fbpx
Browsing Category

ରାଜନୀତି

ଅତାବିରା ଏନଏସି ନିର୍ବାଚନ: ୧୨ଟି ୱାର୍ଡରୁ ୧୧ଟିରେ ବାଜି ମାରିଲା ବିଜେଡି

ବରଗଡ଼(ଓଡ଼ିଶା ଭାସ୍କର): ବରଗଡ଼ ଅତାବିରା ଏନଏସି ନିର୍ବାଚରେ ବାଜି ମାରିଛି ବିଜେଡି । ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କେବଳ ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା…

ନିର୍ବାଚନ ପୂର୍ବରୁ ବଡ଼ ଝଟକା: BJP ବିଧାୟକ କଂଗ୍ରେସରେ ଯୋଗଦେଲେ, ଆସନ୍ତା ମାସରେ ଭୋଟ

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ନିର୍ବାଚନୀ ଋତୁ ଚାଲିଛି । ନିକଟରେ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ସହ ସରକାର ଗଠନ ସରିଥିବା ବେଳେ ଆସନ୍ତା ମାସ ୧୦ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ…

ସମ୍ବଲପୁରରୁ ଲଢ଼ିବେ ଧର୍ମେନ୍ଦ୍ର? BJPର କ’ଣ ରହିଛି ପ୍ଲାନ, ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ଚଳଚଞ୍ଚଳ ହୋଇ ଉଠିଛି । ଗତ ୨୦୧୯ ନିର୍ବାଚନରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଉପରେ ବିଶେଷ ଫୋକସ…

ବଙ୍ଗଳା ହିଂସାକୁ ନେଇ ଆକ୍ସନମୋଡରେ ଗୃହମନ୍ତ୍ରଣାଳୟ, ମମତା ସରକାରଙ୍କ ଠାରୁ ମାଗିଲେ ରିପୋର୍ଟ

ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗଳାର ହାୱାଡାରେ ହୋଇଥିବା ହିଂସାକୁ ନେଇ ଗୃହମନ୍ତ୍ରଣାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଠାରେ ରାମ ନବମୀ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ହିଂସା ସମ୍ପର୍କରେ ଗୃହ…

ନିର୍ବାଚନ କ୍ଷେତ୍ର ଜଗିବା ପାଇଁ ବିଜେଡି ବାଛିଲା ପୁରୁଖା ନେତା, ବିଜୟ ପାଇଁ ବାଣ୍ଟିଲା ପର୍ଯ୍ୟବେକ୍ଷକ ଦାୟିତ୍ୱ

ଭୁବନେଶ୍ୱର: ଆଗକୁ ହେବାକୁ ଥିବା ଝାରସୁଗୁଡା ଉପନିର୍ବାଚନ ପାଇଁ ୩ ପର୍ଯ୍ୟବେକ୍ଷକଙ୍କୁ ଗୁରୁଦାଇତ୍ୱ ବାଣ୍ଟିଛି ବିଜେଡି । ଦଳର ଆଗଧାଡିର ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଶାରଦା ନାୟକଙ୍କୁ ଗଡ ସମ୍ଭାଳିବାକୁ…

ନ୍ୟାୟପାଳିକାଙ୍କ ଉପରେ ଚାପ ପକାଇବା ପାଇଁ ପରିବାର ସହିତ ସୁରଟ ଆସୁଛନ୍ତି ରାହୁଲ:ସମ୍ବିତ ପାତ୍ର

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ମୋଦୀ ସରନେମ ମାମଲାରେ ସୁରଟ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଉପର କୋର୍ଟ ରେ ଆବେଦନ କରିବା ପାଇଁ ଯାଉଛନ୍ତି। ଯେଉଁଠାରେ ରାହୁଲ ଗାନ୍ଧୀ ସେସନ କୋର୍ଟରେ ଦୋଷୀ…

Modi Degree Case:ଏମିତି କେଉଁ କଲେଜ ଅଛି ଯିଏ ନିଜ ଛାତ୍ରକୁ ପ୍ରଧାନମନ୍ତ୍ରୀ ହେବାର ନେଇ ଗର୍ବ କରୁନାହଁ ;ଉଦ୍ଧବ ଠାକରେ

ମୁମ୍ବାଇ: ମୋଦୀଙ୍କ ଡିଗ୍ରୀକୁ ନେଇ ରାଜନୀତି ଏବେ ସରଗରମ ରହିଛି । ବିରୋଧୀ ମାନେ ପ୍ରତିଟି କଥାରେ ମୋଦୀଙ୍କୁ ଟାଗ୍ରେଟ କରୁଛନ୍ତି । ତେବେ ନିକଟରେ ଶିବ ସେନାର ପ୍ରମୁଖ ଉଦ୍ଧବ ଠାକରେଙ୍କୁ ମଧ୍ୟ ଡିଗ୍ରୀ କଥାକୁ ନେଇ…

ବଡ଼ ଖବର: ବିଧାୟକ ଦେଲେ ଇସ୍ତଫା, ଆସନ୍ତା ମାସରେ ରାଜ୍ୟରେ ଭୋଟ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ନିର୍ବାଚନୀ ମାହୋଲ ଦେଖିବାକୁ ମିଳିଛି । ଆସନ୍ତା ମାସରେ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ ହେବାର ଅଛି । ଏନେଇ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ରଣନୀତି…

(Video) BJP ଜାରି କଲା ‘କଂଗ୍ରେସ ଫାଇଲ୍ସ’ ସିରିଜ୍-୧: 2-G’ରୁ କମନୱେଲଥ ପର୍ଯ୍ୟନ୍ତ ଖାଲି ଘୋଟାଲା, UPA ସରକାର ଅମଳରେ ୪.୮୨ ଲକ୍ଷ କୋଟି…

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ମଧ୍ୟରେ ଆସନ୍ତା ମେ ମାସ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହା ମଧ୍ୟରେ ବିଜେପି କଂଗ୍ରେସ…

କଂଗ୍ରେସର ବିକ୍ଷୋଭ: ଦଳର ନେତା ଓ କର୍ମୀଙ୍କ ସହିତ ପୋଲିସର ଧସ୍ତାଧସ୍ତି

ଭୁବନେଶ୍ୱର: ରାଜଧାନୀରେ କଂଗ୍ରେସ କର୍ମୀ ଏବଂ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା କଥା ସାମ୍ନାକୁ ଆସିଛି । କଂଗ୍ରେସ କର୍ମୀମାନେ ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ଏପରି ପରିସ୍ଥିତି ଉପୁଜିଛି । ପୋଲିସ…