Browsing Category

ରାଜ୍ୟ

(Video) ପୋଲିସ ବାବୁଙ୍କ ପଲଙ୍କ ସେବା ବେଳେ ପହଞ୍ଚିଲେ ପତ୍ନୀ, ତାପରେ ତ…

କନ୍ଧମାଳ- ପୋଲିସ କ୍ୱଟରରେ ରସିକିଆ ପୋଲିସ ବାବୁ କରୁଥିଲେ ଖେଳ । ୬୦ ବର୍ଷ ବୟସରେ ସୁନ୍ଦରୀଙ୍କୁ ଆଣି ନିଜ ସରକାରୀ କ୍ୱାଟରରେ ଦିନ ଦ୍ୱିପ୍ରହରରେ ବାବୁ ରଖୁଥିଲେ ଶାରୀରିକ ସମ୍ପର୍କ । ହେଲେ କଥାରେ ଅଛି- ସବୁ ରାତି…

ଝାରପଡ଼ା ସ୍ୱତନ୍ତ୍ର ଜେଲରେ ଖୋଲିଲା ନୂତନ ସିନେମା ହଲ୍: ଏଣିକି ଜେଲ ଭିତରେ ଫିଲ୍ମ ଦେଖିପାରିବେ କଏଦୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିସେମ୍ବର ୧୦ ତାରିଖ ବିଶ୍ୱ ମାନବାଧିକାର ଦିବସ ତଥା ରାଜ୍ୟ କଏଦୀ କାରାଗାର ପ୍ରତିଷ୍ଠା ଦିବସ ଅବସରରେ ଝାରପଡ଼ା ସ୍ୱତନ୍ତ୍ର ଜେଲରେ ଖୋଲିଛି ନୂତନ ସିନେମା ହଲ୍ । ଫଳରେ ଏଣିକି ଜେଲ ଭିତରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଡିସେମ୍ବର ୩୧ରେ ମିଳିବ ମାଧୋ ସିଂ ହାତ ଖର୍ଚ୍ଚ, ଉପକୃତ ହେବେ ଏସସି-ଏସଟି ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ଆସନ୍ତା ୩୧ ତାରିଖରେ ମାଧୋ ସିଂ ହାତଖର୍ଚ୍ଚ ପ୍ରଦାନ କରାଯିବ । ରାଜ୍ୟର ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ଛତ୍ରଛାତ୍ରୀଙ୍କୁ ଏହି ହାତ ଖର୍ଚ୍ଚ…

ମଦ୍ୟପଙ୍କ ବୁଲେଟ ଚାବି ଖୋଜାରେ ଫାଟିଲା ଚାଖଣା ବିକାଳିଙ୍କ ମୁଣ୍ଡ

ପାରାଦୀପ- ବାର ନିକଟରେ ଥିବା ଚାଖଣା ବିକାଳିଙ୍କୁ ପଡିଥିଲା ଶନି ଦଶା । ଚାଖଣା ନେବାକୁ ଆସିଥିବା ମଦ୍ୟପ ନିଶାରେ ଫଟାଇଦେଲା ଦୋକାନୀଙ୍କ ମୁଣ୍ଡ । ଏମିତି ଘଟଣା ଘଟିଛି ପାରାଦୀପ ବଡପଡିଆ ଅଞ୍ଚଳରେ । ଆହତ ଦୋକାନୀଙ୍କୁ…

(Breaking) ଶ୍ରୀମନ୍ଦିର ଜଗିବାକୁ ହେବ ସ୍ପେଶାଲ ବାଟାଲିୟନ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କରିବେ କାମ

ଭୁବନେଶ୍ୱର - ଶ୍ରୀମନ୍ଦିର ପ୍ରତି ଓଡିଆଙ୍କ ପରିଚୟ । ଏହାର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ (ଏସଏସଏମଏସଭି) । ଏନେଇ ସରକାର ନିଷ୍ପତ୍ତି ନେଉଛନ୍ତି । ତେବେ ଏହି ସ୍ୱତନ୍ତ୍ର…

(Video) ନିଆଁ ଗ୍ରାସରେ ୧୪ ଭୋଗ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଘଟଗାଁ- କେନ୍ଦୁଝରର ପ୍ରଖ୍ୟାତ ଠାକୁରାଣୀ ମା ତାରିଣୀଙ୍କ ମନ୍ଦିର ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପ୍ରାୟ ୧୪ଟି ଭୋଗ ସାମଗ୍ରୀ ଦୋକାନ ସମ୍ପୂର୍ଣ୍ଣ ପୋଡି ଛାରଖାର ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର…

ବିଧାନସଭାରେ ଆଳୁ ପ୍ରଶ୍ନ: ପୂର୍ବ ସରକାରଙ୍କ ମିଶନ ଫେଲ୍‌ କହିଲେ ଉପମୁଖ୍ୟମନ୍ତ୍ରୀ, ଚାଷ ପାଇଁ ମୋଟ ଖର୍ଚ୍ଚ 64 କୋଟି

ଭୁବନେଶ୍ବର: ବିରୋଧୀ ଦଳ ବିଧାୟକଙ୍କ ଆଳୁ ପ୍ରଶ୍ନର ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ପୂର୍ବ ସରକାରଙ୍କର ଆଳୁ ମିଶନ ଫେଲ୍ ମାରିଛି । ଓଡିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ କରୁଛି । କିନ୍ତୁ…

ଭୁବନେଶ୍ୱର: ଦୁଇ ପୃଥକ ସ୍ଥାନରେ ହତ୍ୟାକାଣ୍ଡ ଅଭିଯୋଗ, ପୋଲିସର ତନାଘନା

ଭୁବନେଶ୍ୱର- ବୁଧବାର ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ସକାଳୁ ସକାଳୁ ଥାନା ଅଧୀନ ବୀରବନ୍ଧ ଗାଁ ଦାଣ୍ଡରେ ଏକ ଶବ ପଡିଥିବା ଦେଖିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି ।…

ବିଲକୁ ଯିବା ବେଳେ ହାତୀ ହାବୁଡରେ ପଡିଗଲେ ମନ୍ଦୋଦରୀ, ଶୁଣ୍ଢରେ ଟେକି କଚାଡି ମାରିଦେଲା…

ଭୁବନେଶ୍ବର: ଅନୁଗୁଳରେ ଥମିବାର ନାଁ ନେଉନାହିଁ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା । ପୁଣି ଜଣେ ମହିଳାଙ୍କର ଜୀବନ ନେଲା ହାତୀ । ବିଲକୁ ଯାଉଥିବା ବେଳେ ଟେକି ଛେଚି ଦେଲା ଦନ୍ତା । ଫଳରେ ମହିଳାଙ୍କର ମୃତ୍ୟୁ ହୋଇଥିବା…

ନିର୍ଦ୍ଦେଶ ନ ମାନିଲେ ସସପେଣ୍ଡ ହେବେ OAS ଅଧିକାରୀ: ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସରକାରୀ ନିର୍ଦ୍ଦେଶ ନ ମାନିବା ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିବ । ନିୟମ ଅବମାନନା କରୁଥିବା ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…