Browsing Category

ରାଜ୍ୟ

ଷଷ୍ଠ ଅର୍ଥ କମିଶନ ଗଠନ କଲେ ରାଜ୍ୟ ସରକାର, ଅବସରପ୍ରାପ୍ତ IAS ଅରୁଣ ପଣ୍ଡା ହେଲେ ଅଧ୍ୟକ୍ଷ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଷଷ୍ଠ ଅର୍ଥ କମିଶନ ଗଠନ କଲେ ରାଜ୍ୟ ସରକାର । କମିଶନର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ ଅରୁଣ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି। କମିଶନରେ ଜଣେ ସଦସ୍ୟ ସଚିବଙ୍କ ସମେତ ୩ ଜଣ…

RI ପରୀକ୍ଷା ବାତିଲ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଷ୍ଟୁଡେଣ୍ଟ ଏଗନେଷ୍ଟ କରପ୍ସନର ଚିଠି, ଆଲୋଚନା ପାଇଁ ମାଗିଲେ ସମୟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ଷ୍ଟୁଡେଣ୍ଟ ଏଗନେଷ୍ଟ କରପସନର ଆବାହକ ବିଭୂତି ଭୂଷଣ ମହାପାତ୍ର । ରାଜ୍ୟରେ ଆର.ଆଇ, ଅମିନ୍‌, ଫରେଷ୍ଟର, ଫରେଷ୍ଟ ଗାର୍ଡ଼ ଚାକିରି ଦୁର୍ନୀତି ପ୍ରସଙ୍ଗକୁ ନେଇ…

ରାଜ୍ୟରେ ନିଯୁକ୍ତି ପାଇବେ ୫ ହଜାର ଡାକ୍ତର,କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି ପାଇବେ ୫ ହଜାର ଡାକ୍ତର। କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା । ଏହାସହ ୧୨୬ ଜଣ ଡେଣ୍ଟାଲ ଡାକ୍ତର ନିଯୁକ୍ତି ହେବାନେଇ ମଧ୍ୟ କ୍ୟାବିନେଟ ମଞ୍ଜୁରୀ…

Breaking: ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ, ପ୍ରତି ପଞ୍ଚାୟତରେ ଏକ ଆଦର୍ଶ ବିଦ୍ୟାଳୟ ପାଇଁ ନିଷ୍ପତ୍ତି

ଭୁବନେଶ୍ବର: 10ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ସୂଚନା ଦେଇଛନ୍ତି । ଛୁଆଙ୍କ ସହିତ ଧୋକା- 5T ନାଁରେ ରୂପାନ୍ତରୀକରଣ କରି ସ୍ମାର୍ଟସ୍କୁଲ ଯୋଜନା…

ଦୂଷିତ ହେଉଛି ଚିଲିକା, ସଂକଟରେ ଜୈବ ବିବିଧତା… ବିଜେଡିର ସାଙ୍ଘାତିକ ଅଭିଯୋଗ

ଓଡ଼ିଶା ଭାସ୍କର: ଦିନକୁ ଦିନ ବିଭିନ୍ନ ନଦୀ ନାଳ ଦୂଷିତ ହେବ ଖବର ସାମ୍ନାକୁ ଆସୁଛି। ଏଥିମଧ୍ୟରେ କଣାସରେ ଝାଡାବାନ୍ତିକୁ ନେଇ ପୁଣି ସାମ୍ବାଦିକ ସମ୍ମିଳନୀ କରିଛି ବିଜେଡି। ଲୋକଙ୍କ ସଂଘର୍ଷ: ଦୀର୍ଘ ୧୫ ଦିନ ହେବ…

