Browsing Category
ରାଜ୍ୟ
ଆହୁରି ବଢିବ ତାତିର ପ୍ରକୋପ, ଛଟପଟ ହେବେ ରାଜ୍ୟବାସୀ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ରାଜ୍ୟରେ ଆହୁରି ବଢ଼ିବ ତାତିର ପ୍ରକୋପ । ତିନି ଦିନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ୧୩ରୁ ୧୫ ତାରିଖ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବ । ମେ' ୧୩ରେ ଉପକୂଳ,…
ଦା’ ରେ କାଟି ପଡ଼ୋଶୀଙ୍କୁ ବିଭତ୍ସ ହତ୍ୟା, ଗାଁ ଦାଣ୍ଡରେ ପଡ଼ିଛି ଯୁବକଙ୍କ ମୃତଦେହ
ବଣାଇ: ବିଭତ୍ସ ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ପଡିଛି ଯୁବକଙ୍କ ରକ୍ତ ଭିଜା ମୃତଦେହ। ସାଧାରଣ ବଚସାରୁ ହତ୍ୟାକାଣ୍ଡ। ଦା' ରେ କାଟି ଯୁବକଙ୍କୁ ହତ୍ୟା। ଅତି ନିର୍ମମ ଭାବେ ଯୁବକଙ୍କ ବେକକୁ କାଟି ଦେଇଛି ଦୁର୍ବୃତ୍ତ।
ହଁ…
ବିଜୁଳି ଘଡ଼ଘଡି଼ ସହ ଭୀଷଣ ବର୍ଷା ନେଇ ୮ଜିଲ୍ଲାକୁ ସତର୍କ ସୂଚନା
ଭୁବନେଶ୍ୱର: ଏଥର ଓଡି଼ଶାକୁ ଶିଘ୍ର ଆସିବ ମୌମୁମୀ। ଜୁନ୍ ୧ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ସ୍ବାଭାବିକ୍ ଭାବେ କେରଳ ଛୁଇଁଥାଏ। କିନ୍ତୁ ଏଥର ମେ ୨୭ ତାରିଖ ବେଳକୁ ମୌମୁମୀ କେରଳରେ ପହଞ୍ଚିପାରେ ବୋଲି…
ଓଡ଼ିଶାରେ ହାଇଆଲର୍ଟ: ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ବୈଠକ
ଭୁବନେଶ୍ୱର: ପହଲଗାମ୍ ଆତଙ୍କୀ ହମଲା ପରେ ଦେଶରେ ଉତ୍ତେଜନା ଦେଖାଦେଇଥିଲା। ଏହାରି ମଧ୍ୟରେ ଅପରସେନ ସିନ୍ଦୂର ଜରିଆରେ ପାକିସ୍ତାନୀ ଅତଙ୍କବାଦୀଙ୍କୁ କଡ଼ା ଜବାବ ଦିଆଯାଇଛି। ଏହା ପରଠୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ…
ରାଇରଙ୍ଗପୁରରେ ବଡ଼ ଦୁର୍ଘଟଣା, ବସ୍ ଓଲଟି ୧୩ ଯାତ୍ରୀ ଆହତ
ରାଇରଙ୍ଗପୁର: ବସ୍ ଓଲଟି ୧୩ ଯାତ୍ରୀ ଆହତ, ୨ ଗୁରୁତର ହୋଇଥିବା ସୂଚନା । ଅଁଳାଯୋଡ଼ି ପଞ୍ଚାୟତ ଜିଆଲଦା ଗାଁରେ ଭାରସାମ୍ୟ ହରାଇ ଓଲଟି ଯାଇଛି ।
ସମସ୍ତ ଆହତ ରାଇରଙ୍ଗପୁର ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି । ୨…
ରାଜଧାନୀରେ ଫୁଟିଲା ୫ ରାଉଣ୍ଡ ଗୁଳି, ବିଲ୍ ପାଇଁ ଖଣ୍ଡଯୁଦ୍ଧ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଫୁଟିଲା ଗୁଳି । ବାର୍ ବାଉନ୍ସରଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ ।
ବିଲ୍ ଦେବାକୁ ନେଇ ଦୁର୍ବୃତ୍ତ ଏବଂ ବାଉନ୍ସରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହାକୁ ନେଇ…
ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ, ଯେ କୌଣସି ମୁହୂର୍ତ୍ତରେ ସ୍ଥିତି ବଦଳିପାରେ!
ନୂଆଦିଲ୍ଲୀ: ଯୁଦ୍ଧ ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ଜାରି କଲେ ଚିଠି ।
ଚେକ୍ ଲିଷ୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ସବୁ…
Breaking: ରାଜ୍ୟର ଆପିଏସ୍ ଅଫିସରଙ୍କ ଛୁଟି ବାତିଲ, ଗୃହ ବିଭାଗ ଜାରି କଲା ନିର୍ଦ୍ଦେଶ
ଭୁବନେଶ୍ୱର: ଓଡିଶାରେ ସମସ୍ତ ଆଇପିଏସ ଅଧିକାରୀଙ୍କ ଛୁଟି ବାତିଲ୍ । ଗୃହ ବିଭାଗ ପକ୍ଷରୁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ ଜାରି ।
ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ଛୁଟିରେ ଥିଲେ ତୁରନ୍ତ…
Breaking: କଲେକ୍ଟର, ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟଙ୍କ ଛୁଟି ବାତିଲ, ସରକାରୀ ସ୍ଥରରେ ନିର୍ଦ୍ଦେଶ ଜାରି
ଭୁବନେଶ୍ୱର: ରାଜ୍ୟରେ ସମସ୍ତ କଲେକ୍ଟର ଓ ଆରଡିସିଙ୍କ ଛୁଟି ବାତିଲ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି । ଛୁଟି ବାତିଲ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ।
ସମସ୍ତ ଜିଲ୍ଲାପାଙ୍କୁ ଅତିରିଙ୍କ ସଚିବଙ୍କ ଚିଠି ।…
ଆଇଏଏସ୍ ସ୍ତରରେ ଅଦଳବଦଳ: ସଞ୍ଜୟ କୁମାର ହେଲେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ
ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର । ଏହି ଅଦଳବଦଳ ରାଜ୍ୟରେ ପ୍ରଶାସନିକ ଦକ୍ଷତା ବୃଦ୍ଧି ଓ ସୁଶାସନ ସୁନିଶ୍ଚିତ କରିବା ଲକ୍ଷ୍ୟରେ କରାଯାଇଛି ।
ସୂଚନା ମୁତାବକ, ସଞ୍ଜୟ…