CHARIDHAM
Browsing Category

ରାଜ୍ୟ

ମଙ୍ଗଳବାର ସକାଳ ୮ଟାରୁ ହେବ ମତଗଣନା, ଜାଣନ୍ତୁ କିପରି ଦେଖିବେ ରେଜଲ୍ଟ

ଭୁବନେଶ୍ୱର: ରାଜ୍ୟର ୧୪୭ଟି ବିଧାନସଭା ଏବଂ ୨୧ଟି ଲୋକସଭା ଆସନ ପାଇଁ ଆସନ୍ତାକାଲି ଭୋଟ୍‍ ଗଣତି ହେବ । ଏଥିପାଇଁ ପୃଥକ୍‍ ଭାବେ ୧୬୮ଟି କେନ୍ଦ୍ରରେ ଭୋଟ୍‍ ଗଣତି କରାଯିବ । ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍‍ ଗ୍ରହଣ ଶେଷ…

ବିନା ଅନୁମତିରେ ବିଜୟ ଶୋଭାଯାତ୍ରା ମନା, ପୋଲିସ ଡିଜିଙ୍କ ସୂଚନା

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ଜୁନ୍ ୪ରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଯିବ । କିନ୍ତୁ ଫଳାଫଳକୁ ନେଇ ରାଜ୍ୟରେ ହୋଇପାରିବନି କୌଣସି ବିଜୟ ଶୋଭାଯାତ୍ରା । ପୋଲିସର ବିନା ଅନୁମତିରେ କୌଣସି ବିଜୟ ଶୋଭାଯାତ୍ରା…

ରାଜ୍ୟରେ ଆହୁରି ୪୮ ଘଣ୍ଟା ଜାରି ରହିବ ଗ୍ରୀଷ୍ମପ୍ରବାହ; ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ

ଭୁବନେଶ୍ୱର : ରାଜ୍ୟରେ ଆହୁରି ୪୮ ଘଣ୍ଟା ଗ୍ରୀଷ୍ମପ୍ରବାହ ଜାରି ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ ବଲାଙ୍ଗୀର ଓ ବରଗଡ଼ରେ ଭୀଷଣ ଗ୍ରୀଷ୍ମ…

ଓଡ଼ିଶା ବିଧାନସଭା ଭଙ୍ଗ, ସଂସଦୀୟ ବ୍ୟାପାର ବିଭାଗର ବିଜ୍ଞପ୍ତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ । ଭଙ୍ଗ ନେଇ ସଂସଦୀୟ ବ୍ୟାପାର ବିଭାଗର ବିଜ୍ଞପ୍ତି । ଭଙ୍ଗ ନେଇ କ୍ୟାବିନେଟ୍ ମଧ୍ୟ ସୁପାରିସ କରିଥିଲା । ଆଜି ଚଳିତ ବିଧାନସଭାର ଶେଷ କ୍ୟାବିନେଟ୍ ବୈଠକ…

ଆଜିଠାରୁ ଆରମ୍ଭ ହେଲା +୩ ପାଠ୍ୟକ୍ରମ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ଆଜିଠାରୁ +୩ ରେ ଅନଲାଇନ ମାଧ୍ୟମରେ ନାମଲେଖା ଆରମ୍ଭ ହୋଇଯାଇଛି । ସାମ୍‌ସ ୱେବସାଇଟ www.samsodisha.gov.inରେ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଅନଲାଇନ ଫର୍ମ ଜରିଆରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।…

(Video) କାଳ ହେଲାଣି ଅସହ୍ୟ ଖରା: ଓଡ଼ିଶାରୁ ୧୪୧ ଜଣଙ୍କ ମୃତ୍ୟୁ, ସତର୍କ କରାଇଲେ SRC

ଓଡ଼ିଶା ଭାସ୍କର: ଭାରତରେ ମୌସୂମୀ ପାଦ ଥାପି ସାରିଲାଣି । କିନ୍ତୁ ଏପର୍ଯ୍ୟନ୍ତ ଖରା ଦାଉରୁ ରକ୍ଷା ପାଇ ପାରି ନାହାନ୍ତି ଦେଶବାସୀ । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ତାତି ଏବଂ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ କଲବଲ…

ନିର୍ମାଣଧୀନ ବ୍ରିଜରୁ ଖସିଲା ତୀର୍ଥଯାତ୍ରୀ ବୋଲେରୋ: ୨ ମୃତ

ସମ୍ବଲପୁର: ଏକ ତୀର୍ଥଯାତ୍ରୀ ବୋଲେରୋ ନିର୍ମାଣଧୀନ ବ୍ରିଜରୁ ଖସିପଡିବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିବା ସହ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ସମସ୍ତ ଆହତଙ୍କୁ ମେଡିକାଲରେ…

ରାଜଧାନୀରେ ଅନୁଷ୍ଠିତ ହେବ ‘ଓଡ଼ିଶା କୁଇନ’ ସୁନ୍ଦରୀ ପ୍ରତିଯୋଗିତା: ଯୋଗଦେବେ ବଲିଉଡ୍ ଅଭିନେତ୍ରୀ, ଭୁବନେଶ୍ୱରରେ ଅଡିସନ୍ ୫ରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଇଚ୍ଛୁକ ଥିବା ସମସ୍ତ ପ୍ରତିଯୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଭୁବନେଶ୍ୱର ଠାରେ ଆର.ଆର ଇଭେଣ୍ଟ ପକ୍ଷରୁ ‘ଓଡ଼ିଶା କୁଇନ’ ସୁନ୍ଦରୀ…

ଭୟଙ୍କର ୪୫ ମିନିଟ, ୨୯ ହଜାରରୁ ଅଧିକ ବଜ୍ରପାତ… ଥରିଉଠିଲା କୋରାପୁଟ ସହର

କୋରାପୁଟ: ଆଜି କୋରାପୁଟ ଦେଖିଛି ପ୍ରକୃତିର କରାଳ ରୂପ । ମାତ୍ର ୪୫ ମିନିଟ ସାରା ସହରବାସୀଙ୍କୁ ମୃତ୍ୟୁର ଚେହେରା ଦେଖାଇଦେଇଛି ଆକାଶ । ଏହି ୪୫ ମିନିଟର ପ୍ରତିଟି ମୁହୂର୍ତ୍ତ କୋରାପୁଟ ସହରକୁ ମୃତ୍ୟୁର ଖୁବ ନିକଟକୁ…

ବଜ୍ରଘାତରେ ୨ ମୃତ୍ୟୁ: ପାଟପୁରରେ ଶ୍ରମିକ ଭାବେ କାମ କରୁଥିଲେ

ଦିଗପହଣ୍ଡି: ବଜ୍ରାଘାତରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏମାନେ ପାଟପୁରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । କାଳବୈଶାଖୀ ଯୋଗୁଁ ଜୋରରେ ଘଡଘଡି ମାରିବାରୁ ଏଠାରେ କାମ କରୁଥିବା ଶ୍ରମିକ ବଜ୍ରାଘାତର ଶିକାର ହୋଇଥିଲେ…