Browsing Category

ରାଜ୍ୟ

ସାବଧାନ ଓଡ଼ିଶା! ୨୪ରୁ ପୁଣି ଆସୁଛି ବର୍ଷା, ସତର୍କ କଲା ପାଣିପାଗ ବିଭାଗ:ବଢିବ ଶୀତ…

ଭୁବନେଶ୍ୱର: ୩ ଦିନର ଲଗାଣ ବର୍ଷା ପରେ ଆଜି ଓଡ଼ିଶାବାସୀଙ୍କୁ ମିଳିଛି ଅଶ୍ୱସ୍ତି । ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡାର ପରିମାଣ ମଧ୍ୟ ବୃଦ୍ଧି ପାଇଛି । ଏହାଭିତରେ ପାଣିପାଗ ବିଭାଗ ପୁଣିଏକ ବର୍ଷା ନେଇ…

ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ, ମୃତ ଘୋଷଣା କଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଖେଳିଯାଇଛି ଶୋକର ଲହରୀ। ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ମୃତ ଘୋଷଣା କଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ। ୨୦୦୯, ୨୦୧୪ରେ…

ଜେଲକୁ ଆସିବାର ୩ ଦିନରେ ବିଚାରାଧୀନ କଏଦୀ ବୁଜିଲେ ଆଖି, ସଂଗୀନ ଅଭିଯୋଗରେ ହୋଇଥିଲେ ଗିରଫ

ବଲାଙ୍ଗୀର- ବଲାଙ୍ଗୀର ଜେଲରେ ବିଚାରାଧୀନ ଥିବା ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ଭୀମ ଭୋଇ ହସ୍ପିଟାଲରେ କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଗତ ୧୯ ତାରିଖରେ ସେ ବଲାଙ୍ଗୀର ଜେଲକୁ ଆସିଥିଲେ । ତାଙ୍କ ବିରୋଧରେ ଥିଲା…

ଅର୍ଦ୍ଧଶତକ ଲଗାଇ ବିଜୟ ହାସଲ କଲେ ଏହି ମହିଳା, ବାଂଲାଦେଶକୁ ଧୂଳି ଚଟାଇଲା ଭାରତ

ନୂଆଦିଲ୍ଲୀ: ଅଣ୍ଡର-୧୯ ମହିଳା ଏସିଆ କପର ପ୍ରଥମ ଏଡିସନ ୨୦୨୪ରେ ଆୟୋଜିତ ହୋଇଛି ଏବଂ ଭାରତୀୟ ମହିଳା ଟିମ୍ ପ୍ରଥମଥର ଏଥିରେ ବିଜୟ ହାସଲ କରିଛି। ଫାଇନାଲରେ ଭାରତ ବାଂଲାଦେଶକୁ ୪୧ ରନରେ ହରାଇ ମ୍ୟାଚକୁ ନିଜ ନାମରେ…

ସାମାନ୍ୟ ବଚସାରୁ ଭାଇ ହେଲା ଭଗାରୀ,ଭଉଣୀ ଘର ଉପରେ ପକାଇଲା ବୋମା

ନୟାଗଡ- ସାମାନ୍ୟ ବଚସାରୁ ଭାଇ ହେଲା ଭଗାରୀ । ଭଉଣୀ ଘର ଉପରେ ପକାଇଲା ବୋମା । ଏପରି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲାରେ । ବୋମା ମାଡରେ ଭଉଣୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ପରିବାରର ଅନ୍ୟ ୩ ଜଣ ମଧ୍ୟ ଆହତ…

ଇସ୍ପାତ ନଗରୀରେ ମାରାଥନ ବେଳେ ଗୁଳିମାଡ, ଜଣେ ଗୁରୁତର

ରାଉରକେଲା- ଇସ୍ପାତ ନଗରୀରେ ଫାୟାରିଂ । ଏକ ମାରାଥନ ଚାଲିଥିବା ବେଳେ ଫୁଟିଲା ଗୁଳି । ଏଥିରେ ଜଣେ ବ୍ୟକ୍ତି ଗୁରୁତର । ଆହତଙ୍କୁ ରାଉରକେଲାର ଆଇଜିଏଚରେ ଭର୍ତ୍ତି କରାଯାଇଛି । ରାଉରକେଲା ସେକ୍ଟର ୩ ଥାନା ଅଞ୍ଚଳରେ…

ଆଡଭୋକେଟ ୱେଲଫେୟାର ଫଣ୍ଡକୁ ଦ୍ୱିଗୁଣିତ କଲେ ରାଜ୍ୟ ସରକାର

ଭୁବନେଶ୍ୱର- ରାଜ୍ୟର ଆଇନଜୀବୀଙ୍କ ପାଇଁ ଆସିଲା ବଡ ଓ ଖୁସି ଖବର । ରାଜ୍ୟର ଆଇନଜୀବୀ କଲ୍ୟାଣ ପାଣ୍ଠି ବଢିଲା । ରାଜ୍ୟ ସରକାର ଆଇନଜୀବୀ ୱେଲଫେୟାର ଫଣ୍ଡକୁ ବଢାଇ ଦିଆଯାଇଛି । ସୂଚନା ଦେଲେ ଆଇମନ୍ତ୍ରୀ ପୃଥିରାଜ…

ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ିରେ ଦର୍ଶନ କରିବେ ଭକ୍ତ

ପୁରୀ: ନୂଆ ବର୍ଷ ପାଇଁ ଆଉ କେଇଟା ଦିନ ବାକି ରହିଛି। ଏହାରି ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ନୂଆ ବ୍ୟବସ୍ଥା ଜାରି ହୋଇଛି। ନୂଆ ଆଇନ ଅନୁଯାୟୀ, ନୂଆ ବର୍ଷ ଅର୍ଥାତ ୨୦୨୫ ବର୍ଷ ଜାନୁଆରୀ ୧…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆରମ୍ଭ ହେଲା ଆବେଦନ, ଜାଣନ୍ତୁ କିପରି କରିବେ Apply

ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ । ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ ହୋଇଛି ବ୍ୟବସ୍ଥା । ଶିକ୍ଷା ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବା ପାଇଁ 5T ଉପକ୍ରମରେ ଆରମ୍ଭ ହୋଇଛି…

ସ୍କୁଟି ସହ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ନବରଙ୍ଗପୁର: ରାଜ୍ୟରେ ତଥା ଦେଶରେ ଦୁର୍ଘଟଣା ମାମଲା ଥମିବାର ନାମ ନେଉନି। ଅନିୟନ୍ତ୍ରିତ ଏବଂ ଅନ୍ୟମନସ୍କ ହୋଇ ଗାଡ଼ି ଚଲାଇବାରେ ପ୍ରତିଦିନ ଶହ ଶହ ଲୋକଙ୍କ ପ୍ରାଣିହାନି ଘଟୁଛି। ତେବେ ଏହାରି ମଧ୍ୟରେ ନବରଙ୍ଗପୁରରୁ ଏକ…