Browsing Category

ସ୍ପେସାଲ

କଳିଯୁଗରେ କେଉଁ ପାପୀଙ୍କ ଆତ୍ମା ସିଧା ନର୍କକୁ ଯିବ ? ଜାଣନ୍ତୁ କ’ଣ କହୁଛି ଗରୁଡ଼ ପୁରାଣ

ମହର୍ଷି ବେଦବ୍ୟାସଙ୍କ ଅନୁସାରେ ୪ ଯୁଗ ବିଷୟରେ କୁହାଯାଇଛି, ଯାହା ଅନୁସାରେ ସତ୍ୟଯୁଗ, ତୈତୟା ଯୁଗ, ଦ୍ୱାପରଯୁଗ ଓ କଳିଯୁଗ । ଯୁଗର ଆରମ୍ଭ ସତ୍ୟଯୁଗରେ ହୋଇଥିଲା ଓ ଅନ୍ତ କଳିଯୁଗରେ ହେବ । କଳିଯୁଗକୁ ନେଇ ଅନେକ…

ସମୟ ପୂର୍ବରୁ ହେବେ ବୁଢ଼ା ଓ ସମୟ ପୂର୍ବରୁ ହୋଇଯିବ ମୃତ୍ୟୁ: ଏହି ରିସର୍ଚ୍ଚର ଖୁଲାସାରୁ ଡରିଲା ସମଗ୍ର ବିଶ୍ୱ

ଆପଣ ପାଣିର ମହତ୍ତ୍ୱ ବିଷୟରେ ତ ନିଶ୍ଚିତ ପଢ଼ିଥିବେ ବା ଶୁଣିଥିବେ । ଶରୀର ପାଇଁ ପାଣି କେତେ ଜରୁରୀ, ତାହା ଆପଣ ଭଲଭାବରେ ଜାଣିଛନ୍ତି । ଅନେକ ଥର ଡାକ୍ତରମାନେ ମଧ୍ୟ ଆପଣଙ୍କୁ ଅଧିକରୁ ଅଧିକ ପାଣି ପିଇବାକୁ କହିଥିବେ ।…

Video: ଲାଇଟ୍ ପାଖରେ ପହଞ୍ଚିବା ପାଇଁ କରିଥିଲେ ଯୋଗାଡ଼; ଷ୍ଟୁଲରୁ ଖସି ସାଙ୍ଗ ମୁହଁ ରେ ପଡ଼ିଲେ

ନୂଆଦିଲ୍ଲୀ: ଅନେକ ସମୟରେ ଘରେ ଛୋଟ କାମ କରିବାବେଳେ ଆମ ସହିତ ବେଳେବେଳେ କିଛି ଦୁର୍ଘଟଣା ଘଟେ । ଏଭଳି ଦୁର୍ଘଟଣାର ଭିଡିଓ ବେଳେବେଳେ ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥାଏ । ବିଶେଷକରି ଯେତେବେଳେ…

ମହିଳାଙ୍କୁ ଅନ୍ଧ କଲା ଟାଟୁ; ବଦଳାଇବାକୁ ପଡ଼ିଲା ଆଖି

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଟାଟୁ କରିବାକୁ ପସନ୍ଦ କରନ୍ତି । ଏହି ଲୋକମାନେ ନିଜ ଶରୀରର ସମସ୍ତ ଅଙ୍ଗରେ ଟାଟୁ କରିଥା’ନ୍ତି । କିନ୍ତୁ ଶରୀରର ସମ୍ବେଦନଶୀଳ ଅଙ୍ଗଗୁଡ଼ିକରେ ଟାଟୁ କରିବା କେତେ ଭାରୀ…

ଭିନ୍ନ ଏକ ପର୍ବ ଟୋକିମରା: ଧରଣୀ ଦେବୀଙ୍କୁ ବଳି ଦେଲେ ସୁନାର ଫସଲ ଫଲିବା ରହିଛି ବିଶ୍ବାସ

କଳାହାଣ୍ଡି: ସପ୍ତାହେ ହେବ ଗାଁ ଉତ୍ସବ ମୁଖର ହୋଇଉଠିଛି, ଆଜି ଚାରିଆଡ଼େ ଜନ ଗହଳି। କିଏ ହାତରେ ଅସ୍ତ୍ରଶସ୍ତ୍ର ଧରିଛି ତ ଆଉ କିଏ ମହୁଲି ରସରେ ମାତାଲ। ଦୁଲୁକୁଛି ପାରମ୍ପାରିକ ବାଜା, ନାଚ ନାଚି ମସଗୁଲ ହୋଇପଡୁଛନ୍ତି…

