଉ ଆପଣଙ୍କ ଖାତାକୁ ୫୦୦୦ ଟଙ୍କା ଚଢିଥିବ। ଏଥିପାଇଁବ୍ରହ୍ମପୁରରେ ସ୍ୱତନ୍ତ୍ର କରାଯ୍ୟକ୍ରମର ଆୟୋଜନ…
ପୁଅ ଆଗରେ ଛଟପଟ ହୋଇ ଚାଲିଗଲା ବାପାର ଜୀବନ
କଣ୍ଟାବାଞ୍ଜି: ପୁଅ ଆଗରେ ଛଟପଟ ହୋଇ ଚାଲିଗଲା ବାପାଙ୍କ ଜୀବନ। ସବୁ ଦେଖୁଥିଲେ ସୁଦ୍ଧା କିଛି କରିପାରିଲେନି ପୁଅ। ପୁଅ ଦେଖୁଥିଲା ଆଉ ଜୀବନର ଶେଷ ନିଶ୍ୱାସ ନେଉଥିଲେ ବାପା। ଠିକ୍ ସେହିପରି କିଛି ଦିନ ତଳେ ପୁଅକୁ…
Breaking: ବାହାଘର ପ୍ରୋସେସନ ବେଳେ, ବରଯାତ୍ରୀଙ୍କ ମଧ୍ୟରେ ଛୁରୀ ଭୁସାଭୁସି
ଖଲ୍ଲିକୋଟ: ବାଜୁଥିଲା ଡିଜେ। ଆଉ ଗୀତର ତାଳେ ତାଳେ ବିଭିନ୍ନ ଅଙ୍ଗଭଙ୍ଗୀରେ ନାଚୁଥିଲେ ବରଯାତ୍ରୀ। ଧୁମଧାମରେ ଚାଲିଥିଲା ପ୍ରୋସେସନ। ହେଲେ ହଠାତ୍ ଆରମ୍ଭ ହୋଇଗଲା ଗଣ୍ଡଗୋଳ ମାନପିଟ୍। ଏମିତିରେ ବରଯାତ୍ରୀ କିମ୍ୱା…
ଷ୍ଟିଲ ଗରାରେ ପଶିଗଲା ୪ ବର୍ଷର ଶିଶୁପୁତ୍ରର ମୁଣ୍ଡ, ଆଉ ତା ପରେ…
ସୁନ୍ଦରଗଡ଼: ୪ ବର୍ଷର ଶିଶୁ ପୁତ୍ର ମୁଣ୍ଡରେ ଷ୍ଟିଲ ଗରା। ଖେଳୁ ଖେଳୁ ଅଚାନକ ମୁଣ୍ଡରେ ଗରା ଡପୁରାଇ ଦେଇଥିଲା ପିଲାଟି। ହେଲେ ତା ପରେ ଆଉ ଗରା ଭିତରୁ ମୁଣ୍ଡକୁ ବାହାର କରିପାରିନଥିଲା। କି ଭଳ ଭାବରେ ନିଶ୍ୱାସ ମଧ୍ୟ…
Breaking: ନିଆଁର ଆଁରେ ଜଳୁଛି ମିକ୍ସଚର ଫ୍ୟାକ୍ଟ୍ରି
ଭୁବନେଶ୍ୱର: ସକାଳୁ ସକାଳୁ ବଡ଼ ଧରଣର ଅଗ୍ନିକାଣ୍ଡ। ନିଆଁର ଆଁରେ ଜଳି ପୋଡି ଛାରଖାର ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ। ମିକ୍ସଚର ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ଯୋଗୁଁ ଦୋକାନ ଭିତରେ ଥିବା ଅନେକ ସାମଗ୍ରୀ ନଷ୍ଟ…
Breaking: ଆଜି ଖାତାକୁ ଆସିବ ୫୦୦୦ ଟଙ୍କା
ଭୁବନେଶ୍ୱର: ଆଜି ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା। କୋଟିଏ ୬୪ ହଜାର ମହିଳାଙ୍କୁ ଆଜି ଏକାଥରେ ସରକାର ଦେବେ ସୁଭଦ୍ରାର ଦ୍ୱିତୀୟ କିସ୍ତି। ଆନ୍ତର୍ଜାତୀୟ ମହିଳା ଦିବସରେ ସବୁ ହିତାଧିକାରୀ ପାଇବେ ଦ୍ୱିତୀୟ ପର୍ଯ୍ୟାୟର…
ଗରମରେ ଡହଳବିକଳ ଓଡ଼ିଶାବାସୀ! ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା
ଭୁବନେଶ୍ୱର : ଆଭ୍ୟନ୍ତରୀଣ ଓଡି଼ଶାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ଆଗାମୀ ୨ ସପ୍ତାହ ( ୮ ରୁ ୨୦ ମାର୍ଚ୍ଚ ଯାଏ) ଏହି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ୩୩ ପ୍ରତିଶତ ରହିଛି। ଭାରତୀୟ ପାଣିପାଗ ବିଭାଗ…