Browsing Category

ରାଜ୍ୟ

ରାଜଧାନୀରେ ଉଠା ଦୋକାନୀମାନଙ୍କୁ ଭେଣ୍ଡିଂ ଜୋନ୍ ଦିଆଯିବ: ସୁଲୋଚନା ଦାସ

ଭୁବନେଶ୍ୱର: ରାଜଧାନୀ ଉଠା ଦୋକାନୀଙ୍କ ବଡ଼ ଝଟକା । ରାଜଧାନୀ ରାସ୍ତା କଡ଼ରୁ ସମସ୍ତ ଉଠା ଦୋକାନୀମାନଙ୍କୁ ହଟାଯିବା ନେଇ ସମୂହ ସଫେଇ କାର୍ଯ୍ୟ ସମୟରେ ସୂଚନା ଦେଲେ ମେୟର ସୁଲୋଚନା ଦାସ । ପ୍ରାୟ ୫୫ଟି ରାସ୍ତାରୁ ସ୍ଥାୟୀ…

ଧାରଣାରେ ଓମଫେଡ୍ ଠିକା ଡ୍ରାଇଭର, ସାଥୀ ଡ୍ରାଇଭରକୁ ଅଟକ ଅଭିଯୋଗରେ ପ୍ରତିବାଦ

ବାଙ୍କୀ: ଓଡ଼ିଶାରେ ଅଧିକାଂଶ ବ୍ୟକ୍ତି ଓମଫେଡ୍ ଦୁଗ୍ଧଜାତୀୟ ସାମଗ୍ରୀ ବ୍ୟବହାର କରିଥାନ୍ତି । ଏହା ଏକ ବ୍ରାଣ୍ଡ୍ ଭାବେ ବଜାରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବର୍ତ୍ତମାନ ଓମଫେଡ୍ ଠିକା…

ଗ୍ରାହକଙ୍କୁ ଝଟକା ! ବଢିବ ବିଜୁଳି ଦର, ଜାଣନ୍ତୁ ୟୁନିଟ ପିଛା କେତେ ବଢାଇବାକୁ ଦିଆଯାଇଛି ପ୍ରସ୍ତାବ ?

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ଉପଭୋକ୍ତାଙ୍କୁ ଲାଗିପାରେ ଝଟକା । ୨୦୨୫-୨୬ ଆର୍ଥିକ ବର୍ଷରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ । ଆସନ୍ତା ଆର୍ଥିକ ବର୍ଷ ଠାରୁ ଗ୍ରୀଡକୋ ପକ୍ଷରୁ ବିଜୁଳି ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି ନେଇ…

ଲଘୁଚାପ ପ୍ରଭାବରେ ୫ ଟି ଜିଲ୍ଲାରେ ପ୍ରବଳ ବର୍ଷା : ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତ-ବର୍ଷାର ଲୁଚକାଳି ଖେଳ। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ୨ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ।…

ମନ୍ତ୍ରୀଙ୍କ ବଡ ଘୋଷଣା: ରାଜ୍ୟରେ ଗଡ଼ିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍, କ୍ରୁଟ୍ ସହ NTPC ଓ ଗ୍ରୀଡ୍‌କୋର ଏମ୍ଓୟୁ ସ୍ବାକ୍ଷରିତ

ଭୁବନେଶ୍ବର: ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ଗଡ଼ିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍ । ଏନେଇ ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର  । ଏନେଇ କ୍ରୁଟ୍ ସହ NTPC ଓ ଗ୍ରୀଡ୍‌କୋର ଏମ୍ଓୟୁ…

