Browsing Category

ରାଜ୍ୟ

Breaking: ଜିରୋ ନାଇଟ ସେଲିବ୍ରେଶନବେଳେ ଫୁଟିଲା ଗୁଳି, ୪ ଆହତ ହସ୍ପିଟାଲରେ ଭର୍ତ୍ତି

ଖଲ୍ଲିକୋଟ: ନୂଆବର୍ଷ ଆରମ୍ଭରୁ ଅଘଟଣ ଖବର । ଖଲ୍ଲିକୋଟରେ ଜିରୋ ନାଇଟରେ ଗୁଳିକାଣ୍ଡ । ରମ୍ଭାଥାନା ବସୁଳିଆ ଓଡ଼ିଆରପି କଲୋନୀରେ ଗୁଳିକାଣ୍ଡ । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା । ୪ ଗୁରୁତରଙ୍କୁ…

ଅଧା ରହିଗଲା ପିକନିକ୍ ମଜା, ବୋଲେରୋ- କାର ମୁହାଁମୁହିଁ ଧକ୍କା, ୬ ଆହତ

ଜଳେଶ୍ୱର: ନୂଆ ବର୍ଷ ଆରମ୍ଭରେ ଏକ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା । ୫୭ ନମ୍ବର ଜାତୀୟ ରାଜପଥ ବାଣିଦା ନିକଟରେ ବୋଲେରୋ- କାର ମୁହାଁମୁହିଁ ଧକ୍କା ହୋଇଥିଲେ । ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ…

Happy New Year: ସ୍ବାଗତଂ 2025…ନାଚ ଗୀତରେ ଜିରୋ ନାଇଟ୍ ସେଲିବ୍ରେସନ, ଧୁମଧାମରେ ନୂଆବର୍ଷକୁ ସ୍ବାଗତ କଲେ ଦେଶବାସୀ

ଭୁବନେଶ୍ବର: ବିଦାୟ ନେଇଛି ବିଦାୟୀ ବର୍ଷ 2024 । ଘଣ୍ଟାରେ ରାତି 12ଟାର ଟିକଟିକ ବାଜିସାରିଥିବା ବେଳେ ଏହାକୁ ତାଳଦେଇ ବାଣ ମଧ୍ୟ ଠୋ ଠୋ କରି ଫାଟିଛି । ସବୁରଙ୍ଗର ଆଲୋକରେ ରଙ୍ଗୀନ ହୋଇଛି ଆକାଶ । ନୂଆ ଆଶା ସହିତ…

ତୀରନ୍ଦାଜୀରେ ପଦକ ଜିତିଲେ ବେଦାନ୍ତର କ୍ରୀଡାବିତ୍‍ ସଞ୍ଜୟ ମାଝୀ: ଏନଟିପିସି ଜାତୀୟ ତୀରନ୍ଦାଜୀ ଚାମ୍ପିୟନସିପରେ ମିଳିଲା କାଂସ୍ୟ ପଦକ

ଭୁବନେଶ୍ୱର: ବେଦାନ୍ତ କ୍ରୀଡା ପ୍ରୋତ୍ସାହନର ପ୍ରତିଭାବାନ ଯୁବ ତୀରନ୍ଦାଜ ସଞ୍ଜୟ ମାଝୀ ସମ୍ମାନଜନକ ଏନଟିପିସି ସିନିୟର ନ୍ୟାସନାଲ ଆର୍ଚରୀ ଚାମ୍ପିୟନଶିପ୍ ୨୦୨୪ରେ କାଂସ୍ୟ ପଦକ ଜିତିଛନ୍ତି । ଭାରତର ପ୍ରମୁଖ…

ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡ଼ିରେ ଫେରୁଛି ବାଘୁଣୀ ‘ଜିନ୍ନତ’, ମଧ୍ୟରାତ୍ରି ସୁଦ୍ଧା ପହଞ୍ଚିବ ଶିମିଳିପାଳ

ଭୁବନେଶ୍ୱର: ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡ଼ିରେ ଫେରୁଛି ବାଘୁଣୀ 'ଜିନତ' । ଆଲିପୁର ଚିଡ଼ିଆଖାନାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଅଣାଯାଉଛି । ମଧ୍ୟରାତ୍ରି ସୁଦ୍ଧା 'ଜିନ୍ନତ' ଶିମିଳିପାଳ ପହଞ୍ଚିବା ଆଶା । ପୁଣି…

