Browsing Category

ରାଜ୍ୟ

ଜିଓ ଆଣିଲା ଭାରତର ପ୍ରଥମ ଆଣ୍ଡ୍ରଏଡ୍ ଟ୍ୟାଗ୍: ହଜାଇବାକୁ ଦେବନାହିଁ ତୁମର ମୂଲ୍ୟବାନ ଜିନିଷ, ଜାଣନ୍ତୁ ଦାମ୍ କେତେ

ନୂଆଦିଲ୍ଲୀ: ଜିନିଷ ରଖିବାକୁ ଭୁଲିଯାଉଛନ୍ତି ବା କୌଣସି ଜିନିଷ ହଗିଯିବାର ଡର ରହୁଛି, ତେବେ ଜିଓର ନୂଆ ଡିଭାଇସ୍ ଆପଣଙ୍କ ପାଇଁ ଆସିଛି ।ବାସ୍ତବରେ ରିଲାଏନ୍ସ ଜିଓ ଏହାର ଜିଓଟ୍ୟାଗ୍ ଗୋ ଉପକରଣ ଭାରତରେ ଲଞ୍ଚ କରିଛି ।…

ୟୁନିଭର୍ସିଟି ହଷ୍ଟେଲରୁ ଉଦ୍ଧାର ହେଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ଭବାନୀପାଟଣା: ରାଜ୍ୟରେ କିଛି ଦିନ ହେବ ଝୁଲନ୍ତା ମୃତଦେହ ମାମଲା ବଢିପାରେ ଲାଗିଛି । ଏହାରି ମଧ୍ୟରେ ଭବାନୀପାଟଣାରୁ ଏଭଳି ଏକ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି । ୟୁନିଭର୍ସିଟି ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା…

ସେନାକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୫ ଆତଙ୍କୀ ନିହତ,୨ ଯବାନ ଆହତ

ଶ୍ରୀନଗର: ଜାମ୍ମୁ କଶ୍ମୀର କୁଲଗାମରେ ବଡ଼ ଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ । ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୨ ଯବାନ ଆହତ ହୋଇଥିବା ସୂଚନା । ଘଟଣାସ୍ଥଳରେ ଆଉକିଛି…

Breaking: ସକାଳୁ ସକାଳୁ ହଣାକଟା… ଟଙ୍କା ପାଇଁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ୪ ଜଣଙ୍କୁ ହାଣିଲେ

ଭଦ୍ରକ: ଟଙ୍କା ନ ଦେବାରୁ ବିଚ୍ ରାସ୍ତାରେ ଗୋଡ଼ାଇ ହାଣିଲେ । ନୂଆବସ୍ ଷ୍ଟାଣ୍ଟ ପୋଲ ତଳେ ଆତଙ୍କ ଖେଳାଇଲେ ୩ ଦୁର୍ବୃତ୍ତ । ଅଣ୍ଡା ବୋଝେଇ ଟ୍ରକ୍ ଡ୍ରାଇଭର ଟଙ୍କା ନ ଦେବାରୁ ଗୁଣ୍ଡାରାଜ । ଡ୍ରାଇଭର, ଟ୍ରାନ୍ସପୋର୍ଟ…

୨୦ ଓ ୨୧ରେ ବର୍ଷା, ତିନି ଦିନ ଯାଏଁ କୋହଲା ରହିବ ପାଗ: ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଜି ଉପକୂଳ ଓଡି଼ଶା ଓ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୦ ଓ ୨୧ ତାରିଖରେ ବର୍ଷା ହେବ। ଆସନ୍ତା ତିନି ଦିନ ଯାଏଁ ପୂରା ରାଜ୍ୟରେ ଦିନ ବେଳା ପାଗ କୋହଲା ରହିବ।…

ଏହି ତେଲ ଦ୍ୱାରା ଶରୀରରେ କମିଥାଏ Bad Cholestrol: ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର

ଓଡିଶା ଭାସ୍କର: ଲୋକମାନଙ୍କୁ ପାଇଁ ବିଭିନ୍ନ ସମସ୍ୟାର କାରଣ ସାଜିଛି ଆଜିକାଲିର ଆଧୁନିକ ଜୀବନଶୈଳୀ । ସେଥିମଧ୍ୟରୁ ବ୍ୟାଡ୍ କୋଲେଷ୍ଟ୍ରଲ ଏପରି ଏକ ସମସ୍ୟା ଯାହା ଅନେକ ବଡ ବଡ ରୋଗର ମୂଳ କାରଣ ହୋଇଥାଏ । ଏପରି ସ୍ଥଳେ…

ନିଲମ୍ବିତ ହେଲେ ସହକାରୀ ଜିଲ୍ଲାପାଳ, ମହିଳା କର୍ମଚାରୀଙ୍କୁ କରିଥିଲେ ଅସଦାଚରଣ

ଭୁବନେଶ୍ବର: କାର୍ଯ୍ୟରୁ ନିଲମ୍ବିତ ହେଲେ ସହକାରୀ ଜିଲ୍ଲାପାଳ । ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା କାରଣରୁ ଚାକିରିରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ କରାଯାଇଥିବା ସରକାରୀ ବାବୁଙ୍କ ନାମ ଉମେଶ ଲେଙ୍କା ।…

ନିଜ Promise ଭାଙ୍ଗିଦେଲେ ରବିଚନ୍ଦ୍ରନ ଅଶ୍ୱୀନ? ପୂର୍ବ କ୍ରିକେଟରଙ୍କୁ ଦେଲେ ଏମିତି ସମ୍ମାନ

ଓଡ଼ିଶା ଭାସ୍କର: ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଭାରତର ଷ୍ଟାର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ପରେ ଅଚାନକ କ୍ରିକେଟରୁ ଅବସର ଘୋଷଣା…

ଶୀତ ଭିତରେ ବର୍ଷା ଭୟ, 21 ତାରିଖ ଯାଏଁ ଏହି ସ୍ଥାନରେ କାଚିବା ସମ୍ଭାବନା

ଭୁବନେଶ୍ବର: ଗତ କିଛି ଦିନ ହେବ ଓଡିଶାରେ ଶୀତର ଲହରି ଜାରି ରହିଥିବା ବେଳେ ବର୍ତ୍ତମାନ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ଆସନ୍ତା 21 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ।…

Plus Two Exam: ୧୨୬୮ ପରୀକ୍ଷା କେନ୍ଦ୍ରରେ ହେବ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ବର: ଆସନ୍ତା ମାସରୁ ରାଜ୍ୟରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଆସନ୍ତା 18 ତାରିଖକୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ 1268 କେନ୍ଦ୍ରରେ ପରୀକ୍ଷା ହେବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି…