
Browsing Category
ରାଜ୍ୟ
ବଡ଼ ଲଘୁଚାପ, 3 ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ରେଡ୍ ଆଲର୍ଟ ଜାରି…
ଓଡ଼ିଶା ଭାସ୍କର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆହୁରି ୩ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ଉଭା ହୋଇଛି। ପଶ୍ଚିମ କେନ୍ଦ୍ରୀୟ ଓ ତତ୍ସଲଗ୍ନ ଉତ୍ତର ପଶ୍ଚିମ…
ଆଜି ରାଜ୍ୟର ଏହି ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି
ମାଲକାନଗିରି: ଆଜି ସ୍କୁଲ ଛୁଟି। ଆଜି ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି। ବନ୍ଦ ଘୋଷଣା କଲେ ଜିଲ୍ଲାପାଳ। ଯେହେତୁ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଉ ତା ଉପରେ ଲଘୁଚାପ ମଧ୍ୟ…
(Video) ହସ୍ପିଟାଲ ବେଡରୁ ଆସିଲା ନବୀନଙ୍କ ପ୍ରଥମ ଭିଡ଼ିଓ, କହିଲେ I am fine!
ଭୁବନେଶ୍ବର: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଡିହ୍ରାଇଡ୍ରେସନ ଯୋଗୁଁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…
ଆସନ୍ତାକାଲି ସ୍କୁଲ ଛୁଟି, ପିଲାଙ୍କ ପାଇଁ ଖୁସି ଖବର, ଘୋଷଣା କଲେ ଜିଲ୍ଲାପାଳ
ମାଲକାନଗିରି: ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ସରକାରୀ ଓ ବେସରକାରୀ ସ୍କୁଲ ଛୁଟି। ଜିଲ୍ଲାରେ ଛୁଟି ନେଇ ଘୋଷଣା କଲେ ଜିଲ୍ଲାପାଳ।
ହେଲେ ସବୁ ଜିଲ୍ଲାରେ ନୁହେଁ। କେବଳ ମାଲକାନଗିରିରେ ହିଁ ସମସ୍ତ…
ପୁଣି ଅସୁସ୍ଥ ହେଲେ ନବୀନ ପଟ୍ଟନାୟକ, ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର: ପୁଣି ଅସୁସ୍ଥ ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ। ନବୀନ ଅସୁସ୍ଥ ହୋଇପଡିବା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା…
ହସ୍ପିଟାଲ ବେଡରୁ ବଳଙ୍ଗା ନାବାଳିକାର ଭିଡ଼ିଓ ଭାଇରାଲ୍, କିଏ ଓ କାହିଁକି କଲା ଭାଇରାଲ୍
ପୁରୀ: ପୁରୀ ବଳଙ୍ଗା ନାବାଳିକା ପୋଡ଼ିଯିବା ଘଟଣା। ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ପୀଡିତାଙ୍କର ଏକ ଭିଡ଼ିଓ। ଯେଉଁଥିରେ ହସ୍ପିଟାଲ ବେଡରେ ଶୋଇଛନ୍ତି ପୀଡିତା। ଏବଂ ତାଙ୍କର ବୟାନ ରେକର୍ଡ କରାଯାଉଛି।…
ନିର୍ବାଚନ କମିଶନ କହିଲେ ଏତେ ବଡ଼ କଥା, ପକ୍ଷପାତିତା କରି ଜିତିବା…
ଓଡ଼ିଶା ଭାସ୍କର: ନିର୍ବାଚନ କମିଶନ କୌଣସି ଦଳ ପାଇଁ ପକ୍ଷପାତିତା କରେ ନାହିଁ । ସବୁ ଦଳ କମିଶନ ପାଇଁ ସମାନ ବୋଲି ଆଜି ପ୍ରେସମିଟରେ କହିଛନ୍ତି ନିର୍ବାଚନ କମିଶନ । କଂଗ୍ରେସର ଭୋଟ ଚୋରି ଘଟଣା ବା ପ୍ରସଙ୍ଗକୁ ମଧ୍ୟ…
BJD ନେତା ପ୍ରତାପ ଜେନାଙ୍କ ପୁଅ ଅଙ୍କିତଙ୍କ ନାଁରେ ୪୮ଲକ୍ଷ ଠକେଇ ଅଭିଯୋଗ
କଟକ: ମାହାଙ୍ଗା ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ଜେନାଙ୍କ ବିରୋଧରେ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ୪୮ ଲକ୍ଷ ଟଙ୍କାର ଠକେଇ ମାମଲା…
ଏଥର ସେପ୍ଟେମ୍ବର ୨୮ରୁ ଦୁର୍ଗାପୂଜା, ଅକ୍ଟୋବରରେ ଭସାଣୀ
କଟକ: ସେପ୍ଟେମ୍ବର ୨୮ ତାରିଖରୁ କଟକ ଦୁର୍ଗାପୂଜା ଆରମ୍ଭ । ଅକ୍ଟୋବର ୩ ତାରିଖରେ ଦୁର୍ଗାପୂଜା ଭସାଣୀ ଶୋଭାଯାତ୍ରା ।
କଟକ ମହାନଗରର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଶାନ୍ତି…
ଏଣିକି ନିଜସ୍ୱ ଘୋଷଣାନାମାରେ କରିହେବ ଚାଷୀ ପଞ୍ଜୀକରଣ; ଆବଶ୍ୟକ ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର
ଭୁବନେଶ୍ବର: ଚାଷୀ ପଞ୍ଜୀକରଣ ପାଇଁ ଦରକାର ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର । ଏଣିକି ନିଜସ୍ବ ଘୋଷଣାନାମାରେ କରିହେବ ଚାଷୀ ପଞ୍ଜୀକରଣ । ଯୋଗାଣ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଏ ନେଇ ସବୁ…