Browsing Category

ରାଜନୀତି

ଦଳରେ ଯୋଗ ଦେବା ପାଇଁ ମୋଦୀଙ୍କୁ କହିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ: ଏମିତି ଜବାବ ଦେଲେ ମୋଦୀ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ଗ୍ଲାସଗୋରେ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ୍ଟ । ଉଭୟ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ଏହି ପ୍ରଥମ ବୈଠକ ବେଶ…

୫୦ ହଜାରର ସାର୍ଟ, ୨ ଲକ୍ଷ ଟଙ୍କାର ଜୋତା ସହ ୧୫ କୋଟିର ପାର୍ଟି; ସମୀର ୱାଂଖେଡେଙ୍କ ଉପରେ ମନ୍ତ୍ରୀ ନବାବ ମଲ୍ଲିକଙ୍କ ନୂଆ ଆକ୍ରୋଶ

ମୁମ୍ବାଇ: ଏନସିବିର ଜୋନଲ ଡାଇରେକ୍ଟର ସମୀର ୱାଂଖେଡେଙ୍କ ନାରେ ବିବାଦ ଥମିବାରେ ନା ନେଉନି । ପୁଣି ଏନସିପି ନେତା ଏବଂ ମହାରାଷ୍ଟ୍ର ସରକାରରେ ଥିବା ମନ୍ତ୍ରୀ ନବାବ ମଲ୍ଲିକଙ୍କ ନୂଆ ଆକ୍ରୋଶ ଗଣମାଧ୍ୟମ ସାମ୍ନାକୁ ଆସିଛି…

ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା ଅନିଲ ଦେଶମୁଖ କିଏ? ଜାଣନ୍ତୁ ଏହି ବିଶେଷ ରିପୋର୍ଟରେ…

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ତାଙ୍କ ଗିରଫଦାରୀ ସମ୍ପର୍କରେ ଇଡି ପକ୍ଷରୁ ସୂଚନା ଦିଆଯାଇଛି । ଇଡି କାର୍ଯ୍ୟାଳୟରୁ ମିଳିଥିବା…

ସାଲୁଜାଙ୍କ ଗାଁରେ ଥିଲି, ମମିତାଙ୍କୁ ଭେଟି ନାହିଁ: ଜବାବ ଦେଲେ ଦିବ୍ୟଶଙ୍କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଖୁଲାସାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ସାଲୁଜାଙ୍କ ଦ୍ୱାରା କରାଯାଇଥିବା ଦାବି…

Mission UP-2022: ଯୁବତୀଙ୍କୁ ମିଳିବ ସ୍ମାର୍ଟଫୋନ ଓ ସ୍କୁଟି, ବୟସ୍କ ଓ ବିଧବାଙ୍କୁ ପେନସନ୍

ନୂଆଦିଲ୍ଲୀ: ଆସନ୍ତା ୨୦୨୨ ଉତ୍ତରପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ସମସ୍ତ ରଣନୀତି ଆପଣାଇ ରଣାଙ୍ଗନକୁ ଓହ୍ଲାଇଛି । ଯୁବତୀମାନଙ୍କୁ ସ୍ମାର୍ଟଫୋନ ଓ ସ୍କୁଟି, ବୟସ୍କ ଓ ବିଧବାଙ୍କୁ ପ୍ରତ୍ୟେକ ମାସରେ ୧ ହଜାର ଟଙ୍କା…

ତ୍ରିପୁରା ବାସୀଙ୍କ ଭାବାବେଗ ସହିତ ଖେଳିଛନ୍ତି ବିପ୍ଲବ ଦେବ

ନୂଆଦିଲ୍ଲୀ: ତ୍ରିପୁରାରେ ବିଜେପି ମୁଖ୍ୟମନ୍ତ୍ରୀ ରହିଥିବା ବିପ୍ଲବ ଦେବଙ୍କୁ ଆକ୍ରମଣ କରିଛି ତୃଣମୂଳ କଂଗ୍ରେସ । ବିପ୍ଲବ ଦେବ ତ୍ରିପୁରା ବାସୀଙ୍କ ଭାବାବେଗ ସହିତ ଖେଳୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଟିଏମସି ସାଧାରଣ…

ରାଜୀବ ବାନାର୍ଜୀଙ୍କ ଘରୱାପସୀ; ବିଜେପି ଛାଡି ଦିଦିଙ୍କ ଶରଣ ପସିଲେ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପିକୁ ଝଟକା । ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ରାଜୀବ ବାନାର୍ଜୀ ପୁଣିଥରେ ନିଜର ପୁରୁଣା ଦଳକୁ ଫେରିଛନ୍ତି । ରବିବାର ଟିଏମସିରେ ପୁନର୍ବାର…

ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ପ୍ରତିବାଦ: ୧ରେ ରାଜଭବନ ଆଗରେ ଧାରଣା ଦେବ ବିଜେଡି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଅହେତୁକ ଦରବୃଦ୍ଧି କାରଣରୁ ରାଜ୍ୟର ଜନସାଧରଣ ଛଟପଟ ହେଉଛନ୍ତି । ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ । ବିଜୁ ଜନତା ଦଳ…

ଭାଙ୍ଗିଗଲା କି ଦିଦିଙ୍କ ଦମ୍ଭ, କୁଆଡ଼େ ଗଲା ସିଂହୁଣୀର ଗର୍ଜନ: କହିଲେ ମୋଦିଙ୍କ ଲହରୀକୁ ରୋକିବା କଷ୍ଟକର ବ୍ୟାପାର

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ ଯଦି କେହି ମୋଦିଙ୍କୁ ଟକ୍କର ଦେଉଛି, ସେ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭାଜପା ସହ ଦିଦିଙ୍କର ରହିଛି ଅହି ନକୁଳ ସମ୍ପର୍କ, ଯାହାର ପରିଣାମ ଏବେ…

ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଲେ ‘ପଲଟୁ ରାମ’: ଜାଣନ୍ତୁ ଏପରି କହିବାର ତାତ୍ପର୍ଯ୍ୟ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ରାଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବାଣ ମାରିଛନ୍ତି । ସେ କହିଛନ୍ତି ଯେ, ନୀତିଶଙ୍କ ସହିତ କୌଣସି ବୁଝାମଣା କରାଯିବାର…