Browsing Category
ରାଜ୍ୟ
(Video) ସହିଦ ଯବାନଙ୍କ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା: ସ୍ୱାଧୀନତା ଦିବସରେ ରାଜ୍ୟପାଳଙ୍କ ଘୋଷଣା
ଭୁବନେଶ୍ୱର: ଆଜି ୭୮ ତମ ସ୍ୱାଧୀନତା ଦିବସ ଅବସରରେ ଉତ୍ସବମୁଖର ହୋଇଛି ସାରା ଭାରତ । କିନ୍ତୁ ଆଜି ଭଳି ଦିନରେ କାନ୍ଦି ଉଠିଛି ଦେଶକୁ ରକ୍ଷା କରିବା ପାଇଁ ସୀମାରେ ସହିଦ ହୋଇଥିବା ବୀର ଯବାନଙ୍କ ପରିବାର । ଏହାସହିତ ଏହି…
ରାଜ୍ୟରେ ଅଲଗା ହେବ ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟ: କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ରାଜ୍ୟରେ ଥିବା ସମସ୍ତ ଯୁଗ୍ମ ମହାବିଦ୍ୟାଳୟରୁ ଯୁକ୍ତ ୨ ଓ ଯୁକ୍ତ ୩ ଅଲଗା ହେବ । ଏନେଇ ଗୁରୁବାର ମାଲକାନଗିରି ଜିଲ୍ଲା ଗସ୍ତରେ ଥିବା ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକରେ ସୂଚନା ଦେଇଛନ୍ତି କ୍ରୀଡା଼ ଓ…
କାହିଁକି ଖସି ପଡ଼ିଲେ ବଡ଼ ଠାକୁର? ଜଣା ପଡ଼ିଲା ଆଡ଼ପ ପହଣ୍ଡି ଅଘଟଣର ପ୍ରକୃତ କାରଣ
ଓଡ଼ିଶା ଭାସ୍କର: ଚଳିତବର୍ଷ ପବିତ୍ର ରଥଯାତ୍ରାରେ ଘଟିଯାଇଛି ଏକ ବିରାଟ ଅଘଟଣ । ଆଡ଼ପ ପହଣ୍ଡି ସମୟରେ ବଡ଼ ଠାକୁର ଶ୍ରୀ ବଳଭଦ୍ର ରଥରୁ ଖସି ପଡ଼ିଛନ୍ତି । ଏହି ଅଘଟଣକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ଏଭଳି ଏକ…
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଋତୁସ୍ରାବ ପାଇଁ ମହିଳାଙ୍କୁ ମିଳିବ ଗୋଟିଏ ଦିନ ଛୁଟି
ଓଡ଼ିଶା ଭାସ୍କର: ମହିଳାଙ୍କ ପାଇଁ ଆଶ୍ୱସ୍ତିକର ଖବର । ଋତୁସ୍ରାବ ପାଇଁ ମିଳିବ ଗୋଟିଏ ଦିନ ଛୁଟି । ଏନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଉଭୟ ଘରୋଇ ଏବଂ ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଏହି…
୭୮ ତମ ସ୍ୱାଧୀନତା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର: ସାରା ଦେଶ ପାଳନ କରୁଛି ୭୮ତମ ସ୍ୱାଧିନତା ଦିବସ । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ…
AIIMS ଭୁବନେଶ୍ୱରକୁ ଶ୍ରେଷ୍ଠ ମେଡିକାଲ୍ କଲେଜ ମାନ୍ୟତା: ରୋଗୀସେବା-ଗବେଷଣା କ୍ଷେତ୍ରରେ ସଫଳତା
ଭୁବନେଶ୍ୱର: ରାଜ୍ୟ ତଥା ସମଗ୍ର ପୂର୍ବ ଭାରତ ପାଇଁ ପୁଣିଥରେ ସଫଳତାର ଆନନ୍ଦ ଆଣି ଦେଇଛି ଏମ୍ସ ଭୁବନେଶ୍ୱର। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା…
ରକ୍ଷାବନ୍ଧନ ଦିନ ସୃଷ୍ଟି ହେଉଛି ଅଦ୍ଭୁତ ଯୋଗ; ଅକାଶରେ ଦେଖାଯିବ ବ୍ଲୁ ମୁନ୍, ୬ଟି ରାଶି ଉପରେ ହେବ ଧନ ବର୍ଷା!
ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ରକ୍ଷାବନ୍ଧନରେ ପଡ଼ୁଛି ଅଦ୍ଭୁତ ଯୋଗ। ଦିନ ଆକାଶରେ ଦେଖାଯିବ ବ୍ଲୁ ମୁନ୍। ରକ୍ଷାବନ୍ଧନ ଦିନ ଗହ୍ମା/ଶ୍ରାବଣ ପୂର୍ଣ୍ଣିମା ପାଳନ କରାଯାଏ। ଏଥର ଅଗଷ୍ଟ ୧୯ରେ…
ଭି.କେ ପାଣ୍ଡିଆନଙ୍କ ନାଁରେ ଏଫଆଇଆର, କ୍ୟାପିଟାଲ ଥାନାରେ ମାମଲା
ଭୁବନେଶ୍ୱର: ପୂର୍ବତନ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ନାମରେ ଏଫଆଇଆର ଦାଖଲ ହୋଇଛି। ଏହି ଅଭିଯୋଗ କ୍ୟାପିଟାଲ ଥାନାରେ କରାଯାଇଛି। ଏହି ଏଫଆଇଆରକୁ ଆଇନଜୀବୀ ସଧୀର ଚରଣ ମହାନ୍ତି ଦେଇଛନ୍ତି। ସରକାରୀ ପାଣ୍ଠିର ଦୁରୁପଯୋଗ…
AI ହାତରେ ଶ୍ରୀମନ୍ଦିର ଭିଡ଼ : ଏଣିକି ଭିତରେ ମୋବାଇଲ ବ୍ୟବହାର କଲେ ସହଜରେ ଧରାପଡିବେ
ପୁରୀ : ପୁରୀ ଶ୍ରୀମନ୍ଦିରରେ ଭିଡ ନିୟନ୍ତ୍ରଣ କରିବ AI । ସାତପାହାଚ ନିକଟରେ ହେଉଥିବା ଭିଡ଼କୁ ନିୟନ୍ତ୍ରଣ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ମନ୍ଦିର ଭିତରେ ଓ ବାହାରେ ଲାଗିବ ୧୪ଟି କ୍ୟାମେରା । ମନ୍ଦିର ପରିସରରେ…
ଗଞ୍ଜେଇ ମାଫିଆଙ୍କୁ ଛାଡ଼ିଦେବା ପଡ଼ିଲା ମହଙ୍ଗା, ୧୧ ପୋଲିସ କର୍ମଚାରୀ ନିଲମ୍ବିତ
କୋରାପୁଟ: ପୁଣି ଗଞ୍ଜେଇ କାରବାରକୁ ନେଇ ଚର୍ଚ୍ଚା । ଗଞ୍ଜେଇ ଗାଡ଼ି ଜବତ କରିବା ପରେ ମାଫିଆଙ୍କୁ ଛାଡ଼ିଦେବା ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି । ଜବତ ଗାଡ଼ି ଏବଂ ମାଫିଆଙ୍କୁ ଛାଡ଼ିଦେବା ଅଭିଯୋଗରେ ୧୧ ପୁଲିସ…