Breaking: ଠାକୁରଙ୍କୁ ବି ଛାଡ଼ୁ ନାହାନ୍ତି: ଶ୍ରୀମନ୍ଦିରରେ ଚୋରୀ କରି ଧରାପଡ଼ିଲେ କର୍ମଚାରୀ

ପୁରୀ: ଶ୍ରୀମନ୍ଦିର ଭିତରେ ପ୍ରତ୍ନତତ୍ତ୍ୱ ବିଭାଗର ଯନ୍ତ୍ରାଂଶ ଚୋରୀ । ପଶ୍ଚିମ ଦ୍ୱାରରୁ ଚୋରୀ ସାମଗ୍ରୀ ଜବତ କଲା ପୋଲିସ । ଲୁହା ପାଇପ୍ ଖଣ୍ଡ କର୍ମଚାରୀ ଚୋରୀ କରୁଥିବା ଜଣାପଡ଼ିଛି । ସିଂହଦ୍ୱାରା ଥାନାରେ…

ସୁଭଦ୍ରା ଯୋଜନାରୁ ୧୫୭ ଆବେଦନକାରୀ ବାଦ୍ ପଡ଼ିଲେ, ଆଧାର କାର୍ଡ-ବ୍ୟାଙ୍କ ଲିଙ୍କ ବାହାରିବା ପରେ ଜଣାପଡ଼ିଲା ପୁୁରୁଷ

ଭୁବନେଶ୍ୱର: ମହିଳାଙ୍କ ବଦଳରେ ପୁରୁଷ କରିଛନ୍ତି ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାରେ ଆବେଦନ । ଏ ନେଇ ଚାଞ୍ଚଲ୍ୟକର ତଥ୍ୟଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଜଣେ କି ଦୁଇଜଣ ପୁରୁଷ ନୁହେଁ ବରଂ ଏକାସାଙ୍ଗରେ…

କାର ଭିତରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଚାଲାଣ ବେଳେ ମାଡ଼ିବସିଲା STF ଟିମ୍‌

ଜୟପୁର: ଗଞ୍ଜେଇ ବ୍ୟବସାୟକୁ ସରକାର ବେଆଇନ ଘୋଷଣା କରିବା ସତ୍ତ୍ୱେ ବନ୍ଦ ହେଉନି ଗଞ୍ଜେଇ ବେପାର। ଏହାକୁ ଲୁଚି ଛପି ବେପାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମାଫିଆ। ଏହି ଗଞ୍ଜେଇ ବେପାର ଟାଉନ ଭିତରେ…

Breaking: ୪ ଦିନ ହେଲା ନୌସେନା ଅଧିକାରୀଙ୍କ ମିଳୁନି ପତା, ପୁଅକୁ ଖୋଜିବା ଲାଗି ରାଜ୍ୟ ସରକାରଙ୍କୁ ଗୁହାରି କଲେ ସୌରଭଙ୍କ ମା’

ବ୍ରହ୍ମପୁର: ବ୍ରହ୍ମପୁରର ନୌସେନା ଅଧିକାରୀ ସୌରଭ କୁମାର ପାତ୍ର ନିଖୋଜ । ୪ ଦିନ ହେଲା ତାଙ୍କର କୌଣସି ପତା ମିଳୁନାହିଁ । କେରଳର କୋଚିରେ ଚାକିରି କରିଥିଲେ ସୌରଭ । ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବା ଲାଗି…

ପଥର କ୍ୱାରି ଉପରେ ଖଣି ବିଭାଗର ଚଢ଼ାଉ, ରାଜସ୍ୱ ଫାଙ୍କିଥିବା ଅଭିଯୋଗ

ବୌଦ୍ଧ: କ୍ରସର ଏବଂ ପଥର କ୍ୱାରି ଉପରେ ଖଣି ବିଭାଗର ଚଢ଼ାଉା ରାଜସ୍ୱ ଫାଙ୍କି ଥିବା ଅଭିଯୋଗରେ ଏଆରଏସଏସ୍ ଠିକା ସଂସ୍ଥା ପଥର କ୍ୱାରି(ବାଇଶପଡ଼ା ପ୍ଲାଣ୍ଟ୍) ଉପରେ ଚଢ଼ାଉ କରାଯାଇଥିବା ଖବର ସାମ୍ନାକୁ ଆସିଛିା ଏହି…