CHARIDHAM
Browsing Category

ରାଜ୍ୟ

ସାବଧାନ ହେଲମେଟ୍ ପିନ୍ଧନ୍ତୁ, ନ ହେଲେ କଟିବ ମାସକର ଦରମା! ଗଜପତି ଜିଲ୍ଲାରେ ଛନକା…

ଓଡିଶା ଭାସ୍କର (ଭୁବନେଶ୍ୱର): ବାଇକ ଚାଳନା ସମୟରେ ହେଲମେଟ୍ ନ ପିନ୍ଧିଲେ ମାସକର ଦରମା କଟିବ । ଏହା ଜଣା ପଡିଛି ଗଜପତି ଜିଲ୍ଲା ମୋହନ ବ୍ଲକ ଶିକ୍ଷା ଅଧିକାରୀଙ୍କ ନାଁରେ ଆସିଥିବା ଏକ ନିର୍ଦ୍ଦେଶନାମାରୁ । ଏଭଳି…

ସାପ ଓ ବିଛାର ଏ ଲଢେଇ, କିଏ ବେଶୀ ବିଷାକ୍ତ!

ଓଡିଶା ଭାସ୍କର: ବିଛା ହେଉ ବା ସାପ, ଉଭୟଙ୍କ ବିଷ ମଣିଷକୁ ମୃତ୍ୟୁର ଦ୍ୱାରକୁ ନେବା ପାଇଁ ଯଥେଷ୍ଟ । ଏଭଳି ସ୍ଥିତିରେ ମନରେ ପ୍ରଶ୍ନ ଉଙ୍କିମାରେ କାହାର ବିଷ ଅଧିକ ବିଷାକ୍ତ ! ବିଛା ପାଖରେ କେତେ ବିଷ ଥାଏ ଓ ଏହା ସାପଠୁ…

ଜମି ବିବାଦରେ ମହିଳାଙ୍କୁ ପିଟିପିଟି ହତ୍ୟା, ଜଣେ ଅଟକ

କେନ୍ଦ୍ରାପଡ଼ା: ଜମି ବିବାଦକୁ ନେଇ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିଛି । ସଦର ଥାନା ସାହାସପୁର ଗାଁରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଜମି ବିବାଦକୁ ନେଇ କଳହ ଲାଗିଥିଲା । ଏହାପରେ ପିଟାପିଟି…

(Video) ବଲେ ବଲେ ଢାବାର ଗୁମର ଖୋଲିଲେ କର୍ମଚାରୀ: ଅଭିନେତ୍ରୀମାନଙ୍କ ସହିତ ରାତି କାଟୁଥିଲେ ଅନେକ ବଡ଼ବଡ଼ିଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ୱାର୍ଟର ଭଙ୍ଗା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ବେଳେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ…

(Video) ସରକାରଙ୍କ ବଡ଼ ଘୋଷଣା; ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୫୦୦ଟଙ୍କା, ୩ଟି ମାଗଣା ସିଲିଣ୍ଡର

ଓଡ଼ିଶା ଭାସ୍କର: ସରକାର ବଦଳିବା ପରେ ବଦଳୁଛି ଗୋଟିଏ ପରେ ଗୋଟିଏ ନିୟମ । ଲୋକମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ନୂଆ ଯୋଜନା ଆରମ୍ଭ କରୁଛନ୍ତି । ଯାହାଫଳରେ ସାଧାରଣ ଜନତା ଉପକୃତ ହୋଇ ପାରିବେ । ଗରିବ ତଥା ଦିନ…

Breaking News; ୧୩ ଜିଲ୍ଲାରେ ଉତ୍ପାତ କରିବ ବର୍ଷା! ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା, ୱାର୍ଣ୍ଣିଂ ଜାରି

ଓଡ଼ିଶା ଭାସ୍କର: ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ପ୍ରାୟ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା…

Video: ‘କଲ୍କି’ କରୁଛି କମାଲ, ସିନେମାର ହିନ୍ଦୀ ଭର୍ଜନ ଆଣୁଛି ସୁନାମୀ, ତୃତୀୟ ଦିନରେ ୬୦ କୋଟି ପାର !

ଓଡିଶା ଭାସ୍କର: ପ୍ରଭାସ, ଅମିତାଭ ବଚ୍ଚନ, କମଳ ହସନ ଓ ଦୀପିକା ପାଦୁକୋଣଙ୍କ ଫିଲ୍ମ ‘କଲ୍କି ୨୮୯୮ ଏଡି’ (kalki 2898 AD) ଆୟ ମାମଲାରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି । ତାହାସହ ବକ୍ସ ଅଫିସରେ ଏହି…

ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କୁ କାହିଁକି ହୁଏ ଜ୍ୱର, ଜାଣନ୍ତୁ କିପରି ହୋଇଥାଏ ଚିକିତ୍ସା

ଓଡ଼ିଶା ଭାସ୍କର: ପାଖେଇ ଆସୁଛି ଭକ୍ତ ଏବଂ ଭଗବାନଙ୍କ ମିଳନର ପର୍ବ ରଥଯାତ୍ରା । ଏଥିପାଇଁ ସାରା ବିଶ୍ୱ ଚଳଚଞ୍ଚଳ ହୋଇଉଠିଛି । ପୁରୀରେ କୋଟି କୋଟି ଲୋକେ ଏହି ପର୍ବରେ ସାମିଲ ହୋଇଥାଆନ୍ତି । ଏହି ରଥଯାତ୍ରା ପୂର୍ବରୁ…

ଜୁଲାଇ ୧ ରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ସକାଳ ୯ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ପଞ୍ଜିକରଣ, ଜନତା କହିବେ ସମସ୍ୟା…

ଓଡିଶା ଭାସ୍କର: ଆସନ୍ତା ସୋମବାର ଦିନଠୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ…

Breaking News; ୮ ବର୍ଷର ପୁଅକୁ ଟାଣିନେଲା କୁମ୍ଭୀର: ଖେଳୁଥିବା ବେଳେ ନେଇଗଲା ‘ଜଳଦାନବ’

ଅନୁଗୁଳ: ପୁଣିଥରେ ଲୋକଙ୍କୁ ଘାରିଛି କୁମ୍ଭୀର ଆତଙ୍କ । ୮ ବର୍ଷର ଜଣେ କୁନି ବାଳକକୁ କୁମ୍ଭୀର ନିଜ ଶିକାର ବନାଇଛି । ଖେଳୁଥିବା ବେଳେ ୮ ବର୍ଷର ଏହି କୁନି ବାଳକଟିକୁ ଟାଣିନେଇଛି କୁମ୍ଭୀର । ଟିକରପଡ଼ା ମହାନଦୀ କୂଳରେ…