Browsing Category

ରାଜନୀତି

ଆରଏସଏସର ଭାଷା କହୁଛନ୍ତି କପିଲ୍ ସିବଲ, ଗାନ୍ଧୀ ପରିବାରକୁ ଟାର୍ଗେଟ୍ କରିବାକୁ ଏମିତି ଜବାବ ଦେଲେ ପାର୍ଟି ନେତା

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଉଠିଛି ବିଦ୍ରୋହର ସ୍ଵର। ଆଉ ଏହି ସ୍ଵରକୁ ଅଧିକ ଶାଣିତ କରିଛନ୍ତି ବରିଷ୍ଠ ନେତା କପିଲ୍ ସିବଲ। ସେ ଖୋଲାଖୋଲି କଂଗ୍ରେସ…

୫ ରାଜ୍ୟର ପିସିସି ସଭାପତିଙ୍କ ଇସ୍ତଫା ମାଗିଲେ ସୋନିଆ ଗାନ୍ଧୀ: ହେବ ପିସିସି ପୁର୍ନଗଠନ

ନୂଆଦିଲ୍ଲୀ: ୫ ରାଜ୍ୟର ବିଧାନସଭା ନିର୍ବାଚନରେ ମିଳିଥିବା ହାର୍ ପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ୫ ରାଜ୍ୟର ପାର୍ଟୀ ଅଧ୍ୟକ୍ଷଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  ପାର୍ଟୀ ପ୍ରବକ୍ତା ରଣଦୀପ…

ସମଗ୍ର ଭାରତବର୍ଷରେ ମାତ୍ର ୨ଟି ରାଜ୍ୟରେ କ୍ଷମତାରେ ରହିଛି କଂଗ୍ରେସ, ୨୦୨୩ ସୁଦ୍ଧା ମୂଳପୋଛ ହୋଇଯିବ ନା ଉଧେଇବ

ନୂଆଦିଲ୍ଲୀ: ଦେଶର ସର୍ବପୂରାତନ ଦଳ କଂଗ୍ରେସ ବର୍ତ୍ତମାନ ବଡ଼ ସଙ୍କଟ ଦେଇ ଗତି କରୁଛି । ନିକଟରେ ଶେଷ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଏହା ପୁନର୍ବାର ପ୍ରମାଣିତ କରିଛି । ଗତ ୨୦୧୯ରେ ସମଗ୍ର ଦେଶରେ…

ଗାନ୍ଧୀ ପରିବାର ଛାଡନ୍ତୁ କଂଗ୍ରେସର ନେତୃତ୍ୱ: ସୋନିଆଙ୍କ ଉପରେ ଖପ୍ପା ଆଉ ଜଣେ କଂଗ୍ରେସ ଅନୁଗତ

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଉ ଜଣେ କଂଗ୍ରେସ ଅନୁଗତ । ଗାନ୍ଧୀ ପରିବାର ହାତରୁ କଂଗ୍ରେସର ନେତୃତ୍ୱ କଢାଯାଇ ଅନ୍ୟ…

କଟକ ନଗର ଯୁବ ବିଜେଡି ସଭାପତି ନିଲମ୍ବିତ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବିଜୁ ଯୁବ ଜନତା ଦଳର କଟକ ନଗର ସଭାପତି ମନଜିତ ଦାସ ଦଳରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ମନଜିତ ଦାସ ନିଲମ୍ବିତ ହୋଇଥିବା ଦଳୀୟ ସୂତ୍ରରୁ ପ୍ରକାଶ । ରାଜ୍ୟ…

କଟକ ମହାନଗର ନିର୍ବାଚନ: ସିଏମସି ଚୌକି ପାଇଁ ଫାଇଟ୍‌ରେ ୧୬ ଜଣ ମେୟର ପ୍ରାର୍ଥୀ, ହାତୀ କାହା ମୁଣ୍ଡରେ ଢ଼ାଳିବ ସୁନା କଳସ

କଟକ (ଭାସ୍କର ନ୍ୟୁଜ୍‌): ଚଳିତ କଟକ ପୌର ନିର୍ବାଚନରେ ୧୬ ଜଣ ମେୟର ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆସନ୍ତା ୨୪ ତାରିଖରେ ଭୋଟ ଗ୍ରହଣ ପାଇଁ ସ୍ଥିରିକୃତ ହୋଇଥିବାବେଳେ କଟକ ପୌରନିଗମ ମେୟର ପଦ…

ସରିଲା ପ୍ରାର୍ଥୀପତ୍ର ପତ୍ୟାହାର ଅବଧି: ପୌର ନିର୍ବାଚନ ଲଢ଼ିବେ ୫୬୯ ମେୟର ଓ ଅଧ୍ୟକ୍ଷ ପ୍ରାର୍ଥୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ମଇଦାନରେ ରହିଲେ ୫୬୯ ଜଣ ମେୟର ଓ ଅଧ୍ୟକ୍ଷ ପ୍ରାର୍ଥୀ ସେହିଭଳି ୫୮୪୨ ଜଣ…

ଅମରିନ୍ଦରଙ୍କ ଭୁଲକୁ ନଜର ଅନ୍ଦାଜ କରିବା ମୋର ସବୁଠୁ ବଡ ଭୁଲ୍: CWC ମିଟରେ ବିଷ ଓଗାଳିଲେ ସୋନିଆ

ନୂଆଦିଲ୍ଳୀ: ନିକଟରେ ୫ଟି ରାଜ୍ୟରେ ଶେଷ ହୋଇଛି ବିଧାନସଭା ନିର୍ବାଚନ । ପାଞ୍ଚଟି ରାଜ୍ୟରେ କଂଗ୍ରେସର ଅବସ୍ଥା ଅତ୍ୟନ୍ତ ଦୟନୀୟ ରହିଥିଲା । ଏପରିକି ପଞ୍ଜାବ ଯେଉଁଠି କଂଗ୍ରେସ କ୍ଷମତାସୀନ ଥିଲା ସେଠାରେ ଦଳ ଅତ୍ୟନ୍ତ…

ପୌର ନିର୍ବାଚନ: ବାଲେଶ୍ୱରରେ ବିଜେଡିକୁ ୱାକଓଭର, ସିଏମସିରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରକୁ ନେଇ ଥାନାରେ ମାମଲା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନର ଉଷ୍ମତା ଶେଷ ହୋଇଥିବା ବେଳେ ଧୀରେ ଧୀରେ ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି । ପୌର ନିର୍ବାଚନ ପାଇଁ ସମସ୍ତ ଦଳ ବେଶ ଧୂଆଁଧାର ଢଙ୍ଗରେ ପ୍ରଚାର କରୁଥିବା…

ଆପରେ ମିଶିବେ ଆଇଏଏସ ଅଧିକାରୀ ଅଶୋକ ଖେମକା ? କେଜ୍ରିଓ୍ଵାଲଙ୍କ ସହ ରହିଛି ଭଲ ସଂପର୍କ

ନୂଆଦିଲ୍ଲୀ: ପଞ୍ଜାବରେ ବଡ ବିଜୟ ପରେ ଏବେ ଆମ୍ ଆଦମୀ ପାର୍ଟିର ନଜର ହରିୟାଣା ଉପରେ ରହିଛି। ଅନ୍ୟପଟେ ସର୍ବଦା ଚର୍ଚ୍ଚାରେ ରହି ଆସିଥିବା ଆଇଏଏସ ଅଫିସର ଅଶୋକ ଖେମକାଙ୍କ ଆମ୍ ଆଦମୀ ପାର୍ଟିରେ ଯୋଗ ଦେବାର ମଧ୍ୟ…