
Browsing Category
ରାଜ୍ୟ
(Video) କ’ଣ କହୁଛି Exit Poll? କାହାର ହେବ ’୨୪ ସିଂହାସନ? କିଏ ମାରିବ ବାଜି, କିଏ ମାରିବ ଚିତପଟାଙ୍ଗ? ଦେଖନ୍ତୁ ରିପୋର୍ଟ
ଓଡ଼ିଶା ଭାସ୍କର: ଶେଷ ହୋଇଛି ଗଣତନ୍ତ୍ରର ମହାନ୍ ପର୍ବ । ଜୁନ୍ ୧ ଶେଷ ପର୍ଯ୍ୟାୟ ଭୋଟିଂ ପରେ ଇଭିଏମରେ ବନ୍ଦ ହୋଇଛି ପ୍ରାର୍ଥୀ ଏବଂ ରାଜନୈତିକ ଦଳମାନଙ୍କର ଭାଗ୍ୟ ଭବିଷ୍ୟ । ଜଗନତା ବାଛି ସାରିଛନ୍ତି ନିଜର ନେତା । ବାସ୍…
(Video) ଜଣାପଡ଼ିଲା ହତ୍ୟା ପଛର କାରଣ: ଏଥିପାଇଁ ଭୋଟ କେନ୍ଦ୍ର ସାମ୍ନାରେ ସ୍ତ୍ରୀକୁ ହାଣିଥିଲା ସ୍ୱାମୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ତେବେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାକୁ ନିର୍ବାଚନ ଆୟୋଗ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ ହେଁ କିଛି ବୁଥରେ…
ନିମାପଡ଼ା ରାସ୍ତା ରଟିଲୋ ଛକରେ ମର୍ମନ୍ତୁଦ ଦୁର୍ଘଟଣା: ୮ରୁ ଅଧିକ ଆହତ
କୋଣାର୍କ: ପିପିଲି ନିମାପଡ଼ା ରାସ୍ତା ରଟିଲୋ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ମାଲବାହୀ ପିକଅପ ପଛକୁ ଟାଟା ମ୍ୟାଜିକ୍ ପିଟିବାରୁ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୨ଜଣ…
ଏକ ବିରଳ ଦୁଃଖଦ ଘଟଣା: ଇଲେକ୍ସନ ଦିନ ଆଖି ବୁଜିଲେ ଇଲେକ୍ସନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଚାରି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନର ମତଦାନ ସମାପ୍ତ ହୋଇଛି । ଆସନ୍ତା ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ଅନେକ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ…
ପୁଣି ଦୁଷ୍କର୍ମ ପରେ ହତ୍ୟା! ଉଦ୍ଧାର ହେଲା ନିଖୋଜ ୭ ବର୍ଷୀୟ ନାବାଳିକାଙ୍କ ମୃତଦେହ
ବାରିପଦା: ସାରା ଦୁନିଆରେ ଦୁଷ୍କର୍ମ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନେକ ଧରାପଡି ଜେଲ ଯାଇ ଦଣ୍ଡ ପାଉଥିବା ବେଳେ ସେମାନଙ୍କ ମଧ୍ୟରେ କୌଣସି ସୁଧାର ଦେଖାଯାଉନି । ତେବେ ଏହାରି ମଧ୍ୟରେ ପୁଣି ଏଭଳି ଏକ ମାମଲା…
ସାବଧାନ ! ଗାଡି ଚଳାଇବା ସମୟରେ ମୋବାଇଲ୍ରେ ଗପିଲେ ପୋଲିସ ନେବ ବଡ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଏଣିକି ଅମାନିଆ ଗାଡି ଚାଳକଙ୍କୁ ଆଉ ଛାଡ ନାହିଁ । ଯଦି ଗାଡି ଚଲାଉଥିବା ବେଳେ ଆପଣ ଫୋନ୍ରେ କଥା ହେଉଥିବେ ତେବେ ପୋଲିସ ନେବ କଡା କାର୍ଯ୍ୟାନୁଷ୍ଠାନ । ଗାଡି ସହ ମୋବାଇଲ୍କୁ ବି ଜବତ କରିବ ପୋଲିସ । ଏହା…
ତାତିରୁ ଏବେ ମିଳିବ ନାହିଁ ନିସ୍ତାର, ୩ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମପ୍ରବାହ
ଭୁବନେଶ୍ୱର: ରାଜ୍ୟରେ ତଥା ଦେଶରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ଲୋକେ । ଅଂଶୁଘାତ ଯୋଗୁଁ ପଶ୍ଚିମ ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାରି ମଧ୍ୟରେ…
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କୁ ଅପହରଣ, ଏକ ଶବ ବ୍ୟବଚ୍ଛେଦକୁ ନେଇ କରାଯାଇଛି ଅପହରଣ
ଭୁବନେଶ୍ୱର:କାଲିମେଳାରେ ଗତକାଲି ରାତିରେ ଜଣେ ଡାକ୍ତରଙ୍କୁ ଅପହରଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଡାକ୍ତର ଅମ୍ଳାନ କୁମାର ଭୋଇଙ୍କୁ ଅପହରଣ କରାଯାଇଛି । କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର…
ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି, ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ଘୋଷଣା
ଭୁବନେଶ୍ୱର: ପୁରୀ ବାଣ ଫୁଟିବା ଘଟଣାରେ ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ମୃତ୍ୟୁହାର ୯ ଥିବା ବେଳେ ଆଜି ପୁଣି ୨ ଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ରାଜ୍ୟକୁ ଛୁଇଁବ ମୌସୁମୀ; ୧୧ଟି ଜିଲ୍ଲା ପାଇଁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର: ଗତ କିଛିଦିନ ହେବ ଅସହ୍ୟ ଗରମରେ ଛଟପଟ ହେଉଥିଲେ ରାଜ୍ୟବାସୀ । କିନ୍ତୁ ଏବେ ଏହି ଗରମରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି । ଗତ ଦୁଇ ଦିନ ଭିତରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ଏବଂ କୋହଲା ପାଗ ଯୋଗୁଁ…