Browsing Category

ରାଜ୍ୟ

(Video) Processingରେ ରହିଛି କି ଆପଣଙ୍କ ‘ସୁଭଦ୍ରା’ ଟଙ୍କା? ଷ୍ଟାଟସ୍ ଚେକ୍ ବେଳେ Under Process ଆସିଲେ କ’ଣ କରିବେ ? ଜାଣନ୍ତୁ ଉତ୍ତର

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାରେ ୨ଟି ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷରୁ ଅଧିକ ମହିଳା ହିତାଧିକାରୀଙ୍କୁ ଟଙ୍କା ପଠାଯାଇଛି । ତେବେ ଅଧିକାଂଶ ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି ।…

ଦୁର୍ଗାପୂଜା ପାଇଁ ଟ୍ୱିନସିଟିରେ ପ୍ରବଳ ଭିଡ଼: ଆଉ ସମ୍ଭାଳି ପାରୁନାହାଁନ୍ତି ପୋଲିସ୍, ଟ୍ରାଫିକ୍‌ରେ ଫସିଛନ୍ତି ଲୋକ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଦୁର୍ଗାପୂଜା ପାଇଁ ସବୁ ଛକରେ ପ୍ରବଳ ଟ୍ରାଫିକ୍ ଜାମ୍ ଦେଖାବାକୁ ମିଳିଛି । ‌ ଦଶହରା ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ଯୋଜନାର ତାଲିକା ଘୋଷଣା…

ଭିନ୍ନ ଏକ ପରମ୍ପରା: ମନ୍ଦିରରେ ଘଣ୍ଟ ବାଜିଲେ ଦୌଡ଼ି ଆସନ୍ତି କୁକୁର, ପକାନ୍ତି ହୁଳହୁଳି

ପୁରୀ: (ଓଡ଼ିଶା ଭାସ୍କର) ମଶାଣି ଚଣ୍ଡୀ ମନ୍ଦିରରେ କୁକୁର ପକାଉଛନ୍ତି ହୁଳ ହୁଳି। ଏକଥା ଯେତିକି ଆଶ୍ଚର୍ଯ୍ୟ ସେତିକି ଅବିଶ୍ୱସନୀୟ ଭଳି ମନେ ହେଉଛି । ସାଧାରଣତଃ ଘଣ୍ଟ ବାଜିଲେ ଆଳତୀ ହେଲା ବେଳେ କୁକୁର ମାନେ ଉପରକୁ…

ସୌଭିକଙ୍କ ପରେ ସମ୍ବିତଙ୍କ ବିଷୋଦ୍ଗାର, ସେ ବି ନେତୃତ୍ୱଙ୍କୁ ଦେଲେ ସବୁ ଦୋଷ

ଭୁବନେଶ୍ୱର: ବିଜେଡିରେ ଯିଏ ପାରୁଛି, ସିଏ ଆସୁଛି ଓ ନେତୃତ୍ୱଙ୍କ ଉପରେ ବର୍ଷିଦେଇ ଯାଉଛନ୍ତି । ଆଗରୁ ପ୍ରଭାତ ବିଶ୍ୱାଳ, ଅମର ଶତପଥୀ, ପ୍ରଦୀପ ମାଝୀ, ବଦ୍ରୀ ପାତ୍ରଙ୍କ ପରି ବରିଷ୍ଠ ଦଳ ମୁଖିଆଙ୍କୁ ଅଇନା ଦେଖାଉଥିଲେ,…

ବାପା ହାତ ଧରି ଥିବା ବେଳେ ଟାଣି ନେଇ ଫେରାର ହୋଇଥିଲେ ଦୁର୍ବୃତ୍ତ, ପୋଲିସ କଲା ଶିଶୁପୁତ୍ରର ଉଦ୍ଧାର

ନୂଆପଡା: ବଲାଙ୍ଗୀରରୁ ଅପହୃତ ଶିଶୁ ପୁତ୍ର ହାଇଦ୍ରାବାଦରୁ ଉଦ୍ଧାର ହୋଇଛି । ନୂଆପଡାର ଶିଶୁପୁତ୍ରକୁ ବଲାଙ୍ଗୀରରୁ ଅପହରଣ କରି ହାଇଦ୍ରାବାଦ ନିଆଯାଇଥିବା ବେଳେ ଓଡିଶା ପୋଲିସ ପିଲାଟିକୁ ସକୁଶଳ ଉଦ୍ଧାର କରିବାରେ ସଫଳ…

