Browsing Category
ସ୍ପେସାଲ
ଅଧିକ ବିଳମ୍ବରେ ବିବାହ କଲେ ସାମ୍ନାକୁ ଆସିଥାଏ ଏହି ସମସ୍ୟା, ଜାଣନ୍ତୁ କ’ଣ
ବାହାଘର ହେଉଛି ଏକ ପବିତ୍ର ବନ୍ଧନ । ସଂସାର ରଥକୁ ଆଗକୁ ଅଗ୍ରସର ନିମନ୍ତେ ପୁରୁଷ-ନାରୀ ବାନ୍ଧି ହୁଅନ୍ତି ବିବାହ ରୂପକ ସାଂସର ବନ୍ଧନରେ। ତେବେ ବିବାହର ନିଷ୍ପତ୍ତି ସମସ୍ତଙ୍କର ବ୍ୟକ୍ତିଗତ, କିନ୍ତୁ ଆମ ସମାଜରେ ଏକ ବୟସ…
ଯକୃତର ଚତୁଃପାର୍ଶ୍ୱରେ ଆବଶ୍ୟକଠାରୁ ଅଧିକ ମାତ୍ରାରେ ଫ୍ୟାଟ୍ ଜମା ହୋଇଛି କି ? ଆପଣାନ୍ତୁ ଏହି ଟିପ୍ସ
ଫ୍ୟାଟି ଲିଭର ଅର୍ଥାତ୍ ଆପଣଙ୍କ ଯକୃତର ଚତୁଃପାର୍ଶ୍ୱରେ ଆବଶ୍ୟକଠାରୁ ଅଧିକ ମାତ୍ରାରେ ଫ୍ୟାଟ୍ ଜମା ହୋଇଯିବା। ଅଧିକାଂଶ କ୍ଷେତ୍ରରେ ଫ୍ୟାଟି ଲିଭରର କୌଣସି ଲକ୍ଷଣ ଦେଖାଯାଏ ନାହିଁ। ତେଣୁ ଫ୍ୟାଟି ଲିଭର୍ ସମସ୍ୟା ଥିଲେ…
ଦିନକୁ କେତେ ମାତ୍ରାରେ ‘ରିଫାଇନ ତେଲ’ ଖାଇବା ଉଚିତ୍ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ
ରନ୍ଧନ ତେଲରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଥାଏ। କିନ୍ତୁ ଆପଣ ଜାଣନ୍ତିକି ରନ୍ଧନ ତୈଳକୁ ଚର୍ବିର ଭଣ୍ଡାର ମଧ୍ୟ କୁହାଯାଏ। ତେଣୁ ଏହି ରନ୍ଧନ ତେଲ ଦୈନିକ କେତେ ପରିମାଣରେ ଖାଇବା ଉଚିତ୍ ସେ ସମ୍ପର୍କରେ ଆମେ ଆଲୋଚନା…
ଦମ୍ପତିଙ୍କ ମଧ୍ୟରେ ବୟସ ପାର୍ଥକ୍ୟ କେତେ ରହିବା ଉଚିତ୍ ? ଜାଣନ୍ତୁ କଣ କହୁଛି ବିଜ୍ଞାନ
ଦମ୍ପତିଙ୍କ ମଧ୍ୟରେ ଅଧିକ ବୟସ ପାର୍ଥକ୍ୟ ରହିବା ଉଚିତ୍ ନୁହେଁ, ନଚେତ୍ ସମ୍ପର୍କ ମଧ୍ୟରେ ମତଭେଦ, ତିକ୍ତତା ଆସିବାର ସମ୍ଭାବନା ଥାଏ। ଏହା ଆମେ ନୁହେଁ ବିଜ୍ଞାନ କହୁଛି। ଯଦିଓ ଅନେକ ସେଲିବ୍ରିଟି ଏହି ଜିନିଷକୁ ଭୁଲ୍…
ଯେଉଁ ବୟସରେ ପିତା ଦେଶ ପାଇଁ ସହିଦ ହୋଇଥିଲେ, ପୁଅ ମଧ୍ୟ ସେହି ବୟସରେ ଭାରତ ମା ପାଇଁ ଦେଲେ ଜୀବନ
ଚଣ୍ଡୀଗଡ: ଜମ୍ମୁ-କାଶ୍ମୀର ଆତଙ୍କୀ ଆକ୍ରମଣରେ ଦେଶର ୫ ଜଣ ବୀର ଯବାନ ସହୀଦ ହୋଇଛନ୍ତି । ଭାରତୀୟ ସେନାର ଏହି ସହୀଦମାନଙ୍କ ଭିତରେ ଅଛନ୍ତି ଯବାନ ଲାନ୍ସନାୟକ କୁଲୱନ୍ତ ସିଂହ । ପଞ୍ଜାବର ମୋଗା ଜିଲ୍ଲା ଚରିକ ଗାଁର…
