Browsing Category
ରାଜ୍ୟ
ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ, ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ବିଧାୟକଙ୍କ ବନ୍ଦ ଡାକରା
ଭବାନୀପାଟଣା: ଧାନମଣ୍ଡି ଅବ୍ୟବସ୍ଥା ଏବଂ କଟନିଛଟନି ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ । ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ବିଧାୟକ ସାଗର ଚରଣ ଦାସ । ମଣ୍ଡିରେ ସବୁ ବ୍ୟବସ୍ଥା ଫେଲ ହେଉଥିବା ବେଳେ…
Weather Update: ପଶ୍ଚିମାଝଡ ପ୍ରଭାବରେ ଆଜି 7 ଜିଲ୍ଲାରେ ବର୍ଷା, ନୂଆବର୍ଷରେ ଥରିବ ଓଡିଶା
ଭୁବନେଶ୍ବର: 2 ଦିନର ବିରତି ପରେ ଆଜି ରାଜ୍ୟରେ ପୁଣିଥରେ ବର୍ଷା ଦେଖାଯିବାର ସମ୍ଭାବନା ରହିଛି । ଆଜି ଏବଂ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଥିବା କଥା କହିଛି ଭୁବନେଶ୍ବର ଆଞ୍ଚଳିକ…
ମହାବଳ ବାଘ ଛାଲ ଜବତ ଘଟଣା: ଉଦଳା ହସ୍ପିଟାଲର ଜଣେ ଡାକ୍ତରଙ୍କୁ ଗିରଫ କଲା ବନ ବିଭାଗ
ବାଲେଶ୍ବର: (ଓଡ଼ିଶା ଭାସ୍କର) ମହାବଳ ବାଘ ଛାଲ ଜବତ ଘଟଣାରେ ଗିରଫ ହେଲେ ଜଣେ ଡାକ୍ତର । ଉଦଳା ହସ୍ପିଟାଲର ଜଣେ ଡାକ୍ତରଙ୍କୁ ଗିରଫ କଲା ବନ ବିଭାଗ । ଡାକ୍ତର ଜଣଙ୍କ ଟଙ୍କା ଦେଣନେଣର ମୁଖ୍ୟ କାର୍ପଟଦାର ଥିବା ମିଳିଲା…
ଗଠନ ହେଲା ଓଡ଼ିଶା ଲ’ କମିଶନ: ଜଷ୍ଟିସ ବିଶ୍ୱନାଥ ରଥ ହେଲେ ଅଧ୍ୟକ୍ଷ
ଭୁବନେଶ୍ୱର: ଗଠନ ହେଲା ଓଡ଼ିଶା ଲ’ କମିଶନ। ଜଷ୍ଟିସ ବିଶ୍ୱନାଥ ରଥ ହେଲେ ଲ’କମିଶନର ଅଧ୍ୟକ୍ଷ। ଲ’ କମିଶନରେ ଅଧ୍ୟକ୍ଷଙ୍କ ସହ ୬ଜଣ ସଦସ୍ୟ ଅଛନ୍ତି। ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏକ୍ସ ଅଫିସିଓର ସଦସ୍ୟ…
Breaking- ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ସହ ଜଳିଯାଇଥିବା ସ୍କୁଟି ଉଦ୍ଧାର
ସୁନ୍ଦରଗଡ- ସୁନ୍ଦରଗଡ ଜିଲ୍ଲାରେ ଛାତିଥରା ଖବର । ଜଣେ ଲୋକଙ୍କୁ ଦୁର୍ବୃତ୍ତମାନେ ଜୀବନ୍ତ ଜାଳିଦେଇଥିବା ସୂଚନା ରହିଛି । ଏଥିରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଘଟିଛି ଲେପ୍ରିପଡା ସର୍ଗିପାଲିରେ ।…
‘ଏକ୍ସ’ରେ ମୋର କୌଣସି ଆକାଉଣ୍ଟ ନାହିଁ: ଭି.କେ ପାଣ୍ଡିଆନ
ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ନିଜର ‘ଏକ୍ସ’ ଆକାଉଣ୍ଟକୁ ନେଇ ବର୍ତ୍ତମାନ ଏକ ବଡ଼ ଖୁଲାସା କରିଛନ୍ତି । ସେ ନିଜେ କହିଛନ୍ତି, “ମୋର ‘ଏକ୍ସ’ରେ କୌଣସି ଆକାଉଣ୍ଟ ନାହିଁ ।…
୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଲ ମଝିରେ ଜଳିଗଲେ ଚାଷୀ
ଭଦ୍ରକ: (ଓଡ଼ିଶା ଭାସ୍କର) ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଲ ମଝିରେ ଜଳିଗଲେ ଚାଷୀ । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ବାଲିଗାଁ ନରସିଂହପୁର ଗାଁ ୧୨ ନମ୍ବର ଓ୍ଵାର୍ଡରେ । ମୃତ ଚାଷୀ…
Breaking: ଟୋକନ ଅବଧି ୧୫ ଦିନକୁ ବୃଦ୍ଧି, ବ୍ୟସ୍ତ ନ ହେବା ଲାଗି ଚାଷୀଙ୍କୁ ପରାମର୍ଶ ଦେଲେ ମନ୍ତ୍ରୀ
ଭୁବନେଶ୍ୱର: ବର୍ଷାରେ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କ୍ଷତିପୂରଣ ବାବଦକୁ କୌଣସି ଚାଷୀ ଚିନ୍ତିତ କି ବିବ୍ରତ ନ ହେବା ଲାଗି କହିଲେ ମନ୍ତ୍ରୀ…
ଜିରୋ ନାଇଟରେ ଚୋରା ମଦ ବିକିଲେ କଡା କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ
ଭୁବନେଶ୍ବର: ଆଉ ଦୁଇଦିନ ପରେ ବିଦାୟ ନେବ ପୁରୁଣା ବର୍ଷ । ନୂଆ ବର୍ଷକୁ ଆଗମନ କରିବା ପାଇଁ ସମସ୍ତେ କରିବେ ଜିରୋ ନାଇଟ୍ ସେଲିବ୍ରେସନ । ପାର୍ଟିର ଆସର ସହିତ ଡିଜେ ନାଇଟର ତାଳେ ତାଳେ ଝୁମିବେ ଦର୍ଶକ । ନବ ବର୍ଷ…
ରାଜ୍ୟରେ ଅଛନ୍ତି ୪୦ ଲକ୍ଷ ଭୂତ ରାସନକାର୍ଡଧାରୀ, ପ୍ରକୃତ ଚାଷୀଙ୍କ ଚିହ୍ନଟ ପାଇଁ ପୁଣିଥରେ ହେବ ପଞ୍ଜିକରଣ
ଭୁବନେଶ୍ବର: ଭୂତ ରାସନକାର୍ଡଧାରୀଙ୍କୁ ନେଇ ସରକାରଙ୍କ ତତ୍ପରତା । ଭୂତ ରାସନକାର୍ଡଧାରୀଙ୍କୁ ଧରିବେ ରାଜ୍ୟ ସରକାର । ବର୍ତ୍ତମାନ ଓଜିଶାରେ 40 ଲକ୍ଷ ଭୂତ ରାସନକାର୍ଡଧାରୀ ରହିଥିବା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର…
