Browsing Category
ରାଜନୀତି
BIG BREAKING…ପିପିଲି-ଆଠଗଡ଼ରେ ନିର୍ବାଚନୀ ହିଂସା!; ୯ରୁ ଅଧିକ ଆହତ, ସମିତି ସଭ୍ୟଙ୍କ ଗୋଡ଼ ଭାଙ୍ଗିଦେଲେ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ଦୁଇଟି ସ୍ଥାନରେ ନିର୍ବାଚନୀ ହିଂସା! ଆଠଗଡ଼-ପିପିଲିରେ ହିଂସା । ଉଭୟ ଘଟଣାରେ ଦୁଇ ଗୋଷ୍ଠୀ ହେଲେ ମୁହାଁମୁହିଁ , ଆକ୍ରମଣ ଓ ପ୍ରତିଆକ୍ରମଣ । ୯ରୁ ଅଧିକ ଆହତ ।…
କଟକ: ଟଙ୍କା ବାଣ୍ଟିବା ଅଭିଯୋଗରେ ଗିରଫ ହେଲେ ଅଙ୍ଗନବାଡ଼ି ଦିଦି, ପୋଲିସ ଜିମା ଦେଲେ ବସ୍ତିବାସିନ୍ଦା
କଟକ: (ଓଡ଼ିଶା ଭାସ୍କର) ଟଙ୍କା ବାଣ୍ଟିବା ଅଭିଯୋଗରେ ଅଙ୍ଗନବାଡ଼ି ଦିଦି ଅଟକ । ମର୍କତନଗର ଥାନା ଇମାମ ନଗର ବସ୍ତିରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ । ଅଙ୍ଗନବାଡ଼ି ଦିଦିଙ୍କୁ ଘେରି ପୋଲିସ ଜିମା ଦେଲେ ବସ୍ତିବାସିନ୍ଦା ।…
(Video) କାହିଁକି ଏହି ଦୁଇ ବୁଥ୍ରେ ୨ ଥର ହେଲା ମତଦାନ; ଏହା ପଛରେ କ’ଣ ରହିଛି କାରଣ…
ବୌଦ୍ଧ: କେନ୍ଦ୍ର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀର ମହିସୁରପିଣ୍ଡା ଏବଂ କପାଶିରା ବୁଥରେ ସାନି ମତଦାନ ହେଉଛି ।ଗତ ୨୦ ତାରିଖ ଦିନ ମହିସୁରପିଣ୍ଡା…
ସରିଲା ପ୍ରଚାର, ଦିନକ ପରେ ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ, ନିର୍ଦ୍ଧାରଣ ହେବ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ
ଭୁବନେଶ୍ୱର: ରାଜ୍ୟରେ ଆଉ ୧ଦିନ ପରେ ୩ୟ ପର୍ଯ୍ୟାୟ ମତଦାନ ହେବ । ଏହାରି ମଧ୍ୟରେ ଏଥିପାଇଁ ଗୁରୁବାର ଦିନ ପ୍ରଚାର ଶେଷ ହୋଇଛି । ଏହି ୩ଦିନ ମଧ୍ୟରେ ବିଜେପି, ବିଜେଡି ଏବଂ କଂଗ୍ରେସ ଖୁବ ଜୋରରେ ପ୍ରଚାର କରିଛନ୍ତି ।…
ବିଜେପିରେ ସାମିଲ ହେଲେ ଖୋର୍ଦ୍ଧା ବିଧାୟକ; ପ୍ରଚାର ବେଳେ ହଠାତ୍ ବିଜେପି ଗାଡ଼ି ଉପରକୁ ଉଠିଗଲେ ଜିତୁ ମିତ୍ର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜେପିରେ ସାମିଲ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର । ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର କଲେ । ଗୋଶାଳା ପଡ଼ିଆରୁ ବାହାରିଥିବା ରୋଡ୍ ସୋ'ରେ ସାମିଲ୍…
(Video) ପ୍ରଚାରରୁ ବାରି ହେଉଛି ବିଜେପିର ବିଜୟ!, ”ଲଢେଇ ନୁହଁ ଧାମନଗରରେ ଏକପାଖିଆ ବିଜୟୀ ହେବେ ସୂରଜ”
ଧାମନଗର: ରାଜ୍ୟ ରାଜନୀତି ରେ ବେଶ ଚଂଚକତା ଦେଖାଉଛନ୍ତି ପ୍ରାର୍ଥୀମାନେ। ଯିଏ ଦିନେ ଏସି ରୁମରୁ ବାହାରି ନଥିଲେ ସେ ଆଜି ଭୋଟ ଖଣ୍ଡେ ପାଇଁ ଡୋର ଟୁ ଡୋର ବୁଲି ଗୋଡ ହାତ ତଳେ ପଡି ଭୋଟ ଭିକ୍ଷା କରୁଛନ୍ତି। ତେବେ ସେଭଳି…
‘ସାତ ଜନ୍ମରେ ସରକାର ଗଠନ କରିପାରିବ ନାହିଁ କଂଗ୍ରେସ’, ହରିୟାଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦାବି
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ପ୍ରଚାର ଆରମ୍ଭ ହୋଇସାରିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ମହେନ୍ଦ୍ରଗଢରେ ପହଞ୍ଚିଛନ୍ତି । ଏଠାରେ ଜନସଭାକୁ ସମ୍ବୋଧିତ କରି…
ବାରବାଟୀ-କଟକ ବିଧାନସଭା ଆସନ କିଏ ହାତେଇବ: ବାଉନ ସହର ଓ ତେପନ ଗଳିର ଜନତାଙ୍କ ମୁଡ଼ ବୁଝିବା ବଡ଼ ମୁସ୍କିଲ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଲୋକସଭା ନିର୍ବାଚନର ୫ର୍ଥ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୨ଟି ପର୍ଯ୍ୟାୟ ବାକି ରହିଛି । ସେହିପରି ଓଡ଼ିଶାରେ ଏହା ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆଗକୁ ଆଉ…
ବିଜେଡିକୁ ଫେରିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ: ଗତକାଲି ଦଳରୁ ଦେଇଥିଲେ ଇସ୍ତଫା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ବିଜେଡିକୁ ଫେରିଛନ୍ତି ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଗତକାଲି ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ…
କେଜ୍ରିୱାଲଙ୍କ ବଡ଼ ଦାବି; ଆସନ୍ତାକାଲି ମୋ ବୃଦ୍ଧ-ଅସୁସ୍ଥ ବାପା-ମା’ଙ୍କୁ ପଚରାଉଚରା କରିବ ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଏକ ଦାବି କରିଛନ୍ତି । ଯେ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଦିନ ଦିଲ୍ଲୀ ପୋଲିସ ତାଙ୍କ ପିତାମାତାଙ୍କୁ…