ହାର୍ଟ ଆଟାକରୁ ବଞ୍ଚିବାକୁ ଚାହୁଁଛନ୍ତି କି ? ତେବେ ଫଲୋ କରନ୍ତୁ ଏହି ଲାଇଫଷ୍ଟାଇଲ୍
ଆଜିକାଲି ଲୋକଙ୍କ ମଧ୍ୟରେ ହାର୍ଟ ସମ୍ବନ୍ଧୀୟ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହାର କାରଣ ହେଉଛି ଲୋକଙ୍କ ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ହାର୍ଟ ଆଟାକର ଆଶଙ୍କା ବଢ଼ାଇପାରେ । ସେଥିପାଇଁ ଆପଣଙ୍କୁ…
ପ୍ରତିଦିନ ଏହି ଉପାୟରେ ଖାଆନ୍ତୁ ଲବଙ୍ଗ, ଦୂରେଇଯିବ ଶରୀରର ବଡ଼ ବଡ଼ ରୋଗ
ଲବଙ୍ଗ ଶରୀର ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଲାଭଦାୟକ ହୋଇଥାଏ । କିନ୍ତୁ ଯଦି ଆପଣ ରାତିରେ ଲବଙ୍ଗ ଖାଆନ୍ତି ତେବେ ଏହା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଲବଣରେ ଆଣ୍ଟି-ଫ୍ଲାମେଟୋରୀ ଗୁଣ ରହିଛି । ଯେଉଁଥିପାଇଁ…
ହାଇ ବ୍ଲଡ଼ପ୍ରେସରକୁ ନିୟନ୍ତ୍ରଣ କରିବା ପାଇଁ କେତେ ଗ୍ଲାସ ପାଣି ପିଇବା ଉଚିତ ? ରିପୋର୍ଟରେ ଖୁଲାସା
ହାଇ ବ୍ଲଡ଼ପ୍ରେସର ବା ଉଚ୍ଚ ରକ୍ତଚାପ ବର୍ତ୍ତମାନର ସମୟରେ ଏକ ସାଧାରଣ ରୋଗ ହୋଇଗଲାଣି । ପ୍ରତି ତୃତୀୟ ବ୍ୟକ୍ତି ଏହାଦ୍ୱାରା ଚିନ୍ତିତ । ଯୁବକଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଲୋକଙ୍କଠାରେ ଉଚ୍ଚ ରକ୍ତଚାପର ସମସ୍ୟା…
ଡାଇବେଟିସ ରୋଗୀଙ୍କ ବ୍ଲୁବେରୀ ହେଉଛି ରାମବାଣ ସଦୃଶ୍ୟ : ଜାଣନ୍ତୁ ଏହାର ଫାଇଦା
ଆଜିକାଲିର ଅସ୍ୱାସ୍ଥ୍ୟକର ପରିବେଷ ଏବଂ ଖରାପ ଖାଦ୍ୟ ଶୈଳୀ କାରଣରୁ ଆମେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଯାହାଫଳରେ ଆମକୁ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ମଧ୍ୟ ରହିଥାଏ । ତେବେ ଏହି ରୋଗମାନଙ୍କ…
ରାତିରେ ଅଇଁଠା ବାସନ ନଧୋଇ ଛାଡୁଥିଲେ ଭୋଗିପାରନ୍ତି ଏହି ପରିଣାମ
ଆମ ଦେଶରେ ଦୈନନ୍ଦିନ କାର୍ଯ୍ୟ ସହ ଜଡ଼ିତ ଅନେକ ପରମ୍ପରା ରହିଛି । ଯେପରି ସକାଳୁ ଉଠିବା, ମନ୍ଦିରକୁ ଯିବା କିମ୍ବା କେବଳ ଗାଧୋଇବା ପରେ ପୂଜା କରିବା, ସନ୍ଧ୍ୟାରେ ସଫା ସୁତୁରା ନକରିବା ଏବଂ ରାତିରେ ଅଇଁଠା ବାସନ ଛାଡିବା…