Browsing Category

ରାଜ୍ୟ

ଖୋଲୁଚି ବ୍ରିଜ୍ ଆଣ୍ଡ ରୁଫ ମାମଲାର ଗୁମର, ଭୁବନେଶ୍ୱର ନୁହେଁ ଦିଲ୍ଲୀରେ ହାଜର ହେବେ ବିଷ୍ଣୁପଦ!

ଭୁବନେଶ୍ବର: ଭୁବନେଶ୍ବର ନୁହେଁ ଦିଲ୍ଲୀ ସିବିଆଇରେ ହାଜର ହୋଇପାରନ୍ତି IAS ବିଷ୍ଣୁପଦ ସେଠୀ । ତଦନ୍ତରେ ସହଯୋଗ କରିବା ସହ ସମସ୍ତ ତଥ୍ୟ ରଖିବେ ବୋଲି କୁହାଯାଇଛି । ହେଲେ ବର୍ତ୍ତମାନ ସେ ଭୁବନେଶ୍ବର ପରିବର୍ତ୍ତେ…

ଚିକେନ୍ ଦୋକାନ ଉପରେ ବୋମାମାଡ଼, ପୂର୍ବ ଶତ୍ରୁତା ସନ୍ଦେହ

କୋଣାର୍କ: କାକଟପୁର ଥାନା କଟକଣା ଗାଁ ନିକଟରେ ବୋମାମାଡ଼ ଦେଖିବାକୁ ମିଳିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକେନ୍ ଦୋକାନ ଉପରେ ବୋମାମାଡ଼ କରାଯାଇଛି । ଏହି ବୋମାମାଡ଼ରେ ଗୋଟିଏ ବାଇକ୍ ଜଳିଯାଇଛି । ବୋମାମାଡ଼…

ଥଣ୍ଡା ବୋତଲରେ ଦେଶୀ ମଦ ଚାଲାଣ, ୩ ଜଣଙ୍କୁ ଗିରଫ କଲା ପୋଲିସ

ଉଦଳା: ଆସୁଛି ନୂଆ ବର୍ଷ । ରାଜ୍ୟର ପ୍ରାୟ ସମସ୍ତ ପିକନିକ୍ ସ୍ପଟରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଏଥିମଧ୍ୟରେ ଦିନକୁ ଦିନ ଦେଶୀ ମଦ ଚୋରାଚାଲାଣକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗୁଛି । ଥଣ୍ଡା ବୋତଲରେ ଦେଶୀ…

ସୃଷ୍ଟି ହେଲା ଲଘୁଚାପ, ଆଜି ଏହିସବୁ ଜିଲ୍ଲାରେ ହେବ ବର୍ଷା : ବଢିବ ରାତି ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ପୂରା ରାଜ୍ୟ ହାଡଭଙ୍ଗା ଶୀତରେ ଥରୁଛି। ଅନେକ ସହରର ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଆସିଛି ତାପମାତ୍ରା । ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତର ଲହରୀ ଜାରି…

Breaking: ପୋଲିସବାବୁଙ୍କ ଉପରେ ସୁନା କଳସ ଢାଳିବେ CM… ଦ୍ୱିଗୁଣା ହେବ ହାବିଲଦାର, କନଷ୍ଟେବଲଙ୍କ ଭତ୍ତା, ୬ ହଜାରଙ୍କୁ ମିଳିବ…

ଭୁବନେଶ୍ୱର: ପୋଲିସ କର୍ମଚାରୀଙ୍କୁ ଏକ ମାସ ଦରମା ଅଧିକ ଦେବାକୁ ଖୁବ୍ଶୀଘ୍ର ନିଷ୍ପତ୍ତି । ଓଡ଼ିଶା ହାବିଲଦାର, କନଷ୍ଟେବଲ, ସିପାହୀ ମହାସଂଘ ଉତ୍ସବରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଦେଲେ ସୂଚନା । ପୋଷାକ ଭତ୍ତା ୫ ହଜାରରୁ…

ଓଦା ଓ ବର୍ଜବସ୍ତୁରୁ ପ୍ରସ୍ତୁତ ହେବ CNG: ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଦା ଓ ପରିବା ବର୍ଜବ୍ୟସ୍ତୁରୁ ପ୍ରସ୍ତୁତ ହେବ କମ୍ପ୍ରେସଡ ନ୍ୟାଚୁରାଲ ଗ୍ୟାସ (ସିଏନଜି) । ଏଥିପାଇଁ ଭୁବନେଶ୍ୱର ଠାରେ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏନେଇ…

ଆଜି ପବିତ୍ର ଧନୁ ସଂକ୍ରାନ୍ତି: ରଥ କାଠ ଚିହ୍ନଟ ପାଇଁ ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କଲେ ମେକାପଙ୍କ ଟିମ୍

ପୁରୀ: (ଓଡ଼ିଶା ଭାସ୍କର) ଆଜିଠାରୁ ରଥଯାତ୍ରାର ପକ୍ରିୟା ଆରମ୍ଭ ହୋଇଛି । ରଥ କାଠ ଚିହ୍ନଟ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ ନୟାଗଡର…

ମୁଖ୍ୟମନ୍ତ୍ରୀଙ୍କ ସୂଚନା: ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଇଥର ଓଡ଼ିଶା ଗସ୍ତରେ ଆସିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ସର୍ବଭାରତୀୟ ଡିଜି/ଆଇଜି ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ । ତେବେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ପୁଣି…

୬୯ତମ ପୋଲିସ ଡ୍ୟୁଟି ମିଟ୍ ୨୦୨୪: ମହିଳା ବିରୋଧୀ ଅପରାଧ ଓ ସାଇବର କ୍ରାଇମ ଉପରେ ଦୃଢ଼ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । ତେଣୁ, ପୋଲିସକୁ ମଧ୍ୟ ଅପରାଧୀଙ୍କ ଠାରୁ ପାଦେ ଆଗରେ ରହିବାକୁ ହେବ । ଆଜି କଟକରେ ୬୯ତମ ପୋଲିସ ଡ୍ୟୁଟି ମିଟ୍ ୨୦୨୪ର ଉଦଯାପନୀ…

ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ରହିବ ଶୀତର ପ୍ରଭାବ: ପାଣିପାଗ ବିଭାଗର ଅନୁମାନ

ଭୁବନେଶ୍ୱର : ସମଗ୍ର ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି । ଆସନ୍ତା ୨୪ ଘଣ୍ଟା…