fbpx
Browsing Category

ରାଜନୀତି

ଲୋକସଭା ନିର୍ବାଚନର ଏକ ସପ୍ତାହ ପୂର୍ବରୁ କାହିଁକି ଇସ୍ତଫା ଦେଲେ ନିର୍ବାଚନ କମିଶନର? ଜାଣନ୍ତୁ, ଏହା ପଛର କାରଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଏକ ସପ୍ତାହ ପୂର୍ବରୁ ଶନିବାର ଦିନ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇଛନ୍ତି। ଏବଂ ତାଙ୍କ ଇସ୍ତଫା ରାଷ୍ଟ୍ରପତିଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଜଣାପଡିଛି। ତେବେ ଆସନ୍ତା…

ରାଜସ୍ଥାନରେ ରାଜନୈତିକ ଅସ୍ଥିରତା, କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେଲେ ୩୨ ଜଣ ନେତା

ଜୟପୁର: ଲୋକସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା । କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଆଜି ରାଜସ୍ଥାନର ୩୨ ଜଣ କଂଗ୍ରେସ ନେତା ବିଜେପିରେ ଯୋଗ ଦେଛନ୍ତି । ଜୟପୁର ସ୍ଥିତ ବିଜେପି ପ୍ରଦେଶ…

TMC ପାଇଁ ନିର୍ବାଚନ ଲଢ଼ିବେ କ୍ରିକେଟର ୟୁସୁଫ ପଠାନ: ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ଟିକେଟ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନରେ ରାଜନୀତି ମଇଦାନରେ ପାଦ ଥାପିବେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ୟୁସୁଫ ପଠାନ। ଟିଏମସି ପକ୍ଷରୁ ନିର୍ବାଚନ ପାଇଁ ଟିକେଟ ହାସଲ କରିଛନ୍ତି ଭାରତର ପୂର୍ବତନ ଷ୍ଟାର…

ପଦ୍ମ ଛାଡି ହାତ ଧରିଲେ ଏହି ସାଂସଦ, ଏକ୍ସରେ ସୂଚନା ଦେବା ସହ କାରଣ ବି କହିଲେ

ନୂଆଦିଲ୍ଲୀ: ହିସାରର ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂହ ଦଳରୁ ଇସ୍ତଫା ଦେଇଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜ ଇସ୍ତଫା ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ମୁଁ ରାଜନୈତିକ ବାଧ୍ୟବାଧ୍ୟକତା…

AAPକୁ ବଡ଼ ଝଟକା, ଇସ୍ତଫା ଦେଲେ ଅଭିନେତ୍ରୀ ସମ୍ଭାବନା ସେଠ୍

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି । ଏଥିମଧ୍ୟରେ ଆମ୍ ଆଦମୀ ପାର୍ଟି(ଆପ୍) କୁ ଲାଗିଛି ବଡ଼ ଝଟକା । ଲୋକପ୍ରିୟ ଭୋଜପୁରୀ ଫିଲ୍ମ ଅଭିନେତ୍ରୀ ସମ୍ଭାବନା ସେଠ୍ AAPରୁ ଇସ୍ତଫା…

ରାଜନୀତି ଦୁନିଆରେ ଡେବ୍ୟୁ କରିବେ ଶାମୀ! ନିର୍ବାଚନରେ ବିଜେପି ଦେଇପାରେ ପ୍ରାର୍ଥି ଟିକେଟ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ଏହି ନିର୍ବାଚନ ଜରିଆରେ ଭାରତୀୟ ଜନତା ପାର୍ଟି ତରଫରୁ ସେ ଡେବ୍ୟୁ କରିପାରନ୍ତି ବୋଲି ଅନୁମାନ କରାଯାଉଛି…

ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥି ଘୋଷଣା କରିବ ବିଜେପି! ତାଲିକାରେ ୧୫୦ ଆଶାୟୀଙ୍କ ନାମ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଏବେ ନିଜ ଗଡ଼ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ଏହି ଦୌଡ଼ରେ ବିଜେପି ଖୁବ ଆଗରେ ରହିଛି । ପ୍ରଥମ ପର୍ଯ୍ୟାୟରେ ୧୯୫ ଆସନ ପାଇଁ ପ୍ରାର୍ଥି ଘୋଷଣା କରିଛି ଭାରତୀୟ…

କଂଗ୍ରେସ-ଡ଼ିଏମକେ ମଧ୍ୟରେ ଚୂଡାନ୍ତ ହେଲା ମେଣ୍ଟ: ୨୦୧୯ ଫର୍ମୁଲାକୁ ରିପିଟ୍‌ କଲା ଡିଏମକେ

ଓଡ଼ିଶା ଭାସ୍କର: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଡିଏମକେ ଓ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ନିଷ୍ପତି ଚୂଡ଼ାନ୍ତ ହୋଇଛି। ରାଜ୍ୟର ୪୦ଟି ଆସନ ମଧ୍ୟରୁ ସହଯୋଗୀ କଂଗ୍ରେସ ଦଳ ପାଇଁ ୯ଟି ଆସନ ପ୍ରଦାନ…

ଲୋକସଭା ନିର୍ବାଚନର ଏକ ସପ୍ତାହ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ଇସ୍ତଫା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଏକ ସପ୍ତାହ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇଛନ୍ତି। ଏବଂ ତାଙ୍କ ଇସ୍ତଫା ରାଷ୍ଟ୍ରପତିଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଜଣାପଡିଛି। ତେବେ ଭାରତର ନିର୍ବାଚନ ଆୟୋଗରେ…

୫-ଟି ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଭିଡିଓ

ଓଡ଼ିଶା ଭାସ୍କର: ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ହୋଇଥିବା ଏକ ବାର୍ତ୍ତାଳାପର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏଥିରେ ୫-ଟି ଅଧ୍ୟକ୍ଷ ଭିକେ…