fbpx
Browsing Category

ରାଜନୀତି

୧୮ ବର୍ଷର ପୁରୁଣା ବନ୍ଧୁକୁ ବିଦାୟ ଦେଲେ ରାହୁଲ: ’12 Tughlak Lane’ ଏବେ ଅତୀତ, ଛାତିର ବେଦନା ଖୋଜୁଛି ନୂଆ ଠିକଣା

ନୂଆଦିଲ୍ଲୀ: ଗତ ମାସ ୨୩ ତାରିଖରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ସୂରତ ସେଶନ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ସହିତ ଦୁଇ ବର୍ଷର ଜେଲଦଣ୍ଡାଦେଶ ପାଇଥିଲେ । ଏହାପରେ ୨୪ ତାରିଖରେ ସେ ଲୋକସଭା ସଦସ୍ୟ ପଦ…

BJP ବିଧାୟକଙ୍କ ଇସ୍ତଫା: ଆସନ୍ତା ମାସରେ ନିର୍ବାଚନ, କାହିଁକି ନେଲେ ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ: ସାରା ଦେଶରେ ଏବେ ରାଜନୈତିକ ପରିସ୍ଥିତି ସରଗରମ୍ ହୋଇ ଉଠିଛି । ଆସନ୍ତାମାସରେ ବିଭିନ୍ନ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାରୁ ରାଜନୈତିକ ଦଳମାନେ ନିଜ ନିଜର ପ୍ରଚାର ପ୍ରସ୍ତୁତି ଚଳାଇଛନ୍ତି । ଆସନ୍ତା…

(Video)ଆମର କପଡା ଖରାପ ନୁହେଁ ..ବିଜେପି ର ନଜର ଖରାପ : କିଛି ଏଭଳି କହି ବିଜେପି କୁ କଟାକ୍ଷ କରିଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୋଇତ୍ରି ନିଜ ଟ୍ୱିଟର ମାଧ୍ୟମରେ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ଶୁକ୍ରବାର ସକାଳେ ବିଜେପି ନେତା ଓ ଭକ୍ତଙ୍କ ପାଇଁ ଏକ ବାର୍ତ୍ତା ଲେଖିଛନ୍ତି! ଆମେ ବଙ୍ଗାଳି ମହିଳା । ଆମେ ଆମର…

‘ଇଏ ତ କେବଳ ଆରମ୍ଭ’: ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଲାଗିପଡିଛନ୍ତି ଶରଦ,କହିଲେ ଏଥର ସମସ୍ତେ ମିଶି..

ନୂଆଦିଲ୍ଲୀ:୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୁରୁବାର ଦିନ ଶରଦ ପାୱାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ର୍ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହାପୂର୍ବରୁ…

ଝାରସୁଗୁଡା ଉପନିର୍ବାଚନରେ ମହିଳାଙ୍କର ରହିବ ମୁଖ୍ୟ ଭୂମିକା: ବାଛିବେ ଉପଯୁକ୍ତ ନେତା

ଝାରସୁଗୁଡା: ଆଜିଠୁ ଆରମ୍ଭ ହେଉଛି ଝାରସୁଗୁଡା ଉପନିର୍ବାଚନର ରଣ ହୁଙ୍କାର । ଏହି ଉପନିର୍ବାଚନରେ ନୂଆ ଦାୟିତ୍ୱ ନେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି । କିନ୍ତୁ…

BJPରେ ମିଶିବେ ଅଜିତ ପାୱାର? NCPକୁ ନେଇ ମହାରାଷ୍ଟ୍ର ରାଜନୀତିରେ ବିସ୍ଫୋରଣ

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦେଶରେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସନ୍ତା ମାସରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କର ନଜର…

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ମେ’ ୧୦ରେ ଭୋଟ୍

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ । ଏହା ସହ ଏପ୍ରିଲ ୨୧ରେ ଯାଞ୍ଚ ଓ ୨୪ ତାରିଖରେ ପ୍ରତ୍ୟାହାର କରାଯିବ ।…

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା BJP

ନୂଆଦିଲ୍ଲୀ: ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ୧୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ତେବେ ଏହା ମଧ୍ୟରେ ବିଜେଡି ଓ କଂଗ୍ରେସ ସେମାନଙ୍କର ପ୍ରାର୍ଥୀଙ୍କ…

BJPରେ ବିସ୍ଫୋରଣ: ପୂର୍ବତନ Deputy CMଙ୍କ ଇସ୍ତଫା, ନୂଆ ଚେହେରାଙ୍କୁ ଟିକେଟ, ବରିଷ୍ଠଙ୍କୁ ଉପେକ୍ଷା କାହିଁକି

ନୂଆଦିଲ୍ଲୀ: ଆସନ୍ତା ମାସରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ରାଜ୍ୟ ବିଜେପିରେ ବିସ୍ଫୋରଣ ଦେଖିବାକୁ ମିଳିଛି । ୨୨୪ଟି ଆସନ ବିଶିଷ୍ଟ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଦଳ ଗତକାଲି…

‘ଗାନ୍ଧି କିସି ସେ ମାଫି ନେହିଁ ମାଙ୍ଗତା’: ପୁଣି ରାହୁଲଙ୍କ ବିରୋଧରେ ଦାୟର ହେଲା ଏକ ମାନହାନୀ ମକଦ୍ଦମା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ମୁସ୍କିଲ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗୋଟିଏ ମାନହାନୀ ମକଦ୍ଦମା ପାଇଁ ରାହୁଲ ଲୋକସଭା ସାଂସଦ ସଭ୍ୟ ପଦ ହରାଇଥିବା ବେଳେ ତାଙ୍କ ବିରୋଧରେ ପୁଣି ଦାୟର ହୋଇଛି…