fbpx
Browsing Category

ସାଧାରଣ ନିର୍ବାଚନ 2024

ସବୁ ଆଡେ ଚର୍ଚ୍ଚା: ଲୋକସଭା ନିର୍ବାଚନ ଫଳାଫଳ ଆସିବା ମାତ୍ରେ ପିଏମ ମୋଦୀଙ୍କୁ ଟ୍ୱିଟ କରି ଏପରି କହିଲେ ମାଳଦ୍ୱୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୋଇଜ୍ଜୁ ଭାରତରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସାରା ଦୁନିଆରୁ ଅଭିନନ୍ଦନର…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ: ୨୪ ବର୍ଷ ଶାସନ ପରେ ଓଡ଼ିଶା ପାଇବ ନୂଆ CM

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟର ମହାନ ଜନନାୟକ ଭାବରେ ଓଡ଼ିଆଙ୍କ ଗର୍ବ ଆଜି ଭାଙ୍ଗି ଯାଇଛି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତପା ଦେଇଛନ୍ତି…

ସିନେ ଜଗତରୁ ରାଜନୀତି, ସବୁଠି ଜଲୱା… ନିର୍ବାଚନରେ ବିଜୟ ହାସଲ କଲେ ଏହି ସେଲିବ୍ରିଟି

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । ଲୋକସଭା ଆସନରେ ବିଜେପିକୁ ବହୁମତ ମିଳିଛି । ତେଣୁ ପୁଣିଥରେ ଦେଶରେ ବିଜେପି ସରକାର ଗଠନ ହେବାକୁ ପ୍ରସ୍ତୁତ ହେଉଛି । ତେବେ ଏହି ନିର୍ବାଚନରେ ବିଭିନ୍ନ…

(Video) ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପ୍ରତିକ୍ରିୟା: ଭାବବିହ୍ୱଳ ପୋଷ୍ଟରେ କହିଲେ ହୃଦୟର ଯନ୍ତ୍ରଣା

ଓଡ଼ିଶା ଭାସ୍କର: ୨୪ ବର୍ଷ ଶାସନ କ୍ଷମତାରେ ରହିଥିଲେ ମଧ୍ୟ ଏଥର ବଦଳିଛି ଓଡ଼ିଶାର ରାଜନୀତି । ଏଥର ଲୋକେ ବିଜେଡି ନୁହେଁ, ବିଜେପି ଉପରେ ଭରସା କରିଛନ୍ତି । ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ବୋଲାଉଥିବା ନବୀନ ପଟ୍ଟନାୟକଙ୍କ…

ଆମେଥିରେ ସ୍ମୃତି ଇରାନୀଙ୍କ ହାରିବାକୁ ନେଇ ଆସିଲା ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ଦ୍ୱାରା ପ୍ରଂଶସନୀୟ ପ୍ରଦର୍ଶନ କରିବା ପରେ ମଙ୍ଗଳବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରେସ କନଫରେନ୍ସରେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି,…

(Video) ମଉଳିଗଲା ଶେଷ ଆଶା: ଲୋକସଭା ଆସନ ପୋଛିନେଲା ବିଜେପି, ବିଜେଡିର ଖାଲି ହାତ

ଓଡ଼ିଶା ଭାସ୍କର: ଓଡ଼ିଶା ରାଜନୀତି ଏବେ ସମ୍ପୂର୍ଣ୍ଣ ଓଲଟ-ପାଲଟ ହୋଇଯାଇଛି । ୨୫ ବର୍ଷ ଧରି ଓଡ଼ିଶାର ଶାସନଭାର ସମ୍ଭାଳିଥିବା ବିଜେଡି ଏଥର ଖାଲିହାତରେ ରହିଛି । ୨୧ଟି ଲୋକସଭା ଆସନରେ ବିଜେପି ନିଜର ଆଧିପତ୍ୟ ବିସ୍ତାର…

କେନ୍ଦ୍ରାପଡ଼ା ଲୋକସଭା ଆସନରେ ଜିତିଲା ବିଜେପି; ୬୧ହଜାରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ ହେଲେ ବୈଜୟନ୍ତ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଜୟୀ ହେଲେ । ୬,୧୫, ୭୦୫ ହଜାର ଭୋଟରେ ବିଜୟୀ ହେଲେ ବୈଜୟନ୍ତ । ବିଜେଡିର ଅଂଶୁମାନ ମହାନ୍ତିଙ୍କୁ…

ନିଜ ମାଆଙ୍କୁ ମନେପକାଇ ଭାବବିହ୍ୱଳ ହେଲେ ପିଏମ ମୋଦୀ, କହିଲେ ଦେଶର ମାଆ-ଭଉଣୀମାନେ..

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଫଳାଫଳ ପ୍ରକାଶ ପାଇବା ପରେ ଏନଡିଏ ମେଣ୍ଟକୁ ବହୁମତ ମିଳିଛି । ଇଣ୍ଡିଆ ମେଣ୍ଟକୁ ମଧ୍ୟ ଭଲ ବହୁମତ ମିଳିଥିବା ଦେଖିବାକୁ ମିଳିଛି । ଏହି ନିର୍ବାଚନରେ ବିଜେପି ସବୁଠାରୁ ଆଗୁଆ ।…

ସ୍ପଷ୍ଟ କଲା ବିଜେପି, ପିଏମ ନରେନ୍ଦ୍ର ମୋଦୀ ହେବେ ଦେଶର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏନଡିଏ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ମୁହଁକୁ ନେଇ ବଡ଼ ବିବୃତ୍ତି ଦେଇଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ପିଏମ…

ୟୁପିରେ ସପାର ବଡ଼ ବିଜୟକୁ ନେଇ କ’ଣ କହିଲେ ଅଖିଳେଶ ଯାଦବ?

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ୩୦ଟି ଆସନରେ ବିଜୟୀ ହୋଇଥିବା ବେଳେ ୭ଟି ଆସନରେ ଆଗୁଆ ରହିଛି। ମଙ୍ଗଳବାର ରାତି ୯ଟା ୫୦ ପର୍ଯ୍ୟନ୍ତ ଏହି ସଂଖ୍ୟା ରହିଛି। ୟୁପିରେ ମଧ୍ୟ କଂଗ୍ରେସ ୬ଟି ଆସନ ଜିତିବାରେ…