ଠିକ ସମୟରେ ହେବ ପ୍ରାକୃତିକ ବିପର୍ଯ୍ୟୟ ଆକଳନ, ଏହି ୩ଟି ସ୍ଥାନରେ ଲାଗିବ ଡପଲର ରାଡାର

ଭୁବନେଶ୍ବର: ଆଗୁଆ ମିଳିବ ପାଣିପାଗ ସୂଚନା । ବନ୍ୟା, ବାତ୍ୟା ନେଇ ପ୍ରାକ୍ ସୂଚନା ସହଜରେ ମିଳିପାରିବ ।  ରାଜ୍ୟରେ ବସିବ ୩ଟି ନୂଆ ଡପଲର ରାଡାର । ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ଵରରେ ନୂଆ ଡଫଲର ରାଡାର ବସିବ ।…

ଭୁବନେଶ୍ୱରରେ ଅଗ୍ନିକାଣ୍ଡ; ପ୍ରେସର କୁକର ଗୋଦାମରେ ଲାଗିଲା ନିଆଁ

ଭୁବନେଶ୍ୱର: ସତ୍ୟନଗର ସ୍ଥିତ ପ୍ରେସର କୁକୁର ଗୋଦାମରେ ଅଗ୍ନିକାଣ୍ଡ ଘଟିବା ଖବର ସାମ୍ନାକୁ ଆସିଛି। ଏହି ନିଆଁ ଗୋଦାମରେ କେଉଁ କାରଣରୁ ଲାଗିଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ନିଆଁ ଲାଗିବା ପରେ ସଙ୍ଗେ ସଙ୍ଗେ…

ମହିଳା ସଶକ୍ତିକରଣ, ସ୍ବରୋଜଗାର ଲକ୍ଷ୍ୟରେ ଗାରମେଣ୍ଟ କମ୍ପାନୀର ଭିତ୍ତି ପ୍ରସ୍ତର ସ୍ଥାପନ

ଭୁବନେଶ୍ବର- ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଜୟଦେବ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଜଗନ୍ନାଥପୁର ଠାରେ ମହିଳା ସଶକ୍ତି କରଣ ଏବଂ ସ୍ବରୋଜଗାର ନିମନ୍ତେ ଏକ ବଡ଼ ଗାରମେଣ୍ଟ କମ୍ପାନୀର ଭିତ୍ତି ପ୍ରସ୍ତର ହୋଇଯାଇଛି ।…

ଆଇନ ମନ୍ତ୍ରୀଙ୍କ ବଡ ଘୋଷଣା, କାଠଯୋଡ଼ି ନଦୀ ଉପରେ ନିର୍ମାଣ ହେବ ଆଉ ୨ ବ୍ରିଜ୍‌

ଭୁବନେଶ୍ବର: ଆଉ ଟ୍ବିଟସିଟିରେ ଅସୁବିଧା ହେବନି ଯାତାୟତ । କଟକ-ଭୁବନେଶ୍ବରରେ ସୁବିଧା ହେବ ଗମନାଗମନ ବ୍ୟବସ୍ଥା । କାଠଯୋଡିରେ ହେବ ଆଉ 2ଟି ବ୍ରିଜ । ଏସସିବି ଦ୍ବିତୀୟ କ୍ୟାମ୍ପସ 2025 ସୁଦ୍ଧା ନସିଲେ…

(Video) ବ୍ରାଉନ ସୁଗାର ଜବତ କରିବାକୁ ଯାଇ ପୋଲିସ ହଟହଟ୍ଟା

ବାଲେଶ୍ୱର- ବାଲେଶ୍ୱର ଜିଲ୍ଲାରେ ବ୍ରାଉନ ସୁଗାର କାରବାରକୁ ନେଇ ଅବକାରୀ ଟିମ ରେଡ କରିବାକୁ ଯାଇ ହୋଇଛି ହଟହଟ୍ଟା । ଅବକାରୀ ଗାଡିର ଚାବିକୁ ଗ୍ରାମବାସୀ ଛଡାଇନେଇ ଦୀର୍ଘ ସମୟ ଟିମକୁ ଘେରାବନ୍ଦୀ କରିବା ସହ ନାକେଦମ…