Browsing Category

ରାଜନୀତି

ନିଜ ଆସନ ବି ବଞ୍ଚାଇ ପାରିଲେନି ନବଜୋତ ସିଂହ ସିଦ୍ଧୁ, ଅମୃତସର ଇଷ୍ଟରୁ ହାରିଲେ

ଚଣ୍ଡିଗଡ: ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇ ସାରିଛି। ଏଠାରେ ଆମ୍ ଆଦମୀ ପାର୍ଟି ପ୍ରଥମ ଥର ସରକାର ଗଢିବାକୁ ଯାଉଛି। ଦିଲ୍ଲୀ ପରେ ଆପର ଏହା ଦ୍ଵିତୀୟ ରାଜ୍ୟ ଦଖଲ। ଏହା ପଞ୍ଜାବ ରାଜନୀତିରେ ବଡ ଘଟଣା।…

ଏହି ପରାଜୟରୁ ଆମେ ଉଚିତ ଶିକ୍ଷା ନେବୁ, କଂଗ୍ରେସର ଶୋଚନୀୟ ପରାଜୟ ପରେ କହିଲେ ରାହୁଲ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ପଞ୍ଜାବ ସମେତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ଭୋଗିଛି। ପଞ୍ଜାବରେ ପାର୍ଟି ଜିତିବ ବୋଲି ବଡ ଆଶା ରଖିଥିଲା। ମାତ୍ର ଏହି ରାଜ୍ୟକୁ ହରାଇବା ପରେ ପାର୍ଟି…

ଆପ୍ କାର୍ଯ୍ୟାଳୟରେ ପ୍ରବେଶ କଲେ କେଜ୍ରିୱାଲଙ୍କ ମିନି ଭର୍ସନ : ଦେଖନ୍ତୁ ବେବି କେଜ୍ରିୱାଲଙ୍କ ଭାଇରାଲ୍ ଫଟୋ

ନୂଆଦିଲ୍ଳୀ: ଅରବିନ୍ଦ କେଜ୍ରିୱାଲଙ୍କ ମିନି ଭର୍ସନ । ୨୦୨୦ରେ ଜଣେ କୁନି ପିଲା ଏମିତି ଗେଟଅପ ନେବା ପରେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲେ । ସେତେବେଳେ ସେହି କୁନି ପିଲା ଜଣକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବେଶ…

ୟୁପି ନିର୍ବାଚନ: ହସ୍ତିନାପୁର ଆସନରେ ଚାଲିଲାନି ବିକିନି ଗାର୍ଲଙ୍କ ଜାଦୁ, ବିଜେପି ଆଗରେ ହାରିଲେ କଂଗ୍ରେସର ଅର୍ଚ୍ଚନା ଗୌତମ

ଉତ୍ତର ପ୍ରଦେଶ ହସ୍ତିନାପୁର ବିଧାନସଭା ସିଟକକୁ ନେଇ ବେଶ ଚର୍ଚ୍ଚା ରହିଥିଲା । ଏହାର କାରଣ ହେଉଛି କଂଗ୍ରେସର ପ୍ରାର୍ଥୀ ଅର୍ଚ୍ଚନା ଗୌତମ, ଯାହାଙ୍କୁ ନେଇ ହିନ୍ଦୁତ୍ୱବାଦୀ ସଂଗଠନ ତାଙ୍କର ବିରୋଧ ମଧ୍ୟ କରିଥିଲେ । ଜଣେ…

ଉତ୍ତରାଖଣ୍ଡରେ ବିଜେପିର ବମ୍ପର ବିଜୟ, ହେଲେ ହାରିଗଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି

ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ସ୍ପଷ୍ଟ ବହୁମତ ସହ ବିଜୟ ହାସଲ କରିବାକୁ ଯାଉଛି। ଉତ୍ତରାଖଣ୍ଡ ଇତିହାସରେ ପ୍ରଥମ ଥର କୌଣସି ଦଳ କ୍ରମାଗତ ଦ୍ଵିତୀୟ ଥର ବିଜୟୀ ହୋଇ ସରକାର ଗଢିବାକୁ ଯାଉଛି।…

ଗୋଆରେ ସରକାର ଗଢିବ ବିଜେପି: ସମର୍ଥନ ଜାହିର କଲେ ଦୁଇ ସ୍ୱାଧୀନ ପ୍ରାର୍ଥୀ

ନୂଆଦିଲ୍ଳୀ: ପୁଣି ଥରେ ଗୋଆରେ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଗୋଆରେ ବିଜେପି ବର୍ତ୍ତମାନ ସୁଦ୍ଧା ୧୯ ଆସନରେ ଅଗ୍ରଣୀ ରହିଥିବା ବେଳେ ଦୁଇ ଜଣ ସ୍ୱାଧୀନ ବିଧାୟକ ବିଜେପି ପ୍ରତି ସମର୍ଥନ ଜାହିର…

ନିର୍ବାଚନ ହାରିଲେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ

ଲାଲକୁଆଁ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ହେଭିୱେଟ୍ ନେତାଙ୍କ ମଧ୍ୟରେ ଚାଲିଛି ବଡ଼ ଟକ୍କର । ଏହାରି ମଧ୍ୟରେ ଉତ୍ତରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ନିର୍ବାଚନରେ ହାରିଛନ୍ତି…

ମଣିପୁରରେ କଂଗ୍ରେସ ଧରାଶାୟୀ, ବିରୋଧୀ ଆସନରେ ବସିବାକୁ ବି ସିଟ୍ ମିଳୁନି, ବିଜେପି ଆଗରେ

ଇମ୍ଫାଲ: ମଣିପୁର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଏଥର ବିଜେପିକୁ ପୂର୍ଣ୍ଣ ବହୁମତ ମିଳୁଥିବା ଟ୍ରେଣ୍ଡରୁ ଜଣା ପଡିଛି। ବିଶେଷଜ୍ଞଙ୍କ ମତରେ ଅନ୍ତିମ ପରିଣାମ ପର୍ଯ୍ୟନ୍ତ ବିଜେପିକୁ ପୂର୍ଣ୍ଣ ବହୁମତ…

୨୦୨୪ ଫାଇନାଲ ପୂର୍ବରୁ ବିଜେପିକୁ ସତର୍କ ଘଣ୍ଟି: ବିରୋଧୀ ମହାମେଣ୍ଟର ନେତୃତ୍ୱ ନେବେ କି କେଜ୍ରି, ବ୍ୟାକଫୁଟରେ ମମତା, ରାହୁଲଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଆଜି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । ତେବେ ସଦ୍ୟ ରିପୋର୍ଟ ମୁତାବକ ଆମ ଆଦମୀ ପାର୍ଟି (ପଞ୍ଜାବ)ର ମୋଟ ୧୧୭ଟି ବିଧାନସଭା ସିଟ୍ ମଧ୍ୟରୁ ୯୦ଟିରେ…

ଆଶା ଛାଡିନି ସପା, ହେବ ବିହାର ପରି ଚମତ୍କାର ? ପଛୁଆ ରହିବା ନେଇ ଟିଭି ଉପରେ ଲଦିଲା ଦୋଷ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଏ ପର୍ଯ୍ୟନ୍ତ ଯେଉଁ ଚିତ୍ର ସାମ୍ନାକୁ ଆସିଛି ସେହି ଅନୁଯାୟୀ, ରାଜ୍ୟରେ ବିଜେପି ପୁନର୍ବାର ସରକାର ଗଠନ କରିବାକୁ ଯାଉଛି। ଟ୍ରେଣ୍ଡରେ ବହୁ…