ପ୍ରବାସୀ ଦିବସ ପାଇଁ ପଞ୍ଜିକରଣ କଲେଣି ୨୭୪୮ ଜଣ , ସାମିଲ ହେବେ ୭ ହଜାର ପ୍ରବାସୀ ଭାରତୀୟ

ଭୁବନେଶ୍ୱର: ଆସନ୍ତା ବର୍ଷ ରାଜ୍ୟରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ଲାଗି ପଞ୍ଜୀକରଣ ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ୨୭୪୮ ଜଣ ଅତିଥି ନାମ ପଞ୍ଜୀକରଣ କରିସାରିଲେଣି । ସମାରୋହକୁ ଦେଶ, ବିଦେଶରୁ…

ବିଜେଡିକୁ ଶିକ୍ଷା ମନ୍ତ୍ରୀଙ୍କ କଟାକ୍ଷ, “ଷ୍ଟାଡିୟମକୁ ମନ୍ତ୍ରୀ ଯାଉନଥିଲେ, ଜଣେ ବଗ ପରି ଟୁଙ୍ଗୁ ଟୁଙ୍ଗୁ ହେଉଥିଲେ”

ଭୁବନେଶ୍ବର- ବିଜେଡି ମୁଖପାତ୍ର ଲେନିନ ମହାନ୍ତି ମନ୍ତ୍ରୀ ସୂର୍ୟ୍ୟ ବଶୀ ସୂରଜଙ୍କୁ ଅପରିପକ୍ଵ କହିଥିଲେ। ଏହାର ଜବାବ ରଖିଛନ୍ତି ଶିକ୍ଷା ମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀ । ପରିସ୍ଥିତି ପଦମର୍ୟ୍ୟାଦା ଏବଂ ଗମ୍ଭୀରତାକୁ…

ଜିରୋ ନାଇଟରେ ଜଗାକୁ ଦେଖିପାରିବେ ଭକ୍ତ, ରାତି ସାଢ଼େ ୧୨ ସୁଦ୍ଧା ଫିଟିବ ଦ୍ବାର

ଭୁବନେଶ୍ବର: ଆଉ କେଇ ଘଣ୍ଟା ପରେ ବିଦାୟ ନେବ ବର୍ଷ 2024 । 2025 ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ତେବେ ନୂଆବର୍ଷରେ ଶ୍ରୀଜଗନ୍ନାଥଙ୍କ ଆର୍ଶିବାଦ ନେବା ପାଇଁ…

ପୁରୁଷଙ୍କ ସୁରକ୍ଷା ପାଇଁ ଆଗକୁ ଆସିଲେ ବାବା ବଳିଆ, କହିଲେ- ପୁରୁଷ କମିଶନ ଗଠନର ଆବଶ୍ୟକତା ରହିଛି

ଭୁବନେଶ୍ୱର- ପୁରୁଷଙ୍କୁ ନ୍ୟାୟ ଦେବାକୁ ଅଣ୍ଟା ଭିଡିଲେ ବାବା ବଳିଆ । ପୁରୁଷଙ୍କ ସୁରକ୍ଷା ପାଇଁ ମଧ୍ୟ ଏକ କମିଶନର ଆବଶ୍ୟକତା ରହିଥିବା କହିଛନ୍ତି ବାବା । ଆବଶ୍ୟକ ପଡିଲେ ବାବା ପୁରୁଷ କମିଶନ ଗଠନ ଦାବିରେ ଦରକାର ହେଲେ…

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ, ୭ଦିନ ଡାକ୍ତର ବେଶରେ ୱାର୍ଡ ବୁଲୁଥିଲେ ହେଲେ ଔଷଧ ଲେଖୁ ନ ଥିଲେ

ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ । ଆପ୍ରୋନ ପିନ୍ଧି ଷ୍ଟେଥୋ ପକାଇ ୭ ଦିନ ହେଲା ୱାର୍ଡ ବୁଲୁଥିଲେ । ୱାର୍ଡରେ ରୋଗୀଙ୍କୁ ଦେଖୁଥିଲେ କିନ୍ତୁ ଔଷଧ ଲେଖୁ ନ ଥିଲେ । ଅଭିଯୁକ୍ତର ବୟସ କମ୍…