
Browsing Category
ରାଜ୍ୟ
ଓଡ଼ିଶା: ବିଧାନସଭାର ଉପବାଚସ୍ପତିଙ୍କ ସରକାରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ରାଜ୍ୟ ବିଧାନସଭାର ଉପସଭବାଚସ୍ପତିଙ୍କ ସରକାର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବାଇପାସ୍ ନିକଟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି ।…
ଭୁବନେଶ୍ୱର ବିମାନବନ୍ଦର ପରେ ଏବେ ୧୦ଟି ବଡ଼ ହୋଟେଲକୁ ବୋମା ଧମକ: ୪୬ ଲକ୍ଷ ନଦେଲେ ଉଡ଼ାଦେବାକୁ ଆସିଲା ଇ-ମେଲ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୪ ତାରିଖରେ ବାତ୍ୟା ‘ଦାନା’କୁ ନେଇ ସାରା ରାଜ୍ୟବାସୀ ବିବ୍ରତ ଅବସ୍ଥାରେ ରହିଥିବା ବେଳେ ସେହି ସମୟରେ ଆସିଥିଲା ଏକ ବଡ଼ ଧମକ । ଭୁବନେଶ୍ୱର ବିମାନବନ୍ଦର ଓ ଝାରସୁଗୁଡ଼ା ବିମାନବନ୍ଦରକୁ…
ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ: ୪୪ ଜଣ BDO ନୂଆ ସ୍ଥାନକୁ ଟ୍ରାନ୍ସଫର ହେଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ୪୪ ଜଣ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ରାଜ୍ୟ ସରକାର ବଦଳି କରିବା ସହ ନୂଆ ସ୍ଥାନରେ ନିଯୁକ୍ତି ଦେଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ…
୧୨ ଘଣ୍ଟା ଡ୍ୟୁଟିକୁ ୮ ଘଣ୍ଟାର ଦରମା… କମ୍ପାନୀର ମନମାନୀକୁ ନେଇ ଆନ୍ଦୋଳନ ଚେତାବନୀ ଦେଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ
ପୁରୀ: ଆସନ୍ତା ୧ ତାରିଖରୁ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ । ନୂଆ ଟେଣ୍ଡର ନେଇଥିବା କମ୍ପାନୀ ବିରୋଧରେ ମହାସଂଘ ଏହାର ଅସନ୍ତୋଷ ବ୍ୟକ୍ତ କରିଛି । କମ୍ପାନୀ ମନମାନୀ କରୁଥିବା…
ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ, ଦୁର୍ବୃତ୍ତ ଫେରାର
କେନ୍ଦ୍ରାପଡ଼ା: ପାଟକୁରା ଅନ୍ତେଇ ପଞ୍ଚାୟତ ସରପଞ୍ଚଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ସରପଞ୍ଚ ସଞ୍ଜୟ ସେଠୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ । ତେବେ…
ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୨ର କଟ୍ ଅଫ୍ ମାର୍କ ଘୋଷଣା କଲା OPSC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୨ର କଟ୍ ଅଫ୍ ମାର୍କ ଘୋଷଣା କରାଯାଇଛି । ଓସିଏସ-୨୦୨୨ରେ ଚୟନ ହୋଇଥିବା ବିଭିନ୍ନ କ୍ୟାଟେଗୋରୀ ଓ ସବ-କ୍ୟାଟୋଗୋରୀ ପାଇଁ କଟ୍ ଅଫ୍ ମାର୍କ…
ଖୋଲିବ ନୂଆ ଆୟୁର୍ବେଦିକ ହସ୍ପିଟାଲ: ଆୟୁର୍ବେଦିକ ଚିକିତ୍ସାକୁ ଗୁରୁତ୍ୱ ଦେଉଛି ଓଡ଼ିଶା
ଭୁବନେଶ୍ୱର: ବର୍ତ୍ତମାନ ଆୟୁର୍ବେଦିକ ଚିକିତ୍ସା ପ୍ରତି ଗୁରୁତ୍ୱ ଦିଆଯାଉଛି । ଆସନ୍ତା ୨୯ ତାରିଖରେ ଆୟୁର୍ବେଦିକ ଦିବସ ପାଳନ କରିବା ସହ ଏହି ଦିନ ଓଡ଼ିଶାକୁ ମିଳିବ ଆଉ ଏକ ଉପହାର । ୨୯ ତାରିଖରେ ଏକ ନୂଆ ଆୟୁର୍ବେଦିକ…
Big Breaking; ୨୯ ତାରିଖରେ ଓଡ଼ିଶାକୁ ମିଳିବ ଆୟୁଷ୍ମାନ କାର୍ଡ: ଯୋଜନାର ଶୁଭାରମ୍ଭ କରିବେ ମୋଦୀ
ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ୨୯ ତାରିଖରେ ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିସି ଜରିଆରେ ଏହି…
ସାବଧାନ! କ୍ୟାମେରା ସବୁ ଦେଖୁଛି, ଥାନାରେ ପୋଲିସ ସହ ଦୁର୍ବ୍ୟବହାର ପଡିବ ମହଙ୍ଗା, ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଥାନାକୁ ଅଭିଯୋଗ ପାଇଁ ଯାଉଥିଲେ ହୋଇଯାଆନ୍ତୁ ସାବଧାନ । ପୋଲିସ ସହ ଥାନାରେ ଦୁର୍ବ୍ୟବହାର ବା ଦାଦାଗିର ପଡିବାକୁ ଯାଉଛି ମହଙ୍ଗା । ପୋଲିସ ଦେହରେ ଲାଗିଥିବା କଳଙ୍କ ଲିଭାଇ, ଜନତାଙ୍କ ପାଇଁ ପୋଲିସ ସବୁ…
ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମଶାଧୂପ, ଭଦ୍ରକରେ ଶ୍ୱାସରୁଦ୍ଧ ହୋଇ ମା’-ଝିଅ ସମେତ ୩ ଅସୁସ୍ଥ
ଭୁବନେଶ୍ୱର : ଆଜିକାଲି ଚାରିଆଡେ ଡେଙ୍ଗୁ ବ୍ୟାପିବାରେ ଲାଗିଛି । ବର୍ଷାଦିନେ ଚାରିଆଡ଼େ ପାଣି ଜମି ରହୁଥିବାରୁ ମଶାମାନଙ୍କ ଉପଦ୍ରବ ବୃଦ୍ଧି ପାଇଥାଏ। ଫଳରେ ଡେଙ୍ଗୁ, ମ୍ୟାଲେରିଆ ପରି ରୋଗ ସୃଷ୍ଟି ହୋଇଥାଏ । ଏହି ରୋଗରୁ…