Browsing Category
ରାଜନୀତି
ନିର୍ବାଚନ ପୂର୍ବରୁ ସବୁ ଦଳକୁ ନିର୍ଦ୍ଦେଶ ଦେଲେ Election Commission: ଏହି ଜିନିଷକୁ ଗ୍ରହଣ କରାଯିବନି
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ସାରା ଦେଶରେ ରାଜନୀତି ମାହୋଲ ଏବେ ସରଗରମ ହେବାକୁ ଲାଗିଛି । ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଇଲେକ୍ସନ କମିଶନ୍ ଏକ ବଡ଼ ନିର୍ଦ୍ଦେଶ ଜାରି…
ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କରି କକ୍ଷତ୍ୟାଗ କଲେ କଂଗ୍ରେସ ନେତା
ଓଡ଼ିଶା ଭାସ୍କର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ। ଏହି ପରିପ୍ରେକ୍ଷୀରେ ମହାମହିମ ରାଜ୍ୟପାଳ ରଘୁବର ଦାସ ଗୃହରେ ଅଭିଭାଷଣ ରଖିଥିଲେ। କିନ୍ତୁ ଏହି ଅଧିବେଶନରେ ରାଜ୍ୟପାଳ ରଘୁବର ଦାସଙ୍କ ଭାଷଣକୁ…
ତୁଟିଲା ରାଘବ-ପରିଣୀତିଙ୍କ କଳି; ନବବିବାହିତ ଦମ୍ପତିଙ୍କୁ ଦେଲେ ଗୁରୁତ୍ୱପୂର୍ଣ୍ଣ ଟିପ୍ସ୍…
ନୂଆଦିଲ୍ଲୀ: ରାଘବ ଚଡ୍ଡା ଏବଂ ପରିଣୀତି ଚୋପ୍ରା ବଲିଉଡର ସବୁଠାରୁ ସୁନ୍ଦର ଯୋଡି ମାନଙ୍କ ମଧ୍ୟରୁ ଅନ୍ୟତମ । ଗତ ବର୍ଷ ସେପ୍ଟେମ୍ବରରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପରିଣୀତି ଏବଂ ରାଘବ ଉଦୟପୁରରେ…
ଚମ୍ପାଇ ସୋରେନଙ୍କ ଫ୍ଲୋର ଟେଷ୍ଟ; ବିଧାନସଭାରେ ପହଞ୍ଚିଲେ ହେମନ୍ତ ସୋରେନ୍
ରାଞ୍ଚି: ଝାଡ଼ଖଣ୍ଡରେ ନୂଆ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସୋମବାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କରିବାକୁ ଯାଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଫ୍ଲୋର ଟେଷ୍ଟରେ ଭାଗ ନେବା ପାଇଁ…
ୟୁସିସି କ’ଣ, କାହିଁକି ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ କୋଡ୍ର ଡ୍ରାଫ୍ଟରୁ ବାଦ୍ ପଡ଼ିଲେ ଆଦିବାସୀ ସମ୍ପ୍ରଦାୟ?
ନୂଆଦିଲ୍ଲୀ: ଜାଣନ୍ତୁ କ'ଣ ଏହି ୟୁନିଫର୍ମ ସିଭିଲ କୋଡ୍?- ୟୁନିଫର୍ମ ସିଭିଲ କୋଡ୍ ହେଉଛି ନାଗରିକମାନଙ୍କର ବ୍ୟକ୍ତିଗତ ଆଇନ ପ୍ରଣୟନ ଏବଂ କାର୍ଯ୍ୟକାରୀ କରିବା ପାଇଁ ଭାରତରେ ଏକ ପ୍ରସ୍ତାବ ଯାହା ସମସ୍ତ ନାଗରିକଙ୍କ…
ଆଜି ଝାଡ଼ଖଣ୍ଡରେ ଫ୍ଲୋର୍ ଟେଷ୍ଟ, ବହୁମତ ପ୍ରମାଣ କରିବାରେ ସଫଳ ହେବେ କି ଚମ୍ପାଇ ?
ରାଞ୍ଚି: ଝାଡ଼ଖଣ୍ଡ ରାଜନୀତି ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସାମ୍ନାରେ ବିଧାନସଭାରେ ବହୁମତ ପ୍ରମାଣ କରିବା ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି । ଏହି ଫ୍ଲୋର ଟେଷ୍ଟ…
ଆଜିଠୁ ୧୩ ଯାଏଁ ଚାଲିବ ବିଧାନସଭା ବଜେଟ୍ ଅଧିବେଶନ
ଭୁବନେଶ୍ବର: ଆଜିଠୁ ୧୩ ଯାଏଁ ଚାଲିବ ବିଧାନସଭା ବଜେଟ୍ ଅଧିବେଶନ। ଗୃହରେ ଅଭିଭାଷଣ ରଖିବେ ନୂଆ ରାଜ୍ୟପାଳ ରଘୁବର ଦାସ। ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ। ୮ ତାରିଖରେ ଉପସ୍ଥାପିତ ହେବ କାମଚଳା ବଜେଟ୍। ଆଗକୁ ସାଧାରଣ…
ଝାଡ଼ଖଣ୍ଡ ରାଜନୀତି: ସମର୍ଥନ ନ କରିବାକୁ ବିଧାୟକଙ୍କ ଘୋଷଣା, ଫ୍ଲୋର ଟେଷ୍ଟ ପୂର୍ବରୁ ଚମ୍ପାଇ ସୋରେନଙ୍କୁ ବଡ଼ ଝଟକା
ନୂଆଦିଲ୍ଲୀ: ହେମନ୍ତ ସୋରେନ ଇସ୍ତଫା ଦେବା ପରେ ଗତ ୨ ତାରିଖରେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚମ୍ପାଇ ସୋରେନ ଶପଥ ଗ୍ରହଣ କରିଥିଲେ । ତେବେ ୧୦ ଦିନ ମଧ୍ୟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଚମ୍ପାଇଙ୍କୁ…
କାଲି ଝାଡଖଣ୍ଡ ବିଧାନସଭାରେ ଅଗ୍ନିପରୀକ୍ଷା, ଫ୍ଲୋର ଟେଷ୍ଟ ପୂର୍ବରୁ ସକ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ
ରାଞ୍ଚି: ଝାଡଖଣ୍ଡରେ ନୂଆ ସରକାର ଗଠନ ହେବା ପରେ କ୍ଷମତାଧାରୀ ଦଳ ଲାଗି ଫ୍ଲୋର ଟେଷ୍ଟ ପାସ୍ କରିବା ଏକ ବଡ ଆହ୍ୱାନ ଅଟେ । ଏଥିପାଇଁ ଝାଡଖଣ୍ଡ ବିଧାନସଭାର ୨ ଦିବସୀୟ ବିଶେଷ ଅଧିବେଶନ ୫ ଫେବୃୟାରୀରୁ ବସିବ । ସେହିପରି…
Big Breaking; ନିର୍ବାଚନ ପାଇଁ କଂଗ୍ରେସର ନୂଆ ଫର୍ମୁଲା: ଟିକେଟ ପାଇଁ ଅନଲାଇନରେ ଆବେଦନ ଆରମ୍ଭ
ନୂଆଦିଲ୍ଲୀ: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ସେଥିପାଇଁ ପ୍ରତ୍ୟେକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । କିନ୍ତୁ ଏଥରର ନିର୍ବାଚନ ପାଇଁ କୁବ ଜୋରସୋରରେ ପ୍ରସ୍ତୁତି ଚଳାଇଛି କଂଗ୍ରେସ । ଆଗାମୀ ସାଦାରଣ…