ଡ୍ୟୁଟି ସମୟରେ ସହିଦ ହେଲେ ଓଡ଼ିଆ ଯବାନ: ୪ ବର୍ଷ ପୂର୍ବ କରିଥିଲେ ବିବାହ, ଅନାଥ ହୋଇଗଲେ ଦୁଇ ଶିଶୁକନ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପବିତ୍ର ଦଶହରାର ସମସ୍ତ ଖୁସିକୁ ଫିକା କରିଦେଇଛି ଗୋଟିଏ ଦୁଃଖ ଖବର । ପୂଜାରେ ନିଜର ପରିବାର ଓ ବନ୍ଧୁ ପରିଜନଙ୍କ ଆଖିରେ ଲୁହ ଭରିଦେଇଛନ୍ତି ଜଣେ ଓଡ଼ିଆ ଯବାନ । ମହାରାଷ୍ଟ୍ରର ନାଶିକରେ…

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : କହିଲେ – ‘ପିଲାଙ୍କ ଶିକ୍ଷାଗତ ସ୍ୱାର୍ଥର ସୁରକ୍ଷା ସରକାରଙ୍କ ଦାୟିତ୍ୱ’

କଟକ : ରାଜ୍ୟ ସରକାର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ସ୍ୱାର୍ଥର ସୁରକ୍ଷା ସହ ସେମାନଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ବାଧ୍ୟ ବୋଲି ସମ୍ବିଧାନର ନିୟମ ରହିଛି । ଛାତ୍ରଛାତ୍ରୀଙ୍କ ଯେଉଁ ଶିକ୍ଷାଗତ ଅଧିକାର…

ବିପୁଳ ପରିମାଣରେ ବେଆଇନ୍ ବିଦେଶୀ ମଦ ଜବତ, ୩ ଗିରଫ

ସମ୍ବଲପୁର: ସମ୍ବଲପୁର ପୋଲିସକୁ ମିଳିଛି ବଡ଼ ସଫଳତା । ସମ୍ବଲପୁର କ୍ଷେତରାଜପୁର ଥାନା ଅଞ୍ଚଳରୁ ବେଆଇନ ଭାବେ ଚାଲାଣ ହେଉଥିବା ପ୍ରଚୁର ପରିମାଣର ବିଦେଶୀ ମଦ ଜବତ କରିଛି ପୋଲିସ । ଏଥିରେ ସମ୍ପୃକ୍ତ ଥିବା ୩ ଜଣ…

ବୁକିଂର ୪୮ଘଣ୍ଟା ମଧ୍ୟରେ ଖାଉଟିଙ୍କ ନିକଟରେ ପହଞ୍ଚିବ ଗ୍ୟାସ୍, ନଚେତ ନିଆଯିବ କାର୍ଯ୍ୟାନୁଷ୍ଠାନ

ଏଣିକି ଗ୍ୟାସ୍ ବୁକିଂର ୪୮ଘଣ୍ଟା ମଧ୍ୟରେ ଖାଉଟିଙ୍କ ନିକଟରେ ଗ୍ୟାସ୍ ପହଞ୍ଚିବା ଦରକାର। ଏନେଇ ପୂର୍ବରୁ ଥିବା ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରାଯାଉ। ନଚେତ୍ ଖିଲାପକାରୀ ବିତରକଙ୍କ ବିରୋଧରେ କଡ଼ା…

Breaking; ମହାଷ୍ଟମୀରେ ରାଜ୍ୟ ସରକାରଙ୍କ ବଡ ଘୋଷଣା, ଛାଡ ହେଲା ପେଣ୍ଡାଲ ରେଣ୍ଟ

ଭୁବନେଶ୍ବର: ଦୁର୍ଗାପୂଜା ପାଇଁ ଉତ୍ସବମୁଖର ପୁରା ରାଜ୍ୟ । ପବିତ୍ର ଅଷ୍ଟମୀ ଉପଲକ୍ଷେ ବଡ ଘୋଷଣା କଲେ ରାଜ୍ୟ ସରକାର । ଛାଡ ହେଲା ମଣ୍ଡପ ଭଡା । ଭୁବନେଶ୍ୱର ସହିତ ସାରା ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲ ପାଇଁ…