Browsing Category
ରାଜ୍ୟ
ପାଗ ପରିବର୍ତ୍ତନର ସମ୍ଭାବନା ନାହିଁ… ଆହୁରି ଜାରି ରହିବ ଅସହ୍ୟ ଗୁଳୁଗୁଳି, ଜଳୁଛି ଓଡ଼ିଶା
ଭୁବନେଶ୍ୱର: ଓଡ଼ିଶାରେ ପାଣିପାଗ ଲୋକଙ୍କ ଚିନ୍ତା ବଢାଉଛି । ନାଁ ଓଡ଼ିଶାରେ ମୌସୂମୀ ବାୟୁର ପ୍ରଭାବ ଦେଖା ଦେଉଛି, ନା ଗୁଳୁଗୁଳି କମିବାର ନାଁ ନେଉଛି । ମୌସୂମୀର ଲୁଚକାଳି ଖେଳରେ ହନ୍ତସନ୍ତ ହେଉଛନ୍ତି ସାରା ଓଡ଼ିଶା ବାସୀ…
ସାଧାରଣ ଲୋକ, ସଂଗଠନ ଠାରୁ ଆରମ୍ଭ କରି ଅଧିକାରୀଙ୍କ ପର୍ଯ୍ୟନ୍ତ , ୫ ଦିନରେ ୧ ଲକ୍ଷ ଲୋକଙ୍କୁ ଭେଟିଲେଣି ନୂଆ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ଗତ ୫ ଦିନ ମଧ୍ୟରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାୟ ୧ ଲକ୍ଷ ଲୋକ ଭେଟିଛନ୍ତି। ଏଥିମଧ୍ୟରେ ରାଜ୍ୟର ବିଭିନ୍ନ କୋଣରୁ ଶିଶୁ, ବୃଦ୍ଧ, ମହିଳା ଏବଂ ଭିନ୍ନକ୍ଷମ ଅନ୍ତର୍ଭୁକ୍ତ। ମୋହନ ଚରଣ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରାକ୍ଟର-କାର୍ ଧକ୍କାରେ ୪ ଜଣଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
ଭବାନୀପାଟଣା: ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଭବାନୀପାଟଣା ରାସ୍ତାର ଲଛିପୁର ଛକ ନିକଟରେ ଏହି ଦୁର୍ଘଟରାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏକ ଟ୍ରାକ୍ଟରକୁ ପଛପଟୁ ଏକକାର୍ ଧକ୍କା ଦେବା ଫଳରେ…
(Video) ବିଶ୍ୱାସ ନହେଲେ ବି ସତ! ରାଜଧାନୀରେ ମିଳୁଛି ମାଗଣା ବିରିୟାନୀ, ଲୋକଙ୍କର ଧାଡ଼ି ଲମ୍ବିଛି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ସମୟରେ କୌଣସି ଜିନିଷ ମାଗଣାରେ ମିଳେ ନାହିଁ । ଏପରିକି ପାଣି ଓ ପବନ ପାଇଁ ମଧ୍ୟ ପଇସା ଦେବାକୁ ପଡ଼େ । ଏକଥା ଆପଣମାନେ ଭଲ ଭାବରେ ଜାଣିଥିବେ । ତେବେ ଏଭଳି ସମୟରେ କିଛି ସହୃଦୟ…
ରି-ଓପନ୍ ହେବ ମମିତା ହତ୍ୟାକାଣ୍ଡର ରହସ୍ୟ , ତଦନ୍ତ କରିବ ସିବିଆଇ
କଣ୍ଟାବାଞ୍ଜି: ବହୁ ଚର୍ଚ୍ଚିତ ମମିତା ମେହର ହତ୍ୟାକାଣ୍ଡ ଘଟଣା ପୁଣିଥରେ ଖୋଲିଛି । ନିକଟରେ ନବ ନିର୍ବାଚିତ ବିଜେପି ବିଧାୟକ ଲକ୍ଷ୍ମଣ ବାଗ ମମିତାଙ୍କ ପରିବାରକୁ ଭେଟିଛନ୍ତି । ମମିତାଙ୍କର କଣ୍ଟାବାଞ୍ଜି ସ୍ଥିତ…
ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଉପ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି ଉପସ୍ଥିତ
ଭୁବନେଶ୍ୱର: ଆଉ କିଛି ଦିନରେ ଆରମ୍ଭ ହେବ ରଥଯାତ୍ରା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି । ଏହି ବୈଠକରେ ଶୃଙ୍ଖଳିତ ରଥଯାତ୍ରା ନେଇ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ…
ଭଦ୍ରକ ନାବାଳକ ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ରିଲିଫ ପାଣ୍ଠିରୁ ଦିଆଯିବ ୩୦…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲ୍ଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି…
ଶ୍ରୀମନ୍ଦିରରେ ଖୋଲିଲା ଚାରିଦ୍ୱାର, ବିଗିଡ଼ି ଯାଇଛି ଦର୍ଶନ ବ୍ୟବସ୍ଥା
ଭୁବନେଶ୍ୱର: ଓଡ଼ିଶାର କୃଷି ଭିତ୍ତିକ ପର୍ବ ଭାବରେ ରଜକୁ ପାଳନ କରାଯାଇଥାଏ । ଓଡ଼ିଶାରେ ଏହା ଗଣପର୍ବ ଭାବେ ପାଳନ କରାଯାଏ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ତିନିଦିନ ସରକାରୀ ଛୁଟି ଘୋଷଣା କରାଯାଇଛି । ଏଥିପାଇଁ…
ପାଣିପାଗ ବିଭାଗର ସୂଚନା: ଆହୁରି ୨୪ ଘଣ୍ଟା ଗ୍ରୀଷ୍ମପ୍ରବାହ
ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିଛି । ଏପରି ତାତି ଆହୁରି ୨୪ ଘଣ୍ଟା ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ରର…
(Video) ନୂଆ ମନ୍ତ୍ରୀମଣ୍ଡଳକୁ ଦାୟିତ୍ୱ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ: ନିଜ ହାତରେ ରହିଲା ଗୁରୁତ୍ୱପୂର୍ଣ୍ଣ ବିଭାଗ, ଜାରି ରହିଲା ମିଶନ୍ ଶକ୍ତି
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ପରେ ମନ୍ତ୍ରୀମଣ୍ଡଳରେ ଦାୟିତ୍ୱ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମନ୍ତ୍ରୀମଣ୍ଡଳର ପ୍ରମୁଖ ନେତାଙ୍କୁ ବିଭିନ୍ନ ବିଭାଗ ପରିଚାଳନା…