fbpx
BSKY
BJD MC SKY
BJD YOUTH SKY
Browsing Category

ରାଜନୀତି

ବିଧାୟିକା ଭାବେ ଶପଥ ନେଲେ ଦୀପାଳି, ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ଉପବାଚସ୍ପତି

ଭୁବନେଶ୍ୱର: ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ ଆଜି ଶପଥ ନେଲେ । ବିଧାନସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂ ଦୀପାଳିଙ୍କୁ ଶପଥପାଠ କରାଇଛନ୍ତି। ସେ ତାଙ୍କ ମାଆ ଏବଂ ଭାଇଙ୍କ ସହ ଆସି ଶପଥ ନେଇଛନ୍ତି…

କର୍ଣ୍ଣାଟକ: ୨୦୦ ରୁ ଅଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ଅମାନତ ହରାଇଲା AAP; ମିଳିଲା NOTA ଠାରୁ କମ୍ ଭୋଟ୍

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ବାହାରି ସାରିଛି। କଂଗ୍ରେସ ୧୩୫ ଟି ଆସନରେ ବାଜିମାତ କରି ଏକ ବମ୍ପର ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଉଭୟ ବିଜେପି ଏବଂ ଜେଡିଏସର ଆସନ ହ୍ରାସ ପାଇଛି। ରାଜ୍ୟରେ…

କର୍ଣ୍ଣାଟକରେ ବିଜେପିର ପରାଜୟକୁ ନେଇ ମମତା ବାନାର୍ଜୀ କାହିଁକି ଖୁସି?

କୋଲକାତା: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟକୁ ନେଇ ମମତା ବାନାର୍ଜୀଙ୍କ ବଡ ବିବୃତ୍ତି ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା…

କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ: ସିଦ୍ଧରମୈୟା ନା ଶିବକୁମାର, କିଏ ଜନତାଙ୍କ ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ଘୋଷଣା ହୋଇଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ । ଶାସକ ବିଜେଡିର ଦୁର୍ଗକୁ ଧ୍ୱସ୍ତବିଧ୍ୱସ୍ତ କରି ସରକାର ଗଠନ କରିବାକୁ ଯାଉଛି କଂଗ୍ରେସ । ରାଜ୍ୟର ମୋଟ ୨୨୪ଟି ଆସନ ମଧ୍ୟରୁ କଂଗ୍ରେସ ୧୩୫ଟି,…

ପ୍ରଧାନମନ୍ତ୍ରୀ ଯେଉଁ ଅଞ୍ଚଳରେ ପ୍ରଚାର କରିଥିଲେ ସେଠାରେ ବିଜେପି କେତେ ସଫଳତା ହାସଲ କରିଛି? ଜାଣନ୍ତୁ ଏଠାରେ..

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳରୁ ରାଜ୍ୟରେ ରାଜନୈତିକ ପରିସ୍ଥିତି ସ୍ପଷ୍ଟ ହୋଇଛି। ଭୋଟରମାନେ ଶାସକ ବିଜେପି ସରକାରକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସ ସପକ୍ଷରେ ବହୁମତ ଦେଇଛନ୍ତି। କର୍ଣ୍ଣାଟକ…

ବିଜୟ ଉତ୍ସବରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ: କହିଲେ-‘ଝାରସୁଗୁଡ଼ାର ବିକାଶ ପାଇଁ ବିଜେଡି ଅଧିକ ଗୁରୁତ୍ୱ ଦେବ’

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ବିପୁଳ ଭୋଟ ପାଇଁ ବିଜୟୀ ହୋଇଛନ୍ତି ଦୀପାଳି ଦାସ। ଫଳଫଳ ଘୋଷଣା ପରେ ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଝାରସୁଗୁଡା ବିଜୟ ଉତ୍ସବ ପାଳନ କରାଯାଉଛି। ଏହି ଉତ୍ସବରେ…

କଂଗ୍ରେସ ବନ୍ଦ କଲା ବିଜେପି ପାଇଁ ଦକ୍ଷିଣ ଦ୍ୱାର, ଏହା ହେଉଛି ଜିତିବାର ୫ଟି ବଡ କାରଣ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​କଂଗ୍ରେସକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ମିଳିଛି। କଂଗ୍ରେସ କ୍ଷମତାକୁ ଫେରିବାବେଳେ ଦକ୍ଷିଣ ଭାରତର ଏକମାତ୍ର ରାଜ୍ୟରେ ବିଜେପି ଜିତିଥିବା ଶକ୍ତି ହରାଇଲା।…

କର୍ଣ୍ଣାଟକ ବିଜୟ ପରେ ଆସିଲା ରାହୁଲ ଗାନ୍ଧୀଙ୍କ ବୟାନ: କହିଲେ-‘କର୍ଣ୍ଣାଟକରେ ବନ୍ଦ ହୋଇଛି ଘୃଣାର ବଜାର, ଏହା ପ୍ରତ୍ୟେକ ରାଜ୍ୟରେ…

ନୁଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସକୁ ବିପୁଳ ଭୋଟ୍‌ରେ ବିଜୟ ମିଳିବା ପରେ ଦଳର ପୁର୍ବତ୍ତନ ସଭାପତି ରାହୁକଲ ଗାନ୍ଧୀଙ୍କ ବୟାନ ଆସିଛି । ବିଜୟକୁ ନେଇ ରାହୁ ଖୁସି ପ୍ରକାଶ କରିବା ସହିତ ଏହାର ଶ୍ରେୟ କର୍ଣ୍ଣାଟକର ଜନତା…

କର୍ଣ୍ଣାଟକ ଫଳାଫଳ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ପାଇଁ ସତର୍କ ଘଣ୍ଟି, ସେପଟେ ବିରୋଧୀଙ୍କୁ ମିଳିଲା ବୁଷ୍ଟର

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ବହୁମତ ସହିତ ସରକାରକୁ ଫେରିବା ଏକପ୍ରକାର ନିଶ୍ଚିତ ହୋଇସାରିଛି। ଏବେ କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁଯାୟୀ କଂଗ୍ରେସ ୧୩୯ ଟି…

ପରାଜୟ ସ୍ୱୀକାର କଲେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ; କଂଗ୍ରେସକୁ ଶୁଭେଚ୍ଛା ଜଣାଇଲେ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଏବେ ଆସିସାରିଛି । କର୍ଣ୍ଣାଟକର କିଙ୍ଗ କଂଗ୍ରେସ ହୋଇଛି । ଏହାକୁ ମୁଣ୍ଡପାତି ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ । ବିଜେପି ପରାଜୟକୁ ସ୍ୱୀକାର…