CHARIDHAM
Browsing Category

ରାଜ୍ୟ

କାଲିଠୁ ଖୋଲିବ ଶ୍ରୀମନ୍ଦିରର ୪ ଦୁଆର: ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ନୂଆ ମନ୍ତ୍ରୀମଣ୍ଡଳ

ପୁରୀ: ଓଡ଼ିଶାର ନୂଆ ସରକାର ଗଠନ ହୋଇଛି । ନୂଆ ଦାୟିତ୍ୱ ନେବା ମାତ୍ରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର । ଏଣିକି ଭକ୍ତ ଯେକୌଣସି ଦ୍ୱାର…

ନୂଆ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର, ପ୍ରଥମ କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଥିବା ବେଳେ ଏହି ଅବସରରେ ୮ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏଥିସହିତ…

(Video) ମୁଖ୍ୟମନ୍ତ୍ରୀ ଶପଥ ଉତ୍ସବରେ ପହଞ୍ଚିଲେ ନବୀନ: ହାତ ଯୋଡ଼ି ସ୍ୱାଗତ କଲେ ଅମିତ ଶାହ

ଭୁବନେଶ୍ୱର: ଆଜି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମୋହନ ଚରଣ ମାଝୀ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଯୋଗୀ…

ରାଜ୍ୟ କ୍ୟାବିନେଟରେ କେତେଜଣ ମନ୍ତ୍ରୀ ଦାୟିତ୍ୱ ନେଇପାରିବେ: ସମ୍ବିଧାନର ନିୟମ କ’ଣ କହୁଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଛନ୍ତି । ଦୀର୍ଘ ୨୪ ବର୍ଷ ଧରି ରାଜ୍ୟକୁ ଏକାକୀ ଶାସନ କରିବା ପରେ ରାଜ୍ୟରେ ଏବେ ପ୍ରଥମ ଥର ଆରମ୍ଭ ହୋଇଛି ବିଜେପି…

Breaking; ମୋହନ ସରକାରରେ ବାଚସ୍ପତି ହେବେ ସୁରମା ପାଢୀ: ବଡ଼ ଘୋଷଣା

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ । ନବୀନ ସରକାର ପରେ ଆଜିଠାରୁ ‘ମୋହନ ସରକାର’ର ମୂଳଦୁଆ ପଡ଼ିଛି । ଭୁବନେଶ୍ୱରର ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମୋହନ ଚରଣ…

ମୁଁ ମୋହନ ଚରଣ ମାଝୀ… ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ମୋହନ ମାଝୀ: ଆରମ୍ଭ ନେଲା ନୂଆ ଅଧ୍ୟାୟ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ । ‘ନବୀନ ଯୁଗ’ରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଆଜିଠୁ ଆରମ୍ଭ ହେଉଛି ‘ମୋହନ ଯୁଗ’ । ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶା ପାଇଛି ଆଉ ଜଣେ ନୂଆ ମୁଖ୍ୟମନ୍ତ୍ରୀ ।…

Big Breaking: ମୋହନ ସରକାରରେ ୧୩ ମନ୍ତ୍ରୀ: ୮ କ୍ୟାବିନେଟ ମନ୍ତ୍ରୀ, ୫ ରାଷ୍ଟ୍ରମନ୍ତ୍ରୀଙ୍କ ଶପଥପାଠ

ଭୁବନେଶ୍ୱର: ଓଡ଼ିଶାରେ ହୋଇଛି ଏକ ନୂଆ ପରିବର୍ତ୍ତନ । ଓଡ଼ିଶା ପାଇଛି ନୂଆ ମୁଖ୍ୟମନ୍ତ୍ରୀ, ଏହାସହିତ ଗଠନ ହୋଇଛି ଏକ ମନ୍ତ୍ରୀମଣ୍ଡଳ । ମୋହନ ସରକାରରେ ମୋଟ ୧୩ ଜଣ ମନ୍ତ୍ରୀ ଶପଥପାଠ ଗ୍ରହଣ କରିବେ । ଏହି ତାଲିକାରେ ୮ ଜଣ…

ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଆସିଲା ଫୋନ୍ କଲ୍ , ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରଥମ କଲ୍‌

ଭୁବନେଶ୍ୱର: ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରଥମ ଫୋନ୍ କଲ୍ ଆସିଛି । ସୁରଜ ହେଉଛନ୍ତି ରାଜ୍ୟ ବିଜେପିର ଯୁବ ଉଦୀୟମାନ ଚେହେରା । ସାରା ରାଜ୍ୟରେ ବିଜେଡିର ପତିଆରା ଥିବା ବେଳେ ସେ…

(Video) ମୁଁ ଏପର୍ଯ୍ୟନ୍ତ ବଞ୍ଚିଛି ତୁମେ ଭାଙ୍ଗିପଡ଼ନି; ସରକାର ପୁଣି ବଦଳିବ ବୋଲି କହିଲେ ନବୀନ

ଭୁବନେଶ୍ବର: ୨୪ ବର୍ଷର ସରକାର ଭାଙ୍ଗି ଯାଇଛି । ବିଜେଡି କର୍ମୀ ମାନେ ବି ଭାଙ୍ଗି ପଡ଼ିଛନ୍ତି । ସମସ୍ତେ ଏବେ ଝଟକା ଖାଇଛନ୍ତି । ହଠାତ୍ ସରକାର ବଦଳି ଯିବ କେହି କେବେ ଭାବି ନଥିଲେ । କର୍ମୀ ମାନଙ୍କର ଭାବନାରୁ ପୁରା…

(Video) ଜାଣିଛନ୍ତି କି ମୋହନ ମାଝୀଙ୍କର କେତେ ରହିଛି ସମ୍ପତ୍ତି? ଏତିକି କୋଟି ଟଙ୍କାର ମାଲିକ ହେଉଛନ୍ତି…

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ମୋହନ ମାଝୀ । ଗୁରୁଜିରୁ ହୋଇଥିଲେ ସରପଞ୍ଚ ଏହା ପରେ ବିଧାୟକ ଥିଲେ । ଆଉ ଏବେ ଓଡିଶାର ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ, ଆଉ କିଛି ଘଣ୍ଟାର…