ହିନ୍ଦୁ ଶାସ୍ତ୍ର ଅନୁସାରେ ୮ ପ୍ରକାରର ରହିଛି ବିବାହ ! ଜାଣନ୍ତୁ କେଉଁଟି ସର୍ବୋତ୍ତମ

ହିନ୍ଦୁ ଧର୍ମରେ ବିବାହକୁ ଏକ ପବିତ୍ର ସଂସ୍କାର ଭାବରେ ବିବେଚନା କରାଯାଏ । ଏହା ୧୬ ଟି ପ୍ରମୁଖ ସଂସ୍କାର ମଧ୍ୟରୁ ଗୋଟିଏ । ଏହାର ପଦ୍ଧତି ଏବଂ ନିୟମ ବ୍ୟତୀତ ଶାସ୍ତ୍ରରେ ଆଠ ପ୍ରକାରର ବିବାହ ବିଷୟରେ ଉଲ୍ଲେଖ କରାଯାଇଛି…

ମଣିଷଙ୍କୁ ସିଗନାଲ ପଠାଉଛନ୍ତି ଏଲିଏନ୍ସ; ୨୦୨୩ରେ ପୃଥିବୀରେ ପାଦ ରଖିବେ ଅନ୍ୟ ଦୁନିଆର ପ୍ରାଣୀ, ଜାଣନ୍ତୁ କ’ଣ ରହିଛି ସତ

ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀର ବିଭିନ୍ନ ସ୍ଥାନରେ ଏଲିଏନ୍ସ କିମ୍ବା ୟୁଏଫଓ ଦେଖାଯାଇଥିବାର ଦାବି କରାଯାଇଛି । ବର୍ତ୍ତମାନ ଏହି ଦାବିଗୁଡିକ ଆଧାରରେ ଆଉ ଏକ ନୂଆ ଦାବି ସାମ୍ନାକୁ ଆସିଛି । କୁହାଯାଉଛି ଯେ…

Co-dependent Relationship: କୋଡିପେଣ୍ଡେଣ୍ଟ ରିଲେସନସିପର ଲକ୍ଷଣ କ’ଣ ? ଜାଣନ୍ତୁ ଏହାର ଚିକିତ୍ସା

କୋଡିପେଣ୍ଡେନ୍ସି ଶବ୍ଦର ଅର୍ଥ ହେଉଛି ଦୁଇ ଜଣ ପରସ୍ପର ଉପରେ ନିର୍ଭର କରନ୍ତି । ସମ୍ପର୍କରେ ଏହି ଶବ୍ଦର ବ୍ୟବହାର ଆପଣ ପ୍ରାୟତଃ ଶୁଣିଥିବେ । ଜଣେ ବ୍ୟକ୍ତି ନିଜ ଜୀବନରେ ଅନେକ ସମ୍ପର୍କ ସ୍ଥାପନ କରେ ଏବଂ ସେହି…

ଗର୍ଭାବସ୍ଥା ସମୟରେ ଆଖୁ ରସ ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ କି? ଜାଣନ୍ତୁ ଏହାକୁ ନେଇ କଣ କୁହନ୍ତି ଡାକ୍ତର ଏବଂ ବିଶେଷଜ୍ଞ

ଜଣେ ମହିଳା ପାଇଁ ମା ହେବା ଏକ ଅପୂର୍ବ ସୁଖ ହୋଇଥାଏ । ଯାହାକି ଗର୍ଭଧାରଣ ସମୟରୁ ହିଁ ସେ ଅନୁଭବ କରିଥାନ୍ତି । ତେବେ ଘରକୁ ଏକ ନୂଆ ଅତିଥିଙ୍କ ଆଗମନର ଖବର ମାତା ଓ ପିତାଙ୍କ ସମେତ ସମସ୍ତ ପରିବାର ସଦସ୍ୟଙ୍କ ହୃଦୟକୁ…

ଚଳିତ ମାସରେ ବଦଳିବ ମୋଦୀଙ୍କ କ୍ୟାବିନେଟ୍! ଓଡ଼ିଶାରୁ ଜଣଙ୍କୁ ମିଳିପାରେ ସ୍ଥାନ, ଆଗକୁ ଘୋଷଣା ହୋଇପାରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ପରିସ୍ଥିତି ସେତିକି ଉଷ୍ମ ହେବାରେ ଲାଗିଛି । ଏହାକୁ ନେଇ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି…