Browsing Category

ରାଜ୍ୟ

ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆକର୍ଷଣ ପାଲଟିଥିଲା ଓଡ଼ିଶା ମଣ୍ଡପ, ତୃତୀୟଥର ଲାଗି ପୁରସ୍କୃତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ୟାଭିଲିୟନ୍ ପୁରସ୍କୃତ ହୋଇଛି । ଲଗାତର ତୃତୀୟଥର ପାଇଁ ପୁରସ୍କୃତ ହୋଇଛି ଓଡ଼ିଶା । ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଶା ମଣ୍ଡପ ।

ଗନ୍ଧମାର୍ଦ୍ଦନକୁ ନେଇ ଗୃହରେ ଉଦବେଗ, ବିଜେଡିର ଆକ୍ଷେପକୁ ଖଣ୍ଡନ କଲେ KV, ଦୋଷ ସ୍ୱୀକାର ପାଇଁ ଦେଲେ ପରାମର୍ଶ

ଭୁବନଶ୍ୱେର- ବୁଧବାର ବିଧାନସଭାର ଦ୍ୱିତୀୟ ଦିନରେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇଛି ମୁଖ୍ୟ ବିରୋଧୀଦଳ । ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ୟ୍ୟ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି । ଜଙ୍ଗଲ ଓ ପରିବେଶ…

ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା: ୨୦୨୫ ସୁଦ୍ଧା ରାଜ୍ୟର ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଶିକ୍ଷାବର୍ଷରୁ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିବା ବେଳେ ପରବର୍ତ୍ତୀ ସମୟରେ ଏନେଇ ଉଚ୍ଚଶିକ୍ଷା ବିଭାଗ…

ହାତୀ ମଣିଷ ଲଢେଇରେ ଏତିକି ଦିନରେ ଗଲାଣି ୬୬୮ ଜୀବନ, ହୋଇଛି ବହୁ କ୍ଷୟକ୍ଷତି

ଭୁବନେଶ୍ୱର- ହାତୀ ଆକ୍ରମଣରେ ରାଜ୍ୟରେ ୬୬୮ ଲୋକଙ୍କ ବିଗତ ୩ ବର୍ଷରେ ଜୀବନହାନି ନେଇ ଗୃହକୁ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ପରିବେଶ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ । ବିଜେଡି ବିଧାୟକ ସନାତନ ମହାକୁଡଙ୍କ…

ଭୂତ ଖାଉଥିଲେ ଚାଉଳ, ନୂଆ ରାସନକାର୍ଡ ଅପେକ୍ଷାରେ ୬ ଲକ୍ଷ

ଭୁବନେଶ୍ୱର : ରାଜ୍ୟରେ ୧ଲକ୍ଷ ୭୭ ହଜାର ୬୮ ଜଣ ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଇ-କେୱାଇସି ପ୍ରକ୍ରିୟା ଜରିଆରେ ଏହି ମୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟରେ ମୋଟ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮…

ଆଉ ଚାଷୀଙ୍କ ଉତ୍ପାଦ ହେବନି ନଷ୍ଟ, ସରକାର ନେଉଛନ୍ତି ଆବଶ୍ୟକୀୟ ପଦକ୍ଷେପ

ଭୁବନେଶ୍ୱର- ରାଜ୍ୟରେ ଆବଶ୍ୟକ ମୁତାବକ ଶୀତଳ ଭଣ୍ଡାର ପବଲିକ ପ୍ରାଇଭେଟ ପାର୍ଟନରସିପରେ ଖୋଲାଯିବ ବୋଲି ଆଜି ବିଧାନସଭାର ଦ୍ୱିତୀୟ ଦିନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । ବିଧାୟକ ସଞ୍ଜଳି ମୁର୍ମୁ…

ସାନିଛୁଟି ଆଗ୍ରାହ୍ୟ ପରେ କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ୍

ଭୁବନେଶ୍ୱର: ଜଏନ୍ କଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ । କାର୍ଯ୍ୟରେ ଯୋଗଦେଲେ ଭି. କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ପତ୍ନୀ ସୁଜାତା । ୬ମାସ ପର୍ଯ୍ୟନ୍ତ ଛୁଟିରେ ଥିଲେ । ଗତକାଲି ସୁଜାତାଙ୍କ ସାନି ଛୁଟି ଆବେଦନ…

୮ ଧାନ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଚୋରୀରେ ନାବାଳକ ବି ସାମିଲ

ବରଗଡ଼: ଧାନ ଚୋରକୁ ଧରିଲେ ଗ୍ରାମବାସୀ । ଅତାବିରା ଥାନା ସଂହରାଟିକ୍ରା ଅଞ୍ଚଳରୁ ୪୦୭ଗାଡ଼ିରେ ଧାନ ଚୋରୀ କରୁଥିବାବେଳେ ୮ ଜଣଙ୍କୁ ଧରିଛନ୍ତି ଗାଁ ଲୋକେ । ସେମାନଙ୍କ ଭିତରେ ୪ ଜଣ ନାବାଳକ ଥିବା ସୂଚନା । ଧରାପଡ଼ିଥିବା…

‘ସୁଭଦ୍ରା’ ପାଇଁ ପରିବର୍ତ୍ତନ ହେଲା ବ୍ୟାଙ୍କ ସମୟ, ବ୍ୟାଙ୍କ କତ୍ତୃପକ୍ଷଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ସୁଭଦ୍ରା ଯୋଜନା ପାଇଁ ଆବେଦନର ଶେଷ ତାରିଖ ୨୦୨୫ ମାର୍ଚ୍ଚ ୭ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ତେବେ ଏପର୍ଯ୍ୟନ୍ତ ୧ କୋଟି ୪୬ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ପଞ୍ଜିକରଣ…

ବାଲ୍ ହସ୍ତୀ ପାଠଶାଳା ଆସିଲେ ଦୁଇ ହାତୀ ଛୁଆ… ପ୍ରଶିକ୍ଷଣ ନେବେ ରାଧିକା, ଜଗୁ

ଭୁବନେଶ୍ୱର: ଚନ୍ଦକା ଗୋଡ଼ିବାରିସ୍ଥିତ ବାଲ୍ ହସ୍ତୀ ପାଠଶାଳାରେ ଆଉ ୨ ହାତୀଛୁଆ । ଭବାନୀପାଟଣାର ୪ ମାସର ରାଧିକା ଓ କେନ୍ଦୁଝରର ୩ ମାସର ଜଗୁ ପ୍ରଶିକ୍ଷଣ ନେବେ । ଏବେ ଗୋଡ଼ିବାରୀ ପାଠଶାଳାରେ ଟ୍ରେନିଂ ନେଉଛନ୍ତି ମୋଟ ୮…