Browsing Category
ରାଜ୍ୟ
EKYC ନକଲେ କଟିଯିବ ରାସନ୍ କାର୍ଡ଼, ଗାଇଡଲାଇନ୍ ଜାରି କଲେ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର: ରାସନ୍ କାର୍ଡ଼କୁ ନେଇ ଆସିଲା ବଡ଼ ଖବର । EKYC ନକଲେ କଟିଯିବ ରାସନ୍ କାର୍ଡ଼ । ରାସନ୍ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଗାଇଡଲାଇନ୍ ଜାରି କରିଛନ୍ତି ।
ତୁରନ୍ତ କରନ୍ତୁ E-KYC: ରାସନ…
Breaking: OSRTCର ବଡ ସୂଚନା..ମହାକୁମ୍ଭ ପାଇଁ ଚାଲିବ 8 ଟି ବସ୍, ସୁଲଭ ମୂଲ୍ୟରେ ଯାତ୍ରା କରିବେ ଓଡିଶାବାସୀ
ଭୁବନେଶ୍ବର: ମହାକୁମ୍ଭ ପାଇଁ ଚାଲିବ 8 ଟି ବସ୍ । ମହାକୁମ୍ଭ ମେଳା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡିଶାରୁ 8ଟି ବସ୍ ଯିବ । ଏନେଇ ସୂଚନା ଦେଲେ ଓଏସଆରଟିସି ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ ।
ମହାକୁମ୍ଭ ଯିବ 8…
+୨ ପରୀକ୍ଷାରେ କପି ରୋକିବା ନେଇ ପଦକ୍ଷେପ, ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍
ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷାରେ କପିକୁ ରୋକାଯିବା ଲାଗି ନୂଆ ପଦକ୍ଷେପ । କପି ରୋକିବା ନେଇ ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ । ବଡ଼ ଜିଲ୍ଲାରେ ୨ଟି ଓ ଛୋଟ ଜିଲ୍ଲାରେ ଗୋଟିଏ ରହିବେ ସ୍କ୍ୱାଡ୍ ।
ପରୀକ୍ଷା…
ଟ୍ରକକୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍, ୨ ଆହତ
ବୌଦ୍ଧ: ଅଭିଯୁକ୍ତକୁ ନେଇ ଯାଉଥିବା ଏକ କୋର୍ଟ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ମନମୁଣ୍ଡା ଗାନ୍ଧୀ ଛକ ନିକଟରେ ଦୁର୍ଘଟଣା ଘଟିଥିଲା ।
ଭାରସାମ୍ୟ ହରାଇ ଟ୍ରକକୁ ପଛପଟୁ ପିଟିଥିଲା କୋର୍ଟ…
ଆଜି କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିବାକୁ ଗଲେ ଦେବାକୁ ପଡିବନି ଏଣ୍ଟ୍ରି ଚାର୍ଜ
ପୁରୀ: ଓଡ଼ିଶାରେ ଚାଲିଛି ପ୍ରବାସୀ ଭାରତୀୟ ସମ୍ମେଳନ । ଏଥିପାଇଁ ଦେଶ ବିଦେଶରୁ ଅନେକ ସଂଖ୍ୟାରେ ପ୍ରବାସୀ ଓଡ଼ିଶାରେ ଆସି ପହଞ୍ଚିଛନ୍ତି । ଏହି କାରଣ ପାଇଁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ପ୍ରବଳ ଭିଡ଼ ଦେଖିବାକୁ…
ଦାଦନ ପାଇଁ ଯାଇ ଶବ ହୋଇ ଫେରିଲା ଘରର ଏକମାତ୍ର ଭେଣ୍ଡିଆ ପୁଅ, ଶୁଖୁନି ପରିବାର ଆଖିର ଲୁହ
ଯାଜପୁର: ସରୁନି ଦାଦନ ଦୁଃଖ । ପରିବାର ପ୍ରତିପୋଷଣ ଦୁଇ ପଇସା ରୋଜଗାର କରିବାକୁ ଯାଇଥିଲେ କିନ୍ତୁ ଏବେ ଶବ ହୋଇ ଫେରିଲେ ।
ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଓଲ୍ଲଳ…
ଭୁବନେଶ୍ୱରରୁ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପିଏମ ମୋଦୀ, ଉଦବୋଧନରେ କହିଲେ ଏହି କଥା
ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଉଛନ୍ତି । ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ସମସ୍ତଙ୍କୁ ସ୍ୱାଗତ ଜଣାଇଲେ ପିଏମ ମୋଦୀ । ସେ କହିଛନ୍ତି ଯେ, କିଛି ଦିନ ପରେ ମହାକୁମ୍ଭ…
Breaking: ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବେ ଓଡିଶାବସୀ, ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍: ପରିବହନ ମନ୍ତ୍ରୀ
ଭୁବନେଶ୍ବର: ଡବଲ ଡେକର ବସକୁ ନେଇ ବଡ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଖାଲି ମହାକୁମ୍ଭ ନୁହେଁ, ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍ ଓଡ଼ିଶାରୁ ବିଭିନ୍ନ ତୀର୍ଥ ସ୍ଥାନକୁ ବସ୍ ଗଡ଼ିବା ନେଇ…
ଏହିଦିନ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ଓଡ଼ିଶା ରାଜଭବନ ଉଦ୍ୟାନ, ଜାଣନ୍ତୁ ପାସ୍ କିପରି ପାଇବେ
ଭୁବନେଶ୍ୱର: ପ୍ରତ୍ୟେକବର୍ଷ ଭଳି ଏବର୍ଷ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଖୋଲିବାକୁ ଯାଉଛି ଓଡ଼ିଶା ରାଜଭବନ। ଜାନୁଆରୀ ୧୩ (ସୋମବାର) ରୁ ଜାନୁଆରୀ ୨୨ (ବୁଧବାର) ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଓଡ଼ିଶା ରାଜଭବନ ଉଦ୍ୟାନ…
ଅଳିଆ ପାଇଁ ତୁମୁଳ କାଣ୍ଡ, ଭାଙ୍ଗିଲା ଆଜବେଷ୍ଟେସ୍ ଘର, ୩ ଆହତ
ଖଲ୍ଲିକୋଟ: ଅଳିଆକୁ ନେଇ ଗୋଷ୍ଠୀ ସଂଘର୍ଷ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖଲ୍ଲୀକୋଟର ଏକ ଗାଁରେ ।
ଆଳିଆ ପାଇଁ କାଣ୍ଡ: ଅଳିଆ ପକାଇବାକୁ ନେଇ ପଥରା ଓ ଓଡ଼ିଆ…