Browsing Category

ଓଡିଶା ବିଧାନସଭା ନିର୍ବାଚନ 2024

କାହିଁକି ଏବେ ମହଙ୍ଗା ହେବନାହିଁ ମ୍ୟାଗି, କିଟକାଟ୍ ପରି ପ୍ରଡକ୍ଟ: ନେସଲେ ନେଲା ଗୁରୁତ୍ୱପୂର୍ଣ୍ଣ କାରଣ

ନୂଆଦିଲ୍ଲୀ: ଏଫଏମସିଜି ପ୍ରଡକ୍ଟ ତିଆରି କରୁଥିବା ନେସଲେ ଇଣ୍ଡିଆ ଗୁରୁବାର ଦିନ କହିଛି ଯେ ଭାରତକୁ ଦିଆଯାଇଥିବା ମୋଷ୍ଟ ଫେଭର୍ଡ ନେସନ ମାନ୍ୟତା ପ୍ରତ୍ୟାହାର କରିବା କମ୍ପାନୀ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।…

ବିଧାନସଭା ୧୧ ଟା ୪୧ ଯାଏଁ ମୁଲତବି, ଗୃହରେ ଗର୍ଜିଲେ ବିରୋଧୀ, କଲେଜ ନିର୍ବାଚନ ପ୍ରସଙ୍ଗକୁ ନେଇ କଂଗ୍ରେସର ଜୋରଦାର ପ୍ରତିବାଦ

ଓଡିଶା ଭାସ୍କର: ଆଜି ବିଧାନସଭାର ଦ୍ୱିତୀୟ ଅଧିବେଶନ ଆରମ୍ଭ ନ ହେଉଣୁ ହଟ୍ଟଗୋଳ ଦେଖିବାକୁ ମିଳିଛି । କଂଗ୍ରେସ ଗୃହରେ କଲେଜ ନିର୍ବାଚନ ପ୍ରସଙ୍ଗକୁ ନେଇ ଗର୍ଜିଛି । ସେପଟେ ବିଜେଡି ବିଧାନସଭାର ମଧ୍ୟଭାଗକୁ ଯାଇ ଜୋରଦାର…

ଅଷ୍ଟମ ଦିନରେ ସପ୍ତଦଶ ବିଧାନସଭା ଅଧିବେଶନ, ଆଲୋଚିତ ହେଉଛି ବିଭିନ୍ନ ପ୍ରସଙ୍ଗ, ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ…

ଓଡିଶା ଭାସ୍କର: ଅଷ୍ଟମ ଦିନରେ ପହଞ୍ଚି ସାରିଛି ସପ୍ତଦଶ ବିଧାନସଭା ଅଧିବେଶନ । ଅଷ୍ଟମ ଦିନରେ ଆଜି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରୁଛନ୍ତି ବିଭିନ୍ନ କ୍ଷେତ୍ରରୁ ଆସିଥିବା ବିଧାୟକ । ପ୍ରଶ୍ନକାଳରେ…

Breaking News; ଓଡ଼ିଶା ରାଜନୀତିରେ ନବୀନଙ୍କ ନୂଆ ରୂପ: ବିରୋଧୀ ଦଳର ନେତା ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ୨୦୨୪ ନିର୍ବାଚନ ସାରା ଓଡ଼ିଶାକୁ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି । ଆଜି ଓଡ଼ିଶା ବିଧାନସଭା ପାଇଁ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ…

ମୁଖ୍ୟମନ୍ତ୍ରୀ ଶପଥ ସମାରୋହକୁ ନବୀନଙ୍କୁ ନିମନ୍ତ୍ରଣ, ଯୋଗ ଦେବେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସର୍ବସମ୍ମତିରେ ମୋହନ ଚରଣ ମାଝୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ । ଆଜିଠାରୁ ଚାଲିବ ବିଜେପି ସରକାର । ଜନତା ମଇଦାନ ଠାରେ ଅନୁଷ୍ଠିତ ହେବାକୁ ଥିବା ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ…

ମୋହନ ଚରଣ ମାଝିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ କାହିଁକି ଚୟନ କଲା ବିଜେପି: ଏହା ପଛରେ ରହିଛି ୬ଟି ବଡ଼ କାରଣ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ ୧୨ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ଗ୍ରହଣ କରିବେ । ମୋହନଙ୍କ ନାମ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ହେଉଥିବା ଚର୍ଚ୍ଚାର ଅନ୍ତ ଘଟିଛି । ରାଜ୍ୟର…

ମୋହନ ମାଝି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ: ୨ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛନ୍ତି ବିଜେପିର ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ । ମୋହନ ଚରଣ ମାଝି ହେବେ…

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ…. ଚର୍ଚ୍ଚାର ଶୀର୍ଷରେ ୯ ଜଣ ହେଭିୱେଟଙ୍କ ନାମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୨୪ ବର୍ଷ ଧରି ରାଜ୍ୟକୁ ଶାସନ କରି ଆସିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କ୍ଷମତାଚ୍ୟୁତ ହେବା ପରେ ଏବେ ରାଜ୍ୟରେ ନୂଆ ସରକାର ଗଠନ ହେବ । ୧୪୭ଟି ଆସନ ବିଶିଷ୍ଟ ବିଧାନସଭାରେ…

ଅଧାରେ ରହିଗଲା ବିରଳ ରେକର୍ଡ: ଆଉ ମାତ୍ର ୭୪ ଦିନ ପୂରଣ କରିଥିଲେ ଦେଶରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥାନ୍ତେ ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ସଭିଙ୍କୁ ଚକିତ କରିଦେଇଛି । କ୍ରମାଗତ ୨୪ ବର୍ଷ ଧରି ରାଜ୍ୟରେ ଶାସନ କରିଆସୁଥିବା ବିଜେଡିର ଶାସନ ରେସରେ ଲାଗିଛି ରୋକ । ‘ଜନତା ଚାହିଁଲେ ସରକାର…

୩ ଦଳର ମୁଖିଆ ନିରାଶ: ନିର୍ବାଚନୀ ରଣାଙ୍ଗନରେ ପରାସ୍ତ ହେଲେ ନବୀନ, ମନମୋହନ ଓ ଶରତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ନିର୍ବାଚନୀ ଫଳାଫଳ ସଭିଙ୍କୁ ତାଜୁବ କରିଦେଇଛି । ଦୀର୍ଘ ୨୪ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅପରାଜେୟ ଭାବେ ଶାସନ କରି ଆସୁଥିବା ବିଜେଡି…