Browsing Category

ରାଜ୍ୟ

ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର : ୧୨ ଯାଏଁ ଘୁଞ୍ଚିଲା +୨ ଆବେଦନ ପ୍ରକ୍ରିୟା, ଏପରି କରନ୍ତୁ ଆବେଦନ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ +୨ ପ୍ରଥମ ବର୍ଷ (ଏକାଦଶ) ନାମଲେଖା ସୂଚୀରେ ପରିବର୍ତ୍ତନ ହୋଇଛି। ଆସନ୍ତା ୬ ତାରିଖ ବଦଳରେ ୧୨ ତାରିଖ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ନାମଲେଖା ପାଇଁ ଆବେଦନ…

ସପ୍ତଶଯ୍ୟାରେ ନିଖୋଜ ଥିବା ୫ଜଣ ଛାତ୍ର ଉଦ୍ଧାର; ପୋଲିସ ଏବଂ ବନ ବିଭାଗ କର୍ମଚାରୀଙ୍କୁ ମିଳିଲା ସଫଳତା

ଢେଙ୍କାନାଳ: ସପ୍ତଶଯ୍ୟା ପାହାଡକୁ ରବିବାର ବୁଲିଯାଇଥିବା ୫ଜଣ ଛାତ୍ର ନିଖୋଜ ଥିଲେ । ଗତକାଲି ବଳମ୍ବିତ ରାତିରେ ଉଦ୍ଧାରକାରୀ ଟିମ ପୋଲିସ ଏବଂ ବନବିଭାଗ କର୍ମଚାରୀ ଦ୍ୱାରା ସେମାନଙ୍କୁ ଉଦ୍ଧାର କରାଯାଇଛି । ଖବର…

ଶସ୍ତା ହେଲା Jawa Yezdi 350 ବାଇକ୍ , ନୂଆ ଫିଚର ଅପଗ୍ରେଡ ସହିତ ଶୋ’ ରୁମରେ ଉପଲବ୍ଧ

ଓଡିଶା ଭାସ୍କର: ଆଜିର ସମୟରେ ଜାୱା ୟେଜଡି ବାଇକକୁ ଯୁବବର୍ଗର ବ୍ୟକ୍ତିମାନେ ବେଶ ପସନ୍ଦ କରୁଛନ୍ତି । ଯେଉଁମାନେ ଏହି ବାଇକ ପସନ୍ଦ କରନ୍ତି ସେମାନଙ୍କ ପାଇଁ ଆସିଲା ଖୁସି ଖବର । ୨୦୨୪ର ଜାୱା ୩୫୦ ସିସିର ଲାଟେଷ୍ଟ…

ସପ୍ତଶଯ୍ୟା ଜଙ୍ଗଲରେ ୫ ଛାତ୍ର ନିଖୋଜ, ଚାଲିଛି ଛାନଭିନ

ଢେଙ୍କାନାଳ: ସପ୍ତଶଯ୍ୟା ଜଙ୍ଗଲରେ ୫ ଛାତ୍ର ନିଖୋଜ । ଢେଙ୍କାନାଳ ସପ୍ତଶଯ୍ୟା ପାହାଡ଼ରେ ୫ ଛାତ୍ର ନିଖୋଜ। ବୁଲିବାକୁ ଆସି ପାହାଡ ଉପରକୁ ଯାଇ ଛାତ୍ରମାନେ ଫେରି ପାରୁନାହାନ୍ତି । ବାଟବଣା ଛାତ୍ରମାନେ କଟକ ଅଞ୍ଚଳର ବୋଲି…

(Video) ହାତମୁଠାରେ ମିଳିବ ଜେଲର ସବୁ Update! ଏହି ଆପ୍ ଜରିଆରେ ଜେଲ୍ ଉପରେ ରହିବ କଡ଼ା ନଜର

ବ୍ରହ୍ମପୁର: ବ୍ରହ୍ମପୁର ଜେଲ୍ ହେବ ପେପର ଲେସ୍ । ଜେଲରେ କାର୍ଯ୍ୟକାରୀ ହେବ ପ୍ରିଜନ ମେନେଜମେଣ୍ଟ ସିଷ୍ଟମ ତଥା ପିଏମଏସ ଆପ୍ । ଏହି ଆପରେ ରହିବ ସମସ୍ତ କଏଦୀ ମାନଙ୍କ ତଥ୍ୟ । କେଉଁ କଏଦୀ କେତେବେଳେ ଜେଲ୍ ଆସିଲେ, କେଉଁ…

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ନିକୁଞ୍ଜ ବିହାରୀ ଧଳ

ଭୁବନେଶ୍ୱର : ବରିଷ୍ଠ ପ୍ରଶାସକ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ…

ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ: ୬ ତାରିଖରୁ ପୁଣି ବର୍ଷାରେ ଭିଜିବ ସାରା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଚଳିତ ମାସ ୬ ତାରିଖରେ ବଙ୍ଗୋପସାଗରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ୭ ତାରିଖ ବେଳକୁ ଏହି ବର୍ଷାର ପରିମାଣ ବଢିବାନେଇ ପାଣିପାଗ ବିଭାଗ ଆକଳନ କରିଛି । ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି…

(Video) ପୋଲିସ ହେବ ତ ଏମିତି: ରାସ୍ତାରୁ ଆଞ୍ଜୁଳା କରି ରକ୍ତ ଗୋଟାଉଛନ୍ତି ଡିସିପି ପ୍ରତୀକ ସିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୃତ୍ୟୁ କେତେବେଳେ ଆସିବ କେହି କହିପାରିବେ ନାହିଁ । ବର୍ତ୍ତମାନର ସମୟରେ ଦୁର୍ଘଟଣାରେ ଅନେକଙ୍କ ଜୀବନର ଦୀପ ଲିଭି ଯାଉଥିବା ଦେଖିବାକୁ ମିଳୁଛି । ଅନେକ ସମୟରେ ଲୋକଙ୍କୁ ସୁରକ୍ଷା ଦେଉଥିବା…

ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ଆହୁଜା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୯୯୦ ବ୍ୟାଚର ବରିଷ୍ଠ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ମନୋଜ ଆହୁଜା ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଲୋକସେବା ଭବନରେ ଶ୍ରୀ ଆୟୁଜା…